ନମସ୍କାର ବନ୍ଧୁଗଣ ତେବେ ଅଭିନେତ୍ରୀ ମାନେ ନିଜର ଜୀବନ ଶୈଳୀ କୁ ନେଇ ବହୁତ ସଚେତ ଥାନ୍ତି । ଏବଂ ମିଡ଼ିଆ ଠାରୁ ସବୁବେଳେ ଦୂରରେ ରହିଥାନ୍ତି । ଏବଂ ଏଥିପାଇଁ ସବୁବେଳେ ଚର୍ଚ୍ଚା ର କେନ୍ଦ୍ର ମଧ୍ୟ ହୋଇ ଥାନ୍ତି । ଏହି ଅଭିନେତ୍ରୀ ମାନେ ନିଜ ଧାରାବାହିକ ରେ ଭଲ ବୋହୁ ଭଲ ଝିଅ ଆଦି ର ଅଭିନୟ କରିଥାନ୍ତି ଏବଂ ଶାଶୂ ବୋହୁ ଙ୍କ ଯୋଡି ମଧ୍ୟ ଖୁବ ସୁନ୍ଦର ଭାବରେ ପରିବେଷଣ କରିଥାନ୍ତି ତେବେ ଆସନ୍ତୁ ବଲିଉଡ ର କିଛି ସଫଳ ଏବଂ ଲୋକପ୍ରିୟ ଶାଶୂ ବୋହୁ ଯୋଡି ସମ୍ପର୍କରେ ଆଲୋଚନା କରିବା ।
୧- ପ୍ରଥମ ରେ ହେଉଛନ୍ତି ଜୟା ଵଚନ ଏବଂ ଐଶ୍ଵର୍ଯ୍ୟା ରୟ । ତେବେ ୧୯୯୪ ମସିହାରେ ମିସ ଇଣ୍ଡିଆ ହୋଇଥିବା ଐଶ୍ଵର୍ଯ୍ୟା ରୟ ବଲିଉଡ ରେ ଅନେକ ସିନେମା ରେ ନିଜର ସୁନ୍ଦର ଅଭିନୟ କରି ହିଟ କରିଛନ୍ତି । ତେବେ ସେ ୨୦୦୭ ରେ ଅଭିନେତା ଅଭିଷେକ ଵଚନ ଙ୍କୁ ବିବାହ କରିଥିଲେ । ତେବେ ଐଶ୍ଵର୍ଯ୍ୟା ଙ୍କ ଶାଶୂ ଜୟା ଵଚନ ମଧ୍ୟ ନିଜ ସମୟର ଜଣେ ଲୋକପ୍ରିୟ ଅଭିନେତ୍ରୀ ଥିଲେ ଯିଏ କି ଅନେକ ହିଟ ସିନେମା ପ୍ରଦାନ କରିଛନ୍ତି ।
୨- ଦ୍ଵିତୀୟ ରେ ହେଉଛନ୍ତି କରିନା କପୂର ଏବଂ ଶର୍ମିଳା ଟାଗୋର । ତେବେ କରିନା କପୂର ବଲିଉଡ ରେ ଅନେକ ସିନେମା ରେ କାମ କରିଛନ୍ତି ସେ ନିଜର ଅଲଗା ଅଭିନୟ ପାଇଁ ବେଶ ଚର୍ଚ୍ଚିତ ଥାଆନ୍ତି । ତେବେ ସେ ୨୦୧୨ ରେ ସେଫ ଅଲ୍ଲୀ ଙ୍କୁ ବିବାହ କରିଥିଲେ । ତେବେ ତାଙ୍କ ଶାଶୂ ଶର୍ମିଳା ଟାଗୋର ମଧ୍ୟ ଜଣେ ଦକ୍ଷ ଅଭିନେତ୍ରୀ ଏବଂ ଜଣେ ଲୋକପ୍ରିୟ ଅଭିନେତ୍ରୀ ଭାବେ ପରିଚିତ । ତେବେ ଦୁହିଙ୍କ ଭିତରେ ବହୁତ ଭଲ ସଂପର୍କ ରହିଛି ।
୩- ତୃତୀୟ ରେ ହେଉଛନ୍ତି ସୋହା ଅଲ୍ଲୀ ଖାନ ଏବଂ ଜ୍ୟୋତି ଖେମୁ । ତେବେ ସୋହା ବଲିଉଡ ରେ ଅନେକ କିଛି ସିନେମା ରେ ଅଭିନୟ କରିଛନ୍ତି ଏବଂ ସେ ଅନେକ ଗୁଡିଏ ବିଜ୍ଞାପନ ରେ ମଧ୍ୟ କାମ କରିଛନ୍ତି ତେବେ ସେ ୨୦୧୫ ରେ ଅଭିନେତା କୁନାଲ ଙ୍କ ସହ ବିବାହ କରିଥିଲେ । ତେବେ କୁନାଲ ଙ୍କ ମାଆ ଜ୍ୟୋତି ଖେମୁ ମଧ୍ୟ ଜଣେ ଅଭିନେତ୍ରୀ ଏବଂ ଏ ଦୁହିଁଙ୍କ ଭିତରେ ମଧ୍ୟ ବହୁତ ଭଲ ସଂପର୍କ ରହିଛି ।
୪- ଚତୁର୍ଥ ରେ ହେଉଛନ୍ତି ମାନ୍ୟତା ଦତ୍ତ ଏବଂ ନର୍ଗିସ । ତେବେ ମାନ୍ୟତା ହେଉଛନ୍ତି ସଞ୍ଜୟ ଦତ୍ତ ଙ୍କ ତୃତୀୟ ସ୍ତ୍ରୀ । ତେବେ ନର୍ଗିସ ନିଜ ସମୟର ଜଣେ ସୁନ୍ଦରୀ ଏବଂ ଦିଗଜ ଅଭିନେତ୍ରୀ ଥିଲେ । ସେ ଅନେକ ହିଟ ସିନେମା ବଲିଉଡ କୁ ପ୍ରଦାନ କରିଛନ୍ତି । ତେବେ ମାନ୍ୟତା ଆସିବା ପୂର୍ବରୁ ହିଁ ନର୍ଗିସ ଙ୍କ ମୃତ୍ୟୁ ହୋଇ ଯାଇଥିଲା ତେଣୁ ଦୁହେଁ କେବେ ମିଶି ପାରି ନଥିଲେ ।
୫- ପଞ୍ଚମ ରେ ହେଉଛନ୍ତି ଏକତା ସାହାଣୀ ଏବଂ ନୂତନ । ତେବେ ଅଭିନେତ୍ରୀ ନୂତନ ଙ୍କୁ କିଏ ନ ଜାଣେ । ତେବେ ସେ ନିଜର ଅଭିନୟ ରେ ଦର୍ଶକ ମାନଙ୍କ ହୃଦୟ ରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସକ୍ଷମ ହୋଇ ପାରିଥିଲେ । ତେବେ ନୂତନ ଙ୍କ ପୁଅ ମନୀଷ ପୋଲ ମଧ୍ୟ ଜଣେ ଅଭିନେତା ସେ ଅଭିନେତ୍ରୀ ଏକତା ସାହାଣୀ ଙ୍କୁ ବିବାହ କରିଥିଲେ କିନ୍ତୁ ଏହା ପୂର୍ବରୁ ହିଁ ନୂତନ ଙ୍କ ମୃତ୍ୟୁ ହୋଇ ସାରିଥିଲା ।
ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।