ବହୁତ ହିଁ କମ ସମୟରେ Bollywood ରେ ରାଜ କରିଥିବା ଏହି Star ମାନେ ଆଜି ଏମିତି ବଞ୍ଚୁଛନ୍ତି ଜୀବନ

ନମସ୍କାର ବନ୍ଧୁଗଣ ଆଜି କାଲି ଲୋକମାନେ ସିନେମା ପାଇଁ ବହୁତ ପାଗଳ ସେମାନେ ନିଜ ନିଜ ମନ ପସନ୍ଦ ର ଅଭିନେତା ଏବଂ ଅଭିନେତ୍ରୀ ମାନଙ୍କ ସିନେମା ଦେଖିବା ପାଇଁ ବହୁତ ଅପେକ୍ଷା ମଧ୍ୟ କରିଥାନ୍ତି । ବଲିଉଡ,ହଲିଉଡ଼, ଟଲିଉଡ଼ ଏବଂ ଓଲିଉଡ ସବୁ ଭାଷା ଭାଷୀ ର ସିନେମା ପାଇଁ ସମାନ ପ୍ରତିଶତ ର କ୍ରେଜ ଦେଖିବାକୁ ମିଳିଥାଏ ।

ତେବେ ବଲିଉଡ ରେ କିଛି କଳାକାର ଏଭଳି ଅଛନ୍ତି ଯିଏ କମ ସମୟରେ ଲୋକ ମାନଙ୍କ ହୃଦୟ ରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି ଏବଂ ତାଙ୍କୁ ଆଜି ବି ଲୋକମାନେ ସେହି ଭଳି ଭାବରେ ମନେ ରଖିଛନ୍ତି । ତେବେ ଆସନ୍ତୁ ଜାଣିନେବା ସେହି କଳାକାର ମାନଙ୍କ ବିଷୟ ରେ ଏବଂ ସେ ବର୍ତ୍ତମାନ କେଉଁ ଭଳି ଦେଖା ଯାଉଛନ୍ତି ତାହା ମଧ୍ୟ ଦେଖିନେବା ।


୧- ପ୍ରଥମ ରେ ହେଉଛନ୍ତି ମିନାକ୍ଷୀ ଶେଷାଡ୍ରି । ତେବେ ୧୯୮୩ ରେ ଆସିଥିବା ସିନେମା ହିରୋ ରୁ ଲୋକ ପ୍ରିୟତା ପାଇଥିବା ଅଭିନେତ୍ରୀ ମିନାକ୍ଷୀ ଦେଖିବାକୁ ବହୁତ ସୁନ୍ଦର, ତାଙ୍କ ଆଖି ଦୁଇଟି ଖୁବ ଭଲ ଏବଂ ତାଙ୍କ ଅଭିନୟ ଏବଂ ନୃତ୍ୟ ଲୋକମାନେ ଖୁବ ପସନ୍ଦ କରନ୍ତି କିନ୍ତୁ ଘାୟଲ ଓନ୍ସ ଏଗେନ ରେ ସେ ଶେଷ ଥର ଦେଖାଯାଇଥିଲେ ।

ବର୍ତ୍ତମାନ ସେ ୫୭ବର୍ଷ ବୟସ୍କ ହୋଇ ଗଲେଣି ଏବଂ ତାଙ୍କ ମୁହଁ ରେ ଜୁରିଆ ଆସିଗଲାଣି ଏବଂ ସେ ଟିକେ ମୋଟା ମଧ୍ୟ ହୋଇ ଯାଇଛନ୍ତି । ତେବେ ସେ ବର୍ତ୍ତମାନ ଫିଲ୍ମ ଦୁନିଆ ରେ ସକ୍ରିୟ ନାହାନ୍ତି ଏବଂ ନିଜ ପରିବାର ସହ ଖୁସିରେ ଜୀଵନ ବିତାଉଛନ୍ତି ।


୨- ଦ୍ଵିତୀୟ ରେ ହେଉଛନ୍ତି ଅନୀଲ କପୂର । ଘର ହୋ ତୋ ଏସା, ମଶାଲ, ବେଟା, ମିଷ୍ଟର ଇଣ୍ଡିଆ ଭଳି ହିଟ ସିନେମା ରେ କାମ କରି ସେ ଅଳ୍ପ ସମୟରେ ଲୋକ ପ୍ରିୟତା ହାସଲ କରିଥିଲେ ତେବେ ଅନୀଲ କପୂର ବର୍ତ୍ତମାନ ୬୪ ବର୍ଷ ବୟସ ହୋଇ ଗଲେଣି । ସେ ଆଜି ବି ହ୍ୟାଣ୍ଡସମ ଏବଂ ଆକର୍ଷକ ଦେଖା ଯାଆନ୍ତି । ତେବେ ସେ ଆଜି ବି ସିନେମା ରେ ସକ୍ରିୟ ଅଛନ୍ତି । ତାଙ୍କର ପତ୍ନୀ ହେଉଛନ୍ତି ସୁନିତା କପୂର । ତାଙ୍କର ତିନୋଟି ସନ୍ତାନ ସୋନମ କପୂର, ହର୍ଷ ବର୍ଦ୍ଧନ କପୂର ଏବଂ ରେହା କପୂର ।


୩- ତୃତୀୟ କଳାକାର ହେଉଛନ୍ତି ଅଫତାବ ଶିବଦଶନୀ । ତେବେ ଆପଣ ଅଫତାଵ ଙ୍କୁ ମସ୍ତି, ହଙ୍ଗାମା, କୟା ୟେହି ପ୍ୟାର ହେ ଆଦି ସିନେମା ରେ ଦେଖିଥିବେ । ତେବେ ସେ ଖୁବ କମ ସମୟରେ ଲୋକଙ୍କ ହୃଦୟ ଜିଣିବାରେ ସଫଳ ହୋଇଥିଲେ ବର୍ତ୍ତମାନ ସେ ଆହୁରି ହ୍ୟାଣ୍ଡସମ୍ ଏବଂ ଡ୍ୟାସିଂ ଦେଖାଯାଉଛନ୍ତି । ତେବେ ସେ ନିନ ଦୁସଞ୍ଜ ଙ୍କୁ ବିବାହ କରିଛନ୍ତି ଏବଂ ତାଙ୍କର ଗୋଟିଏ ଝିଅ ମଧ୍ୟ ଅଛି ।


୪- ଚତୁର୍ଥ ରେ ହେଉଛନ୍ତି କରିଷ୍ମ କପୂର । ତେବେ କରିସ୍ମା ଙ୍କୁ ଆପଣ ନବେ ଦଶକ ରେ ଅନେକ ହିଟ ସିନେମା ରେ ଦେଖିଥିବେ । ବିବି ନମ୍ବର ୧, କୁଲି, ଜୁଡ଼ୱା, ହିରୋ ନମ୍ବର୧ ଆଦି ଅନେକ ସିନେମା ରେ ଦେଖିଥିବେ ତେବେ ସେ ବ୍ୟବସାୟୀ ସଞ୍ଜୟ କପୂର ଙ୍କୁ ବିବାହ କରିଥିଲେ କିନ୍ତୁ ପରେ ବିବାହ ବିଚ୍ଛେଦ ହୋଇ ଯାଇଥିଲା ତେବେ ତାଙ୍କର ଦୁଇଟି ସନ୍ତାନ ଗୋଟିଏ ପୁଅ ଏବଂ ଝିଅ । ତେବେ ସେ ବର୍ତ୍ତମାନ ତାଙ୍କ ମୁହଁରେ ବୟସ ବଢିବା ର ସଙ୍କେତ ଦେଖାଯାଉଛି । ମୁହଁ ଟିକେ ଜାକି ହୋଇ ଯାଇଛି ।

ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *