ଏମାନେ ହେଲେ Bollywood ର Top 4 Flop-Hit ହଜବ୍ୟାଣ୍ଡ ୱାଇଫ ଯୋଡି, 4 ନଂ ଯୋଡି ସମସ୍ତଙ୍କ ଫେବ୍ରେଟ

ବନ୍ଧୁଗଣ, ବଲିଉଡ ରେ ନାମ କମାଇବା ଲୋକେ ଯେତିକି ସହଜ ବୋଲି ଭାବିଥାନ୍ତି, ସେତିକି ଏହି କାମ ସହଜ ନୁହେଁ । ବଲିଉଡ ଇଣ୍ଡଷ୍ଟ୍ରୀ ରେ ଏଭଳି ଅନେକ ଫେମସ ଯୋଡି ଅଛନ୍ତି ମାତ୍ର ଏହି ଇଣ୍ଡଷ୍ଟ୍ରୀ ରେ ୨ ଜଣ ପତି ପତ୍ନୀ ଙ୍କ ହିଟ ହେବା ବହୁତ କଷ୍ଟ ଅଟେ । ଆଜି ଆମ୍ଭେ ଆପଣ ମାନଙ୍କୁ ସେହିଭଳି ଅଭିନେତ୍ରୀ ମାନଙ୍କ ସମ୍ବନ୍ଧରେ କହିବାକୁ ଯାଉଅଛୁ ଯେଉଁ ମାନେ ସୁପରହିଟ ଅଟନ୍ତି ମାତ୍ର ତାଙ୍କ ସ୍ଵାମୀ ସୁପର ପ୍ଲପ ଅଟନ୍ତି ।୧;- ଶଇଫଅଲି ଖାନ ଏବଂ କରିନା କପୁର, କରିନା କପୁର ବଲିଉଡ ସବୁଠାରୁ ପାପୁଲାର ଅଭିନେତ୍ରୀ ଅଟନ୍ତି ।

ନିଜ ଫିଲମି କ୍ୟାରିୟର ସହିତ ଅନେକ ଗୁଡିଏ ଆୱାର୍ଡ ନିଜ ନାମ ରେ କରିଛନ୍ତି । ସମୁଦାୟ ୬ ଥର ଫିଲ୍ମ ଫେୟାର ର ଆୱାର୍ଡ ନିଜ ନାମରେ କରିଛନ୍ତି । ସେହିଭଳି ତାଙ୍କ ସାମ୍ନା ରେ ତାଙ୍କ ସ୍ଵାମୀ ଶଇଫଅଲ୍ଲୀ ଖାନ ଏକ ସୁପର ପ୍ଲପ ଅଭିନେତା ଅଟନ୍ତି ।

୨;- କାଟ୍ରିନା କାଫ ଏବଂ ବିକି କୌଶଲ, ଏମାନଙ୍କ ଯୋଡି ବନାଇବା ନିମନ୍ତେ କରଣ ଜୋହାର ଙ୍କର ବହୁତ ବଡ ହାତ ଅଛି । ଏହି କାରଣ ହେତୁ ଏମାନେ ବର୍ତ୍ତମାନ ବିବାହ ବନ୍ଧନରେ ବାନ୍ଧି ହୋଇଯାଇଛନ୍ତି । କାଟ୍ରିନା କାଫ ଜଣେ ସୁପରହିଟ ଅଭିନେତ୍ରୀ ଥିବା ବେଳେ ବିକି ଦୂର ଦୂର ପର୍ଯ୍ୟନ୍ତ ସେହି ତାଲିକାରେ ଦେଖା ଜାଆନ୍ତି ନାହିଁ ।

୩;- ଅଭିଷେକ ବଚ୍ଚନ ଏବଂ ଏଇଶୋର୍ଜ୍ୟା ରାୟ ବଚ୍ଚନ, ଉଭୟ ନିଜ ରିଲେସନସିପ ର ପବ୍ଲିକ ଆନାଉନ୍ସମେଣ୍ଟ କରିଦେଇଥିଲେ ୨୦୦୭ ରେ । ଏଇଶୋର୍ଜ୍ୟା ରାୟ ମିସ ୱାଲ୍ଡ ମଧ୍ୟ ରହିସାରିଛନ୍ତି । ବଲିଉଡ ର ଜଣେ ପପୁଲାର ଅଭିନେତ୍ରୀ ଅଟନ୍ତି ଏଇଶୋର୍ଜ୍ୟା । ଏଇଶୋର୍ଜ୍ୟା ରାୟ ଙ୍କୁ ପଦ୍ମଶ୍ରୀ ଆୱାର୍ଡ ରେ ମଧ୍ୟ ସନ୍ନମାନିତ କରାଯାଇଛି । କିନ୍ତୁ ଅଭିଷେକ ସବୁବେଳ ପ୍ଲପ ଚଳଚିତ୍ର ହିଁ ଦେଇ ଆସିଛନ୍ତି ।

୪;- ଅଜୟ ଦେବଗନ ଏବଂ କାଜୋଲ ଦେବଗନ, ଉଭୟ ବଲିଉଡ ର ସବୁଠାରୁ କ୍ୟୁଟ ଯୋଡି ଭାବରେ ଜଣାଶୁଣା । ମାତ୍ର ଅଜୟ, କାଜୋଲର ଫିଲ୍ମୀ କ୍ୟାରିୟର ଆଗରେ ଏକ ପ୍ଲପ ଅଭିନେତା ଅଟନ୍ତି । କାଜୋଲ ୧୯୯୨ ରେ ନିଜ ଫିଲ୍ମୀ କ୍ୟାରିୟରର ପ୍ରାରମ୍ଭ କରିଥିଲେ । ଏହାପରେ ତାଙ୍କର ଚଳଚ୍ଚିତ୍ର ବହୁତ ସୁପରହିଟ ହୋଇଥିଲା । ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *