ନମସ୍କାର ବନ୍ଧୁଗଣ ତେବେ ଆପଣ ବଲିଉଡ ର ଖିଲାଡି ଅକ୍ଷୟ କୁମାର ଏବଂ ସିଙ୍ଘମ ଅଜୟ ଦେବଗନ ଙ୍କୁ ତ ନିଶ୍ଚିତ ରୂପରେ ଜାଣିଥିବେ । ତେବେ ସେ ନବେ ଦଶକ ରେ ଜଣେ ଜଣେ ସୁପରଷ୍ଟାର ରହିବା ସହ ନିଜର କାମରେ ଏବଂ ନିଜର ପ୍ରତିଭା ରେ ଲୋକ ମାନଙ୍କ ହୃଦୟ ରେ ନିଜର ଘର କରି ପାରିଥିଲେ । ତେବେ ଅକ୍ଷୟ କୁମାର ଏବଂ ଅଜୟ ଦେବଗନ ଙ୍କୁ ଲୋକମାନେ ଏଥିପାଇଁ ବି ପସନ୍ଦ କରନ୍ତି କାରଣ ସେମାନେ ବି ଲୋକ ମାନଂକୁ ବହୁତ ଭଲ ପାଇବା ଦେଇଥାନ୍ତି ।
ତେବେ ଏହି ଦୁଇ ଅଭିନେତାଙ୍କ ବଲିଉଡ ରେ ମଧ୍ୟ ଅନେକ ସାଙ୍ଗ ରହିଛନ୍ତି ଯେଉଁମାନେ ତାଙ୍କୁ ବହୁତ ପସନ୍ଦ କରିଥାନ୍ତି । ତେବେ ବଲିଉଡ ରେ ଏକ ଏଭଳି ଅଭିନେତ୍ରୀ ଅଛନ୍ତି ଯାହାଙ୍କୁ ଏହି ଦୁଇ ଅଭିନେତା ବନ୍ଧୁତା ରଖିବା ଦୁର କଥା ତାଙ୍କୁ ଦେଖିବା ମଧ୍ୟ ପସନ୍ଦ କରନ୍ତି ନାହିଁ । ତେବେ ସେହି ବଲିଉଡ ଅଭିନେତ୍ରୀ ହେଉଛନ୍ତି ନବେ ଦଶକ ର ଲୋକପ୍ରିୟ ଏବଂ ଦମଦାର ଅଭିନେତ୍ରୀ ରବିନା ଟଣ୍ଡନ ।
ତେବେ ବନ୍ଧୁଗଣ ଅଭିନେତ୍ରୀ ରବିନା ହିଁ ହେଉଛନ୍ତି ସିଏ ଯାହାଙ୍କୁ ଏହି ଦୁଇ ଅଭିନେତା ଦେଖିବାକୁ ବି ପସନ୍ଦ କରନ୍ତି ନାହିଁ ତେବେ ଆସନ୍ତୁ ଏହି ଶତ୍ରୁତା ର କାରଣ ବିଷୟ ରେ ଆଲୋଚନା କରି ନେବା । ପ୍ରଥମେ ହେଉଛନ୍ତି ଅଜୟ ଦେବଗନ । ତେବେ ଆପଣ ମାନେ ତ ଜାଣିଥିବେ କି ନବେ ଦଶକ ରେ ଅଜୟ ଏବଂ ରବିନା ଙ୍କ ଯୋଡି କୁ ଲୋକମାନେ ଖୁବ ପସନ୍ଦ କରୁଥିଲେ ଏବଂ ଦୁହେଁ ଏକାଠି ଅନେକ ସିନେମା ରେ କାମ ମଧ୍ୟ କରିଛନ୍ତି ।
ତେବେ ଫିଲ୍ମ ଦିଲୱାଲେ ରେ କାମ କରୁଥିବା ସମୟରେ ଦୁହେଁ ପରସ୍ପରକୁ ପ୍ରେମ କରିଥିଲେ ତେବେ ରବିନା ମିଡିଆ ଆଗରେ ମଧ୍ୟ ଏହି କଥା କୁ ସ୍ୱୀକାର କରିଥିଲେ ଏବଂ ଅଜୟ ଙ୍କ ସହ ସେ ଲଙ୍ଗ ଡ୍ରାଇଭ ରେ ଯାଆନ୍ତି ବୋଲି ମଧ୍ୟ କହିଥିଲେ ତେବେ ଅଜୟ ଏସବୁ କୁ ମିଛ ଏବଂ ସେ ପାଗଳ ବୋଲି କହିଥିଲେ ତେବେ ଏଥିପାଇଁ ଦୁହିଁଙ୍କ ଭିତରେ ଝଗଡା ହୋଇଥିଲା ଏବଂ ପରସ୍ପର ର ଶତ୍ରୁ ହୋଇ ଯାଇଥିଲେ ।
ଦ୍ଵିତୀୟ ରେ ହେଉଛନ୍ତି ଅଭିନେତା ଅକ୍ଷୟ କୁମାର । ତେବେ ଅକ୍ଷୟ କୁମାର ଙ୍କୁ ନବେ ଦଶକ ରେ ପ୍ଲେବୟ ବୋଲି ମଧ୍ୟ କୁହା ଯାଉଥିଲା । ତେବେ ସେ ଅନେକ ଝିଅ ମାନଙ୍କ ସହ ପ୍ରେମ ସମ୍ପର୍କ ରଖିଥିଲେ । ତେବେ ମୋହରା ଫିଲ୍ମ ରୁ ରବିନା ଏବଂ ଅକ୍ଷୟ ଙ୍କ ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲା କିମ୍ବା ଅକ୍ଷୟ ରବିନା ଙ୍କ ସହ ରହି ମଧ୍ୟ ଶିଳ୍ପା ଙ୍କୁ ଡେଟ କରୁଥିଲେ ତେବେ ଏହା ଜାଣିବା ପରେ ଦୁହିଁଙ୍କ ଭିତରେ ଝଗଡା ହୋଇଥିଲା ଏବଂ ମିଡ଼ିଆ ରେ ଅକ୍ଷୟ ଖୁବ ବଦନାମ ହୋଇଥିଲେ ଏହା ଯୋଗୁଁ ଅକ୍ଷୟ ରବିନା ଙ୍କୁ ଦେଖିବା ପାଇଁ ମଧ୍ୟ ପସନ୍ଦ କରନ୍ତି ନାହିଁ ।
ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।