Bollywood ର ଏହି 5 ଅଭିନେତାଙ୍କ ପାଇଁ ଫେମସ ହିରୋଇନ ମାନଙ୍କ ମଧ୍ୟରେ ହୋଇଥିଲା କ୍ୟାଟ ଫାଇଟ, 3 ନମ୍ବର ଯୋଡି ତ ଏବେ ବି ପରସ୍ପର ର ମୁହଁ ଦେଖିବାକୁ ଚାହାଁନ୍ତି ନାହିଁ

ନମସ୍କାର ବନ୍ଧୁଗଣ ତେବେ ବଲିଉଡ ଜଗତକୁ କିଏ ନ ଜାଣେ । ବଲିଉଡରେ ହେଉଥିବା ସିନେମା ପୁରା ବିଶ୍ୱ ରେ ପରିଚିତ । ବଲିଉଡ ର ସିନେମା ଏବଂ ସେଠାକାର ଅଭିନେତା ଏବଂ ଅଭିନେତ୍ରୀ ମାନଙ୍କ ପାଇଁ ଲୋକ ମାନଙ୍କ ମନରେ ବହୁତ କ୍ରେଜ ରହିଥାଏ । ତେବେ ଦର୍ଶକ ମାନଙ୍କ ର ଅନେକ ଲୋକପ୍ରିୟ ଅଭିନେତ୍ରୀ ଏବଂ ଅଭିନେତା ମାନେ ଅଛନ୍ତି ।
ତେବେ ଏହା ମଧ୍ୟରେ ଅଭିନେତ୍ରୀ ମାନଙ୍କ ର କ୍ୟାଟ ଫାଇଟ ଅଧିକ ଚର୍ଚ୍ଚା ରେ ରହିଥାଏ ।

ତେବେ ସେହି କ୍ୟାଟ ଫାଇଟ ରେ ସର୍ଵଦା ଚର୍ଚ୍ଚା ଏବଂ ଲୋକମାନେ ମଧ୍ୟ ସେମାନଙ୍କ ବିଷୟରେ ଅଧିକ ଜାଣିବା ପାଇଁ ଇଚ୍ଛା ଥାଏ । ତେବେ ଆସନ୍ତୁ ବଲିଉଡ଼ ର କିଛି କ୍ୟାଟ ଫାଇଟ ବିଷୟ ରେ ଆଲୋଚନା କରି ନେବା ଯାହାକି ଜଣେ ପୁଅ ପାଇଁ ହୋଇଥିଲା। ତେବେ ଆସନ୍ତୁ ଜାଣିନେବା ସେହି ବିଷୟରେ।

୧- ପ୍ରଥମ ରେ ହେଉଛି କାଜଲ ଏବଂ କରିସ୍ମା । ତେବେ ଅଜୟ ଦେବଗନ ବର୍ତ୍ତମାନ କାଜଲ ଙ୍କ ସହ ସୁଖୀ ପରିବାର ରେ ରହିଛନ୍ତି କିନ୍ତୁ ଗୋଟିଏ ସମୟରେ ସେ ରବିନା ଙ୍କ ପ୍ରେମ ରେ ଥିଲେ ତେବେ ରବିନା ଙ୍କୁ ଧୋକା ଦେଇ ସେ କରିସ୍ମା ଙ୍କ ସହ ରହିଲେ କିନ୍ତୁ ରବିନା ଙ୍କ ଭଳି ଅଜୟ କରିସ୍ମା ଙ୍କୁ ମଧ୍ୟ କାଜଲ ପାଇଁ ଧୋକା ଦେଇଦେଲେ । ତେବେ କରିସ୍ମା ନିଜର ବ୍ରେକଅପ ର କାରଣ କାଜଲ ଙ୍କୁ ମାନିଲେ ଏବଂ ଆରମ୍ଭ ହୋଇ ଯାଇଥିଲା କ୍ୟାଟ ଫାଇଟ କିମ୍ବା ଶୀତଳ ଯୁଦ୍ଧ।


୨-ଦ୍ଵିତୀୟ ରେ ହେଉଛନ୍ତି ଐଶ୍ୱର୍ଯ୍ୟ ଏବଂ କ୍ୟାଟ୍ରିନା ଙ୍କ ମଧ୍ୟରେ କ୍ୟାଟ ଫାଇଟ । ତେବେ ଏହାର କାରଣ ହେଉଛନ୍ତି ସଲମାନ ଖାନ । ତେବେ ସଲମାନ ଙ୍କ ଜୀବନ ରେ କ୍ୟାଟ୍ରିନା ସେତେବେଳେ ଆସିଲେ ଯେତେବେଳେ ଐଶ୍ଵର୍ଯ୍ୟା ସମ୍ପୂର୍ଣ୍ଣ ଭାବରେ ପଳେଇ ଥିଲେ କିନ୍ତୁ ତାଙ୍କ ବ୍ରେକଆପ ଏଭଳି ଭାବରେ ହୋଇଥିଲା କି ଏହାର ପ୍ରଭାବ କ୍ୟାଟ୍ରିନା ଏବଂ ଐଶ୍ଵର୍ଯ୍ୟା ଙ୍କ ସମ୍ପର୍କ ଉପରେ ପଡିଥିଲା।


୩- ତୃତୀୟ ରେ ହେଉଛନ୍ତି କ୍ୟାଟ୍ରିନା ଏବଂ ଦୀପିକା । ତେବେ ବଲିଉଡ ର ଚକଲେଟ ବୟ ଭାବରେ ପରିଚିତ ରଣବିର କପୂର ଙ୍କ ନାମ ଅନେକ ଅଭିନେତ୍ରୀ ଙ୍କ ସହ ଯୋଡି ଦିଆ ଯାଇଛି । ତେବେ ରଣବିର କ୍ୟାଟ୍ରିନାଙ୍କ ପାଇଁ ଦୀପିକାଙ୍କୁ ଧୋକା ଦେଇଥିଲେ ଏବଂ ଏହା ଯୋଗୁଁ ଆରମ୍ଭ ହୋଇଥିଲା ଦୁହିଁଙ୍କ ଭିତରେ କ୍ୟାଟ ଫାଇଟ ତେବେ ଏହା ପରେ ରଣବିର କ୍ୟାଟ୍ରିନାଙ୍କୁ ମଧ୍ୟ ଧୋକଆ ଦେଇ ଦେଇଥିଲେ । ଏବେ ବି ଏ ଦୁହେଁ ପରସ୍ପର ର ମୁହଁ ଦେଖିବାକୁ ଚାହାଁନ୍ତି ନାହିଁ।


୪- ଚତୁର୍ଥ ରେ ହେଉଛନ୍ତି ଶିଳ୍ପା ଏବଂ ଟ୍ଵିଙ୍କଲ। ତେବେ ବଲିଉଡ ର ଖିଲାଡି ଅକ୍ଷୟ କୁମାର ନବେ ଦଶକ ର ପ୍ଲେ ବୟ ଥିଲେ ଏବଂ ତାଙ୍କର ଅନେକ ଅଭିନେତ୍ରୀ ଦିୱାନି ଥିଲେ। ତେବେ ଅକ୍ଷୟ ଶିଳ୍ପା ସେଠୀ ଙ୍କୁ ଭଲ ପାଇଥିଲେ ଏବଂ ତାଙ୍କ ସହ ବିବାହ କରିବେ ବୋଲି ମଧ୍ୟ ସ୍ଥିର ଥିଲା ତେବେ କିନ୍ତୁ ଯେତେବେଳେ ତାଙ୍କ ଲାଇଫ ରେ ଟ୍ଵିଙ୍କଲ ଆସିଗଲେ ସେତେବେଳେ ଅକ୍ଷୟ ଶିଳ୍ପା ଙ୍କୁ ଛାଡ଼ି ଟ୍ଵିଙ୍କଲ ଙ୍କୁ ପ୍ରେମ କରିଲେ ଏବଂ ବିବାହ ମଧ୍ୟ କରିନେଲେ ତେବେ ଏହା ପରେ ଏହି ଦୁଇ ଅଭିନେତ୍ରୀ ପରସ୍ପର ଙ୍କ ମୁହଁ ଦେଖିବା ମଧ୍ୟ ପସନ୍ଦ କରନ୍ତି ନାହିଁ।


୫- ପଞ୍ଚମ ରେ ହେଉଛି ଅମୃତା ସିଂହ ଏବଂ କରିନା କପୂର। ତେବେ କରିନା ଏବଂ ଅମୃତା ଙ୍କ ଭିତରେ ବୟସ ର ବହୁତ ପାର୍ଥକ୍ୟ ରହିଛି ଏବଂ ଦୁହେଁ କେବେ ଭଲ ସାଙ୍ଗ ମଧ୍ୟ ନ ଥିଲେ କିନ୍ତୁ ସୈଫ ଙ୍କ ପାଇଁ ଏହି ଦୁଇ ଅଭିନେତ୍ରୀ ମଧ୍ୟ ଦୁଇ ଜଣଙ୍କର ଶତ୍ରୁ ହୋଇ ଯାଇଛନ୍ତି। ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *