Bollywood ର କୋକିଳକଣ୍ଠି Lata Mangeshkar ଙ୍କ Lifestyle & Biography, ମୃତ୍ୟୁ ପରେ ଛାଡି ଯାଇଛନ୍ତି ଏତେ କୋଟି ଟଙ୍କାର ସମ୍ପତି କି ଜାଣି ଆଶ୍ଚର୍ଯ୍ୟ ହେବେ ଆପଣ !

ଯଦି ଆମେ ଭାରତର ସବୁଠୁ ପ୍ରସିଦ୍ଧ ଓ ଲୋକପ୍ରିୟ ମହିଳା ଗାୟିକାଙ୍କ ବିଷୟରେ କହିବା ତେବେ ସର୍ବେ ପ୍ରଥମେ ଲତା ମଙ୍ଗେସକରଙ୍କ ନାଁ ଆସିଥାଏ । ସେ ବହୁତ ହିଟ ଫିଲ୍ମର ଗୀତା ଗାଇଛନ୍ତି । ଲତା ମଙ୍ଗେସକର ହଜାର ହଜାର ଗୀତ ଗାଇଛନ୍ତି ଓ ତାଙ୍କୁ ଏହି ସବୁ ଗୀତ ପାଇଁ ବହୁତ ପୁରଷ୍କାର ଦ୍ଵାରା ସମ୍ମାନିତ ମଧ୍ୟ କାଯାଇଛି । କିନ୍ତୁ ସବୁଠୁ ବଡ ଦୁଃଖର କଥା ଏହା ଅଟେ କି ଲତା ମଙ୍ଗେସକର ଆଜି ଏକ ପ୍ରାଇବେଟ ହସ୍ପିଟାଲରେ ନିଜର ଶେଷ ନିଶ୍ଵାସ ନେଇଛନ୍ତି ।

ସୂଚନା ଅନୁସାରେ ସେ କିଛି ଦିନ ହେବ ଅସୁସ୍ଥ ଥିଲେ ଓ ହସ୍ପିଟାଲରେ ଚିକିତ୍ସିତ ମଧ୍ୟ ହେଉଥିଲେ । କିନ୍ତୁ ଆଜି ତାଙ୍କର ନିଧନର ଖବର ସାମ୍ନାକୁ ଆସିଛି । ଆଜି ଆମେ ଆପଣଙ୍କୁ ଲତା ମଙ୍ଗେସକରଙ୍କ ଜୀବନୀ, ପରିବାର ଓ ମୋଟ ସମ୍ପତ୍ତି ବିଷୟରେ କହିବୁ । ୨୮ ସେପ୍ଟେମ୍ବର ୧୯୨୯ରେ ଲତା ମଙ୍ଗେସକରଙ୍କ ଜନ୍ମ ଇନ୍ଦୋର ସହରରେ ହୋଇଥିଲା ଓ ୯୩ ବର୍ଷ ବୟସରେ ସେ ମୃତ୍ୟୁ ବରଣ କରିଛନ୍ତି ।

କୁହାଯାଏ କି ଲତା ମଙ୍ଗେସକର କେବେ ବି ସ୍କୁଲ ଓ କଲେଜ ଯାଇ ନାହାନ୍ତି । ୧୯୪୩ ମସିହାରେ ଲତା ମଙ୍ଗେସକର ନିଜର ସଙ୍ଗୀତ କ୍ୟାରିୟର ଆରମ୍ଭ କରିଥିଲେ । ଲତା ମଙ୍ଗେସକରଙ୍କୁ ତାଙ୍କର ଗାୟିକ ପାଇଁ ବହୁତ ପୁରଷ୍କାର ଦ୍ଵାରା ସମ୍ମାନିତ କରା ଯାଇଛି । ତାଙ୍କୁ ପଦ୍ମ ଭୂଷଣ, ଦାଦା ସାହେବ ଫାଲକେ ଆୱାର୍ଡ, ପଦ୍ମ ବିଭୂଷଣ, ଭାରତ ରତ୍ନ ଦ୍ଵାରା ବି ସମ୍ମାନିତ କରାଯାଇଛି ।

ଲତା ମଙ୍ଗେସକର ଯେତେବେଳେ ୫ ବର୍ଷର ଥିଲେ ତେବେ ସେହି ସମୟରେ ସେ ଅଭିନେତ୍ରୀ ରୂପରେ ବି କାମ କରୁଥିଲେ । ୧୯୪୨ରେ ଯେତେବେଳେ ଲତା ମଙ୍ଗେସକର ୧୩ ବର୍ଷର ଥିଲେ ତେବେ ତାଙ୍କ ପିତାଙ୍କର ଅଚାନକ ଦେହାନ୍ତ ପରେ ପୁରା ପରିବାର ଦାୟିତ୍ଵ ତାଙ୍କ ଉପରକୁ ଚାଲି ଆସିଲା । ଲତା ମଙ୍ଗେସକର ସଙ୍ଗୀତ କ୍ଷେତ୍ରରେ ଗୋଟିଏ ପରେ ଗୋଟିଏ ପାହାଚ ଚଢି ଚଢି ଗଲେ ଓ ସଫଳତାର ଶୀର୍ଷରେ ପହଞ୍ଚିଲେ ।

କୁହାଯାଏ କି ୧୯୬୨ ଲତା ମଙ୍ଗେସକରଙ୍କୁ ଲଗାତର ଧୀରେ ଧୀରେ ବିଷ ଦିଆଯାଉ ଥିଲା ଓ ଯେଉଁ କାରଣରୁ ସେ ତିନି ମାସ ବିଛଣାରେ ଶୋଇ ଶୋଇ ନିଜର ଦିନ କାଟୁଥିଲେ । ଲତା ମଙ୍ଗେସକର ପାଖାପାଖି ୫୦୦୦୦ ଗୀତ ଗାଇଛନ୍ତି । ଲତା ମଙ୍ଗେସକରଙ୍କ ପରିବାର ବିଷୟରେ କହିବା ତେବେ ଲତା ମଙ୍ଗେସକରଙ୍କ ପିତା ଦିନାନାଥ ମଙ୍ଗେସକର ଜଣେ ଥିଏଟର ଅଭିନେତା ଓ ସଂଗୀତକାର ଥିଲେ । ମା ଶିବାନ୍ତି ମଙ୍ଗେସକର ତାଙ୍କ ପିତାଙ୍କ ଦ୍ଵିତୀୟ ପତ୍ନୀ ଥିଲେ ।

ତାଙ୍କର ଭାଇଙ୍କ ନାଁ ହରିଦେନଥ ମଙ୍ଗେସକର । ଯିଏକି ଜଣେ ମ୍ୟୁଜିକ ଡାୟେକ୍ଟର ଅଟନ୍ତି । ତାଙ୍କର ୩ ଜଣ ଭଉଣୀ ବି ଅଛନ୍ତି । ଉଷା ମଙ୍ଗେସକର, ଆଶା ଭୋସ୍ଲେ ଓ ମିନା ଖାଦିକାର । କହିଦେଉଛୁ କି ଲତା ମଙ୍ଗେସକର ବିବାହ କରି ନାହାନ୍ତି । କିନ୍ତୁ ଯଦି ତାଙ୍କର ଅଫେୟାର ବିଷୟରେ କହିବା ତେବେ ଭୁପେନ ହଜାରିକାଙ୍କ ସହ ଥିଲା । ଯଦି ତାଙ୍କର ମୋଟ ସମ୍ପତ୍ତି ବିଷୟରେ କହିବା ତେବେ ସେ ୧୧୧ କୋଟି ଟଙ୍କାର ମାଲିକ ଅଟନ୍ତି ।

ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *