ବହୁତ ସୁନ୍ଦର ହେଇ ବି ଗ୍ଲାମରସ ଦୁନିଆରୁ ଦୂରେଇ ରୁହନ୍ତି Bollywood ର ଏହି 5 Director ଙ୍କ ପତ୍ନୀ, ନଂ2 ଙ୍କ ପତ୍ନୀଙ୍କ ଆଗରେ ତ Bollywood ହିରୋଇନ ବି ଫିକା ପଡିଯିବେ !

ବନ୍ଧୁଗଣ ବଲିଉଡ ଇଣ୍ଡଷ୍ଟ୍ରି ହେଉଛି ଏକ ଏପରି ଦୁନିଆରେ ଯେଉଁଠି ପାଦ ଦେବା ପରେ ଲୋକମାନେ ଲାଇମ ଲାଇଟରେ ରୁହନ୍ତି । ଯେଉଁ ମାନେ ବଲିଉଡରେ ପାଦ ଦିଅନ୍ତି ସେମାନଙ୍କ ପାଇଁ ଗ୍ଲେମରସ ଦୁନିଆରୁ ବାହାରିବା ଅତ୍ୟନ୍ତ କଷ୍ଟକର ହୋଇଥାଏ । ହେଲେ କିଛି ଲୋକ ଏଭଳି ମଧ୍ୟ ଅଛନ୍ତି ଯେଉଁ ମାନଙ୍କ ପରିବାର ବଲିଉଡ ଇଣ୍ଡଷ୍ଟ୍ରି ସହ ଯୋଡି ହୋଇ ଅଛି ହେଲେ ସେମାନେ ଲାଇମ ଲାଇଟ ଠାରୁ ଦୂରରେ ରହିବାକୁ ପସନ୍ଦ କରନ୍ତି ।

ଆଜି ଆମେ ଆପଣ ମାନଙ୍କୁ ବଲିଉଡ ଇଣ୍ଡଷ୍ଟ୍ରିର କିଛି ପ୍ରସିଦ୍ଧ ନିର୍ଦ୍ଦେଶକଙ୍କ ପତ୍ନୀ ମାନଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁ ମାନେ ଲାଇମ ଲାଇଟ ଠାରୁ ଦୂରେଇ ରୁହନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ରାକେଶ ଓମ ପ୍ରକାଶ ମେହେରା- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ବଲିଉଡ ଇଣ୍ଡଷ୍ଟ୍ରିର ଜଣାଶୁଣା ନିର୍ଦ୍ଦେଶକ ରାକେଶ ଓମ ପ୍ରକାଶ ମେହରା । ରାକେଶ ‘ରଙ୍ଗ ଦେ ବସନ୍ତି’ ଓ ‘ଭାଗ ମିଲଖା ଭାଗ’ ପରି ଅନେକ ଫିଲ୍ମ କରିଛନ୍ତି । ୧୯୯୨ ମସିହାରେ ରାକେଶ ପିଏସ ଭାରତୀୟଙ୍କ ସହ ବିବାହ କରିଥିଲେ । ବନ୍ଧୁଗଣ ଭାରତୀ ସବୁବେଳେ ଲାଇମ ଲାଇଟ ଠାରୁ ଦୂରରେ ରୁହନ୍ତି ।

ଅଭିଷେକ କପୁର- ବନ୍ଧୁଗଣ ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛନ୍ତି ବଲିଉଡ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ନିର୍ଦ୍ଦେଶକ ଅଭିଷେକ କପୁର । ଅଭିଷେକ ବଲିଉଡର ଅନେକ ସୁପର ହିଟ ଫିଲ୍ମ ନିର୍ଦ୍ଦେଶନା କରିଛନ୍ତି । ଅଭିଷେକ ୨୦୧୫ରେ ପ୍ରଜ୍ଞା ଯାଦବଙ୍କ ସହ ବିବାହ କରିଥିଲେ । ପ୍ରଜ୍ଞା ଲାଇମ ଲାଇଟ ଠାରୁ ସବୁବେଳେ ଦୂରରେ ରୁହନ୍ତି ।

ଦିବାକର ବାନାର୍ଜୀ- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ବଲିଉଡ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ନିର୍ଦ୍ଦେଶକ ଦିବାକର ବାନାର୍ଜୀ । ଦିବାକର ଅଧିକାଂଶ ସମୟ କ୍ୟାମେରା ସାମ୍ନାରେ ନଜର ଆସନ୍ତି ସେ ଅନେକ ଫିଲ୍ମ ନିର୍ଦ୍ଦେଶନା କରିଛନ୍ତି । ଦିବାକର ରୀଚା ପୁରାଣୋସଙ୍କ ସହ ବିବାହ କରିଛନ୍ତି । ରୀଚା ଲାଇମ ଲାଇଟ ଠାରୁ ସବୁବେଳେ ଦୂରେଇ ରୁହନ୍ତି ।

ରୋହିତ ସେଟି- ବନ୍ଧୁଗଣ ଆମ ଲିଷ୍ଟର ଚତୁର୍ଥ ସ୍ଥାନରେ ଅଛନ୍ତି ବଲିଉଡ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ନିର୍ଦ୍ଦେଶକ ରୋହିତ ସେଟି । ରୋହିତ ବଲିଉଡ ଇଣ୍ଡଷ୍ଟ୍ରିରେ ଅନେକ ସୁପର ହିଟ ଫିଲ୍ମ କରିଛନ୍ତି ଓ ତାଙ୍କ ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି । ରୋହିତ ୨୦୦୫ ମସିହାରେ ମାୟା ମୀରେଙ୍କ ସହ ବିବାହ କରିଥିଲେ । ମାୟା ଲାଇମ ଲାଇଟ ଠାରୁ ସବୁବେଳେ ଦୂରେଇ ରୁହନ୍ତି ।

ଅନୁରାଗ ବାସୁ- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ବଲିଉଡ ଇଣ୍ଡଷ୍ଟ୍ରିର ଜଣାଶୁଣା ନିର୍ଦ୍ଦେଶକ ଅନୁରାଗ ବାସୁ । ଅନୁରାଗ ନିଜ ନିର୍ଦ୍ଦେଶନା ପାଇଁ ଅନେକ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି । ଅନୁରାଗଙ୍କ ପତ୍ନୀଙ୍କ ନାମ ହେଉଛି ତାନି । ତାନି ସବୁବେଳେ କ୍ୟାମେରା ଠାରୁ ଦୂରେଇ ରୁହନ୍ତି ।

Leave a Reply

Your email address will not be published. Required fields are marked *