ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ଜାଣିଥିବେ କି ଆଜିକାଲି ର ଲୋକମାନେ ସିନେମା ପାଇଁ ଖୁବ ପାଗଳ ସେମାନେ ନିଜ ମନ ପସନ୍ଦର ଫିଲ୍ମ ଦେଖିବା ପାଇଁ ବହୁତ ଉତ୍ସୁକ ମଧ୍ୟ ଥାନ୍ତି । ତେବେ ଆପଣ ମାନେ ଜାଣିଥିବେ କି ଲୋକ ମାନଂକୁ ଗୋଟିଏ ସିନେମା ରେ ନାଚ,ଗୀତ ରୋମାନ୍ସ ସହ ଫାଇଟିଂ ଏବଂ ଆକ୍ସନ ମଧ୍ୟ ବହୁତ ପସନ୍ଦ ଆସିଥାଏ । ତେବେ ଲୋକମାନେ ଯେଉଁ ଫିଲ୍ମ ରେ ବେଶି ଆକ୍ସନ ଏବଂ ଷ୍ଟଣ୍ଟ ରହିଥାଏ ସେହି ଫିଲ୍ମ ଦେଖିବାକୁ ଅଧିକ ପସନ୍ଦ ମଧ୍ୟ କରିଥାନ୍ତି ।
ତେବେ ଆପଣ ମାନେ ଜାଣିଛନ୍ତି ଆମ ବଲିଉଡ ର କିଛି ଏଭଳି ଅଭିନେତା ଅଛନ୍ତି ଯେଉଁମାନେ ନିଜ ସିନେମା ରେ ନିଜେ ହିଁ ଖତରନାକ ଷ୍ଟଣ୍ଟ କରିଥାନ୍ତି ଏହା ଦ୍ୱାରା ସିନେମା ରେ ଖୁବ ଜୀବନ୍ତ ମଧ୍ୟ ଲାଗେ । ତେବେ ଆସନ୍ତୁ ଆଜି ଆମେ ବଲିଉଡ ର ସେହି ଅଭିନେତା ମାନଙ୍କ ବିଷୟରେ ଜାଣିନେବା ଯେଉଁମାନେ ନିଜ ସିନେମା ରେ ନିଜେ ହିଁ ଷ୍ଟଣ୍ଟ କରିଥାନ୍ତି ।
୧- ପ୍ରଥମ ରେ ହେଉଛନ୍ତି ବିଦ୍ୟୁତ ଜାମବାଲ । ତେବେ ବିଦ୍ୟୁତ ନିଜର ସବୁ ଫିଲ୍ମ ରେ ସୁନ୍ଦର ଅଭିନୟ କରିବା ସହ ଦମଦାର ଆକ୍ସନ ମଧ୍ୟ କରିଛନ୍ତି ଏବଂ ଲୋକମାନେ ତାଙ୍କର ଏହି ଆକ୍ସନ ଏବଂ ଷ୍ଟଣ୍ଟ ଙ୍କୁ ଖୁବ ଅଧିକ ପସନ୍ଦ ମଧ୍ୟ କରନ୍ତି ତେବେ ସେ କମାଣ୍ଡୋ,କମାଣ୍ଡୋ୨, ଫୋର୍ସ ଆଦି ଅନେକ ସିନେମା ରେ ସେ ଅଭିନୟ କରିଛନ୍ତି ।
୨- ଦ୍ଵିତୀୟ ରେ ହେଉଛନ୍ତି ଜନ ଇବ୍ରାହିମ୍ । ତେବେ ଜନ ଙ୍କୁ ଆପଣ ଅନେକ ଆକ୍ସନ ସିନେମା ରେ ଅଭିନୟ କରିଥିବାର ଦେଖିଥିବେ ତେବେ ତାଙ୍କ ର ଫାଇଟ ର ଷ୍ଟାଇଲ କୁ ଲୋକମାନେ ଖୁବ ପସନ୍ଦ ମଧ୍ୟ କରନ୍ତି ଏବଂ ସେ ଫୋର୍ସ ର ପ୍ରମୋସନ ବେଳେ ନିଜ କାନ୍ଧରେ ଗୋଟିଏ ବାଇକ କୁ ଏକଦମ ଉଠାଇ ଦେଇଥିଲେ ।
୩- ତୃତୀୟ ରେ ହେଉଛନ୍ତି ହ୍ରତିକ ରୋଶନ । ତେବେ ହୃତିକ ନିଜ ପ୍ରଥମ ସିନେମା କହୋ ନା ପ୍ୟାର ହେ ରୁ ଆକ୍ସନ ଜରିଆରେ ସମସ୍ତଙ୍କୁ ନିଜର ଦିୱାନା କରି ଦେଇଥିଲେ । ତେବେ ତାଙ୍କର ଷ୍ଟାଇଲ ଲୁକ ଏବଂ ଫାଇଟ କୁ ଦର୍ଶକ ମାନେ ଖୁବ ପସନ୍ଦ କରିଥାନ୍ତି ।
୪- ଚତୁର୍ଥ ରେ ହେଉଛନ୍ତି ଅଜୟ ଦେବଗନ । ତେବେ ବଲିଉଡର ସିଙ୍ଘମ ଭାବରେ ବେଶ ପରିଚିତ ଥିବା ଅଭିନେତା ଅଜୟ ମଧ୍ୟ ନିଜର ଅଲଗା ଅଲଗା ଷ୍ଟାଇଲ ରେ ଆକ୍ସନ ସିନ କରିଥାନ୍ତି ଯାହା ଲୋକ ମାନଂକୁ ବେଶ ପସନ୍ଦ ମଧ୍ୟ ଆସିଥାଏ ।
୫- ପଞ୍ଚମ ରେ ହେଉଛନ୍ତି ଟାଇଗର ଶ୍ରଫ । ତେବେ ଟାଇଗର ନିଜର ଫିଲ୍ମ ରେ ଯେତେ ସୁନ୍ଦର ଡାନ୍ସ କରନ୍ତି ସେତେ ଭଲ ଆକ୍ସନ ମଧ୍ୟ କରିଥାନ୍ତି ତେବେ ଟାଇଗର ନିଜର ବଡ଼ି ଏବଂ ଲୁକ ରେ ଲୋକ ମାନଂକୁ ଆକର୍ଷଣ କରିଥାନ୍ତି । ତେବେ ସେ ବାଗୀ, ହିରୋପନ୍ତି ଆଦି ସିନେମା ରେ ନିଜର ଆକ୍ସନ ଦେଖାଇ ସାରିଛନ୍ତି ।
୬- ଷଷ୍ଠ ରେ ହେଉଛନ୍ତି ଅକ୍ଷୟ କୁମାର । ତେବେ ଅକ୍ଷୟ କୁମାର ବଲିଉଡ ର ଖିଲାଡି ଏବଂ ଷ୍ଟଣ୍ଟ ର ମାଷ୍ଟର ଭାବରେ ମଧ୍ୟ ସେ ପରିଚିତ । ତେବେ ଅକ୍ଷୟ ନିଜର ସବୁ ସିନେମା ରେ ନିଜେ ହିଁ ଷ୍ଟଣ୍ଟ କରନ୍ତି ଏବଂ ଏହା ଦର୍ଶକ ମାନଂକୁ ଖୁବ ପସନ୍ଦ ମଧ୍ୟ ଆସିଥାଏ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ପୋସ୍ଟ ଟି ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ