Bollywood ଆକ୍ଟ୍ରେସ Radhika Madan ଙ୍କ ବଡ ଖୁଲାସା, କହିଲେ “ପ୍ରଥମ ସୁଟ ରେ ହିଁ ନେବାକୁ ପଡିଥିଲା ଗର୍ଭ ନିରୋଧକ ବଟିକା…”

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ବେସ ଭଲ ଭାବରେ ଜାଣି ଥିବେ । ଏହି ଅଭିନେତ୍ରୀ ମାନେ ବଲିଉଡ ଇଣ୍ଡଷ୍ଟ୍ରିରେ ସଫଳତା ପାଇବା ପାଇଁ ବହୁତ କଷ୍ଟ ଓ ସଂଘର୍ଷ କରିଥାନ୍ତି । ବଲିଉଡ ଇଣ୍ଡଷ୍ଟ୍ରିରେ ଏପରି ମଧ୍ୟ କିଛି ଅଭିନେତ୍ରୀ ଅଛନ୍ତି ଯେଉଁ ମାନେ ଅତି ସହଜରେ ସଫଳତା ପାଇଛନ୍ତି । ଏହି ଅଭିନେତ୍ରୀ ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ସୁନ୍ଦରତା ପାଇଁ ସବୁବେଳେ ଚର୍ଚାରେ ରୁହନ୍ତି ।

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଯେଉଁ ବଲିଉଡ ଅଭିନେତ୍ରୀ ଜଣକଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆମ ବଲିଉଡ ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି । ଏହି ଅଭିନେତ୍ରୀ ଜଣକ ଆଉ କେହି ନୁହେଁ ଏ ହେଉଛନ୍ତି ରାଧିକା ମଦାନ । ଆପଣ ମାନେ ସମସ୍ତେ ରାଧିକାଙ୍କୁ ଅନେକ ସୁପର ହିଟ ଫିଲ୍ମରେ ନିଶ୍ଚୟ ଦେଖିଥିବେ । ନିଜ ଦମଦାର ଅଭିନୟ ପାଇଁ ସେ ବଲିଉଡ ଇଣ୍ଡଷ୍ଟ୍ରିରେ ସୁନାମ ଅର୍ଜନ କରିଛନ୍ତି ।

ସେ କେବଳ ବଲିଉଡ ନୁହେଁ ହିନ୍ଦୀ ଟେଲିଭିଜନ ଇଣ୍ଡଷ୍ଟ୍ରିରେ ମଧ୍ୟ କାମ କରି ବହୁତ ଲୋକପ୍ରିୟତା ହାସଲ କରିଛନ୍ତି । ବନ୍ଧୁଗଣ ଗତ କିଛି ଦିନ ହେବ ରାଧିକାଙ୍କର ଏକ ବଡ ବୟାନ ସାମ୍ନାକୁ ଆସିଛି । ଏହି ବଡ ବୟାନ ବିଷୟରେ ଜାଣିଲେ ଆପଣ ମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ ଓ ଆଜି ଆମେ ଆପଣ ମାନଙ୍କୁ ରାଧିକାଙ୍କ ଏହି ବଡ ବୟାନ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ଗତ କିଛି ଦିନ ତଳେ ଏକ ଇଣ୍ଟର୍ବ୍ୟୁରେ ରାଧିକା ଏକ ହୋସ ଉଡେଇଲା ଭଳି ଖୁଲାସା କରିଥିଲେ ଯାହାକୁ ନେଇ ଏବେ ଚର୍ଚା ଜୋର ସୋର ଧରିଛି । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ରାଧିକା ନିଜ ଫିଲ୍ମ କାରିୟର ସମୟରେ ଗର୍ଭ ନିରୋଧକ ବଟିକା ନେଇଥିଲେ । ରାଧିକା ସେହି ଇଣ୍ଟର୍ବ୍ୟୁରେ କହିଥିଲେ- ‘ମୋତେ ପ୍ରଥମ ସୁଟରେ ହିଁ ଗରଭ ନି-ରୋ-ଧକ ବ-ଟିକା କିଣିବା ପାଇଁ କୁହା ଯାଇଥିଲା ।

ସେହି ସମୟରେ ମୋ ମା ବାପା ମତେ ସର୍ପରାଇଜ ଦେବା ପାଇଁ ଦିଲ୍ଲୀ ଆସିଥିଲେ । ଯେତେବେଳେ ବାପା ମୋ ପାଖରେ ଥିବା ସେହି ବ-ଟିକା ଦେଖିଲେ ସେତେବେଳେ ସେ ଆଶ୍ଚର୍ଯ୍ୟ ହୋଇଗଲେ । ବାପା ମୋର ପ୍ରଥମ ସୁଟ ବିଷୟରେ ଲୋକ ମାନଙ୍କୁ କଣ କହିବେ ଏହା ଭାବି ମୁ ଟେନସନରେ ଥିଲି’ ।

ବନ୍ଧୁଗଣ ରାଧିକା ନିଜର ଏହି ବଡ ବୟାନ ପାଇଁ ଏବେ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ଅଛନ୍ତି । ଫିଲ୍ମ କାରିୟର ଆରମ୍ଭରେ ସେ ବହୁତ କଷ୍ଟ କରିଛନ୍ତି ହେଲେ ଏବେ ସେ ବଲିଉଡ ଇଣ୍ଡଷ୍ଟ୍ରିରେ ସଫଳତା ପାଇଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ରାଧିକା ମଦାନ କେମିତି ଲାଗନ୍ତି ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *