ନିଜ ସ୍ବାମୀଙ୍କୁ ନେଇ ବଡ ଖୁଲାସା କଲେ Bollywood ର ଏହି ଫେମସ Actress, କହିଲେ- ସେ ମୋ ସହ ଜବରଦସ୍ତି କରୁଥିଲେ ଓ ଅସୁସ୍ଥ ଥିଲେ ବି ସେ-କ୍ସ ର ଡିମାଣ୍ଡ କରୁଥିଲେ, ଆଉ ତା’ ପରେ…

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ସମସ୍ତେ ବଲିଉଡର ସୁନ୍ଦର ଅଭିନେତ୍ରୀ ଚାହତ ଖନାଙ୍କୁ ନିଶ୍ଚୟ ଜାଣିଥିବେ । ବର୍ତ୍ତମାନ କରୋନା କାଳ ଚାଲିଛି ଓ ଏହି କରୋନା କାଳ ସମୟରେ ବଲିଉଡ ଅଭିନେତ୍ରୀ ଚାହତ ଖନା ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରହୁଛନ୍ତି । ଚାହତ ଅନେକ ଟିଭି ସିରିଏଲ ସହ କେତେକ ବଲିଉଡ ଫିଲ୍ମରେ ମଧ୍ୟ କାମ କରିଛନ୍ତି । ସେ ନିଜ ହଟ୍ ନେସ ଓ ନିଜ ପର୍ଶନାଲ ଲାଇଫ ପାଇଁ ମଧ୍ୟ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି ।


ବର୍ତ୍ତମାନ ଚାହତ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ତାଙ୍କ ମତରେ ସେ ମା ହୋଇଯିବାରୁ ତାଙ୍କୁ କୌଣସି କାମ ମିଳୁ ନାହିଁ ଓ ସେ ବୁଝି ପାରୁ ନାହାନ୍ତି କି ଏହି ସମୟରେ ସେ କଣ କରିବେ । ତେବେ ସୋସିଆଲ ମିଡିଆ ଦ୍ଵାରା ଚାହତ ବେରୋଜଗାର ଥିବାର ଖୁଲାସା କରିଛନ୍ତି । ଆଜିଆମେ ଆପଣ ମାନଙ୍କୁ ଚାହତଙ୍କ ପର୍ଶନାଲ ଲାଇଫ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ।

ତେବେ ଗତ କିଛି ସମୟ ପୂର୍ବରୁ ଚାହତ ସୋସିଆଲ ମିଡିଆ ଦ୍ଵାରା ନିଜେ ବେରୋଜଗାର ଅଛନ୍ତି ବୋଲି ଖୁଲାସା କରିଥିଲେ । ସେ ନିଜ ଦୁଃଖ ବିଷୟରେ ନିଜ ସାଙ୍ଗ ମାନଙ୍କୁ ସୋସିଆଲ ମିଡିଆ ଦ୍ଵାରା ଜଣାଇ ଥିଲେ । ଚାହତଙ୍କ ମୁତବକ- କାମ ନ ମିଳିବାରୁ ତାଙ୍କୁ ଅନେକ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି । ଚାହତ ନିଜ ଫେଏସବୁକ ଆକାଉଣ୍ଟରେ କିଛି ଦିନ ତଳେ ଏକ ପୋଷ୍ଟ ସେୟାର କରିଥିଲେ ।


ସେହି ପୋଷ୍ଟରେ ଚାହତ ଲେଖିଥିଲେ କି ‘ତାଙ୍କୁ କାମ ମିଳିବାର ମୁଖ୍ୟ କାରଣ ହେଉଛି ସେ ଦୁଇଟି ଛୁଆଙ୍କ ମା ଅଛନ୍ତି । ଏହା ସହ ସେ ଲେଖିଥିଲେ ତାଙ୍କ ପାଖରେ ବହୁତ କମ ଟଙ୍କା ରହିଛି ଓ ବହୁତ ସମସ୍ୟା ଆସୁଛି । ଯେତେବେଳେ ଏକ ବିବାହିତ ଅଭିନେତ୍ରୀ କୌଣସି ପ୍ରୋଜେକ୍ଟ ପାଇଁ ସାଇନ କରେ ସେତେବେଳେ ମେକର୍ଷ ମାନେ ବହୁତ ଥର ସେହି ଅଭିନେତ୍ରୀ ବିଷୟରେ ଚିନ୍ତା କରିଥାନ୍ତି।


ତେବେ ସେ କହିଛନ୍ତି କି ମୁଁ ଦୁଇଗୁଣ କାମ କରିବା ପାଇଁ ପ୍ରସ୍ତୁତ ଅଛି ହେଲେ ମୋତେ କାମ ମିଳୁ ନାହିଁ । ଯେତେବେଳେ ମୁ କୌଣସି ସ୍ଥାନକୁ ଅଡିସନ ଦେବାକୁ ଯାଉଛି ମୋତେ ରିଜେକ୍ଟ କରି ଦେଉଛନ୍ତି । ମେକର୍ସ ମାନଙ୍କୁ ଲାଗୁଛି ମୁ ଠିକ ଭାବରେ କାମ କରିପାରିବି ନାହିଁ କାରଣ ମୁ ଦୁଇଟି ଛୁଆର ମା ଅଛି । ଯେତେବେଳେ ମୁ ମୋ ଛୁଆ ମାନଙ୍କ ସହ ଫଟୋ ପୋଷ୍ଟ କରୁଛି ସେତେବେଳେ ଅଧିକାଂଶ ଲୋକ ମତେ ଏହା କରିବାକୁ ମନା କରୁଛନ୍ତି । ଲୋକଙ୍କ ମତରେ ଫଟୋ ଦେଖି ମେକର୍ସ ମାନେ କାମ ଦେବେ ନାହିଁ’।


ତେବେ ଚାହତ ୨୦୦୬ ମସିହାରେ ଭାରତ ନିରାସନ୍ଧିନୀଙ୍କ ସହ ବିବାହ କରିଥିଲେ । ହେଲେ ଏହି ବିବାହ ୨୦୦୭ ମସିହାରେ ଭାଙ୍ଗି ଯାଇଥିଲା । ଏହା ପରେ ସେ ଫରହାନ ମିର୍ଜାଙ୍କ ସହ ୨୦୧୩ ମସିହାରେ ବିବାହ କରିଥିଲେ । ହେଲେ ୨୦୧୮ ମସିହାରେ ଏହି ବିବାହ ମଧ୍ୟ ଭାଙ୍ଗି ଯାଇଥିଲା । ଫରହାନଙ୍କୁ ନେଇ ଚାହତ ଏକ ବଡ ବୟାନ ଦେଇଥିଲେ । ସେ କହିଥିଲେ- ଫରହାନ ତାଙ୍କ ସହ ଜବରଦସ୍ତି କରୁଥିଲେ ଓ ତାଙ୍କ ଦେହ ଅସୁସ୍ଥ ଥିଲେ ମଧ୍ୟ ସେ-କ୍ସ-ର ଡିମାଣ୍ଡ କରୁଥିଲେ।

ତେବେ ଆପଣ ଏହି ଲେଖା ଉପରେ ନିଜର ମତାମତ ନିଶ୍ଚିତ ପ୍ରଦାନ କରନ୍ତୁ। ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *