ଏମାନେ ହେଉଛନ୍ତି Silpa Shetty ଓ Rani Mukerji ସମେତ Bollywood ର 7 ହିରୋଇନ ମାନଙ୍କର Real Life ସଉତୁଣୀ

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ଜାଣିଥିବେ କି ସାଧାରଣ ଜୀବନରେ ଯଦି କୌଣସି ଝିଅ ଏକ ଡିଭୋର୍ସ କରିଥିବା ପୁଅ ସହ ବିବାହ କରନ୍ତି, ତେବେ ସେମାନଙ୍କୁ ଏଥିପାଇଁ ବହୁତ ଅପବାଦ ଓ ସମଜାର ଘୃଣା ସହିବାକୁ ପଡିଥାଏ । ହେଲେ ବଲିଉଡ ଇଣ୍ଡଷ୍ଟ୍ରିରେ ଏହି ସବୁ କଥା ବହୁତ ସାମାନ୍ୟ ହୋଇଥାଏ । ବଲିଉଡର ଏମିତି ବହୁତ ସୁନ୍ଦର ଓ ଲୋକପ୍ରିୟ ଅଭିନେତ୍ରୀ ଅଛନ୍ତି, ଯେଉଁମାନେ ବଲିଉଡ ଇଣ୍ଡଷ୍ଟ୍ରିର ଡିଭୋର୍ସ ହୋଇ ସାରିଥିବା ଲୋକ ମାନଙ୍କ ସହ ବିବାହ କରିଛନ୍ତି । ତେବେ ଆଜି ଆମେ ଆପଣଙ୍କୁ ଏହି ଅଭିନେତ୍ରୀ ମାନଙ୍କର ସଉତୁଣୀ ବିଷୟରେ କହିବୁ । ତେବେ ଆସନ୍ତୁ ଜାଣିବା ଏହି ଅଭିନେତ୍ରୀ ମାନଙ୍କ ସ୍ଵାମୀ ଏମାନଙ୍କ ପୂର୍ବରୁ କାହା ସହ ବିବାହ କରିଥିଲେ।

୧- ପ୍ରଥମରେ ହେଉଛନ୍ତି ଶିଳ୍ପା ସେଠୀ ।  ତେବେ ନିଜର ଅଭିନୟ ଦ୍ଵାରା ସବୁ ଲୋକଙ୍କ ମନକୁ ଜିତି ଥିବା ଅଭିନେତ୍ରୀ ଶିଲ୍ପା ସେଠୀ ବଲିଉଡର ଜଣେ ଲୋକପ୍ରିୟ ଅଭିନେତ୍ରୀ ରୂପେ ପରିଚିତ । ଶିଲ୍ପାଙ୍କ ସଉତୁଣୀ ହେଉଛନ୍ତି କବିତା ଯିଏ ଶିଲ୍ପାଙ୍କ ସ୍ଵାମୀ ରାଜକୁନ୍ଦ୍ରାଙ୍କ ସହ ବହୁତ ବର୍ଷ ପୂର୍ବରୁ ପ୍ରଥମେ ବିବାହ କରିଥିଲେ । ଏହା ପରେ ଏହି ଦୁଇ ଜଣଙ୍କ ମଧ୍ୟରେ ଡିଭୋର୍ସ ହୋଇଥିଲା । ସୁନ୍ଦରତା ମାମଲାରେ କବିତା ଶିଲ୍ପାଙ୍କୁ ପଛରେ ପକାଇ ଦେବେ। ତେବେ କବିତା ଶିଳ୍ପା ଙ୍କୁ ବହୁତ ଘୃଣା କରନ୍ତି।

୨- ଦ୍ଵିତୀୟ ରେ ହେଉଛନ୍ତି କରିନା କପୁର । ତେବେ କରିନା କପୁର ହେଉଛନ୍ତି ବଲିଉଡ ଇଣ୍ଡଷ୍ଟ୍ରିର ଜଣେ ଲୋକପ୍ରିୟ ଅଭିନେତ୍ରୀ । କରିନାଙ୍କ ସଉତୁଣୀ ହେଉଛନ୍ତି ଅମୃତା ସିଂହ । ଅମୃତା ହେଉଛନ୍ତି ବଲିଉଡ ଇଣ୍ଡଷ୍ଟ୍ରିର ଜଣେ ଲୋକପ୍ରିୟ ଅଭିନେତ୍ରୀ । ଅମୃତା ବଲିଉଡ ଅଭିନେତା ସେଫ ଅଲି ଖାନଙ୍କ ସହ ବିବାହ କରିଥିଲେ । ହେଲେ ବୟସର ସୀମାକୁ ଦେଖି ଏମାନଙ୍କ ମଧ୍ୟରେ ଡିଭୋର୍ସ ହୋଇଥିଲା । ଏହା ପରେ ସେଫ କରିନାଙ୍କ ସହ ବିବାହ କରିଥିଲେ।ଅମୃତା ମଧ୍ୟ ତାଙ୍କ ସମୟରେ ବହୁତ ସୁନ୍ଦର ଓ ଆକର୍ଷିତ ଅଭିନେତ୍ରୀ ମାନଙ୍କ ମଧ୍ୟରୁ ଜଣେ ଥିଲେ।

୩ –  ତୃତୀୟ ରେ ହେଉଛନ୍ତି ରବିନା ଟଂଡନ । ତେବେ ବଲିଉଡର ହଟ ଅଭିନେତ୍ରୀ ମାନଙ୍କ ମଧ୍ୟରେ ରବିନା ଆସନ୍ତି  ।  ରବିନାଙ୍କ ସଉତୁଣୀଙ୍କର ନାମ ହେଉଛି ନତାସା ଶିପୀ । ରବିନାଙ୍କ ସ୍ଵାମୀ ଆନିଲ ଥଦାନିଙ୍କ ପ୍ରଥମ ପତ୍ନୀ ହେଉଛନ୍ତି ନତାସା । ରବିନାଙ୍କ ସଉତୁଣୀ ନତସାଙ୍କୁ ଲାଇମ ଲାଇଟ ସାମ୍ନାକୁ ଆସିବା ପାଇଁ ଭଲ ଲାଗେ ନାହିଁ । ରବିନାଙ୍କ ପରି ନତାସା ମଧ୍ୟ ବହୁତ ସୁନ୍ଦର ଓ ଆକର୍ଷିତ ଦେଖାଯାନ୍ତି ।

୪ –  ଚତୁର୍ଥ ରେ ହେଉଛନ୍ତି ରାନୀ ମୁଖାର୍ଜୀ। ତେବେ ରାନୀ ମୁଖାର୍ଜୀ ହେଉଛନ୍ତି ବଲିଉଡ ଇଣ୍ଡଷ୍ଟ୍ରିରେ ସୁନ୍ଦର ଓ ଲୋକପ୍ରିୟ ଅଭିନେତ୍ରୀ । ରାନୀଙ୍କ ସ୍ଵାମୀ ଆଦିତ୍ୟ ଚୋପଡା ରାନୀଙ୍କୁ ବିବାହ କରିବା ପୂର୍ବରୁ ପାୟଲ ଖନାଙ୍କ ସହ ବିବାହ କରିଥିଲେ, ହେଲେ କିଛି ବର୍ଷ ପରେ ଏହି ଦୁଇଜଣଙ୍କ ମଧ୍ୟରେ ତଲାକ ହୋଇଥିଲା । ସୁନ୍ଦରତା ମାମଲାରେ ରାନୀଙ୍କ ଠାରୁ ଅଧିକ ସୁନ୍ଦର ହେଉଛନ୍ତି ପାୟଲ।

୫ –  ପଞ୍ଚମ ରେ ହେଉଛନ୍ତି ବିଦ୍ୟା ବାଲନ । ତେବେ ବିଦ୍ୟା ଙ୍କୁ ବଲିଉଡ ରେ କିଏ ନ ଜାଣେ ସେ ଡାର୍ଟ ପିକ୍ଚର, କହାନୀ, ମିଶନ ମଙ୍ଗଲ ଆଦି ଅନେକ ସିନେମା ରେ ବିଭିନ୍ନ ଚରିତ୍ର ରେ ଅଭିନୟ କରି ସେ ଲୋକ ମାନଙ୍କ ହୃଦୟ ରେ ବାସ କରନ୍ତି । ତେବେ ସେ ବିବାହ କରିଛନ୍ତି ସିଦ୍ଧାର୍ଥ ରୟ କପୂର ଙ୍କ ସହ ତେବେ ସିଦ୍ଧାର୍ଥ ଆଗରୁ ବିବାହିତ ଥିଲେ ତାଙ୍କ ପ୍ରଥମ ସ୍ତ୍ରୀ ହେଉଛନ୍ତି ଆରତୀ ବଜାଜ ।  ତେବେ ପରେ ଦୁହିଁଙ୍କ ଛାଡପତ୍ର ହୋଇ ଯାଇଥିଲା ।

୬ –  ଷଷ୍ଠ ରେ ହେଉଛନ୍ତି ହେମା ମାଲିନି । ତେବେ ବଲିଉଡ ର ଡ୍ରିମ ଗାର୍ଲ ଭାବରେ ସେ ବେଶ ପରିଚିତ । ତେବେ ସେ ଅଭିନେତା ଧର୍ମେନ୍ଦ୍ର ଙ୍କୁ ବିବାହ କରିଥିଲେ । ତେବେ ଧର୍ମେନ୍ଦ୍ର ପୂର୍ବରୁ ହିଁ ବିବାହିତ ଥିଲେ ତାଙ୍କ ପ୍ରଥମ ସ୍ତ୍ରୀ ହେଉଛନ୍ତି ପ୍ରକାଶ କୋର ।  ତେବେ ପ୍ରକାଶ ନିଜ ବିବାହ ବିଚ୍ଛେଦ ପାଇଁ ହେମା ମାଲିନି ଙ୍କୁ ହିଁ ଦାୟୀ କରିଥିଲେ ।

୭ –  ସପ୍ତମ ରେ ହେଉଛନ୍ତି ନିଲମ କୋଠରୀ । ନିଲମ ବଲିଉଡ ର ଜଣେ ପରିଚିତ ଚେହେରା ତେବେ ସେ ବିବାହ କରିଛନ୍ତି ଅଭିନେତା ସମୀର ସୋନି ଙ୍କୁ ତେବେ ସମୀର ପୂର୍ବରୁ ହିଁ ବିବାହିତ ଥିଲେ ତେବେ ସେ ମଡେଲ ରାଜ ଲକ୍ଷ୍ମୀ ଙ୍କୁ ବିବାହ କରିଥିଲେ ଏବଂ କିନ୍ତୁ ଏହି ଦୁଇ ଜଣଙ୍କ ସମ୍ପର୍କ ବେଶୀ ଦିନ ରହିଲା ନାହିଁ ଏବଂ ଛାଡପତ୍ର ହୋଇ ଯାଇଥିଲା ।

ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *