Raveena Tandon ଙ୍କ ସମେତ Bollywood ର ଏହି ସବୁ ଅଭିନେତ୍ରୀ ମାନେ ନିଜ ଏକ୍ସ ଙ୍କୁ ଧୋକା ଦେଇ କୋଟିପତିଙ୍କୁ କରିନେଲେ ବିବାହ !

ନମସ୍କାର ବନ୍ଧୁଗଣ ତେବେ ବଲିଉଡ ଫିଲ୍ମ ଅଭିନେତ୍ରୀଙ୍କ ରିଲେସନଶିପ ଖବର ସୋସିଆଲ ମିଡିଆରେ ଆସୁଥାଏ । ଆଜିକାଲି ପ୍ରେମ ହେବା ଏକ ସାଧାରଣ କଥା । ତେବେ ବଲିଉଡରେ ମଧ୍ୟ ରିଲେସନଶିପ୍‌ର ଚର୍ଚ୍ଚା ଅଧିକାଂଶ ସମୟରେ ହେଉଥାଏ । କିଏ ନିଜ ପ୍ରେମିକକୁ ବିବାହ କରେ ତ କିଏ କିଛି ବର୍ଷ ଡେଟ୍‌ କରିବା ପରେ ବ୍ରେକ୍‌ଅପ କରିଦିଏ । ଆଉ କିଛି ଜଣଙ୍କ ଜୀବନରେ ଋତୁ ବଦଳିବା ଭଳି ପ୍ରେମ ମଧ୍ୟ ବଦଳିଯାଏ ।

ତେବେ ପ୍ରେମ ଓ ପ୍ରତାରଣାର ଚର୍ଚ୍ଚା ସିନେମା ଜଗତରେ ଦୀର୍ଘ ଦିନ ଧରି ହୋଇଆସୁଛି । ସାଧାରଣତଃ ସିନେମା ଜଗତରେ ବିଭିନ୍ନ ଯୋଡିଙ୍କ ବିଷୟରେ କିଛି ନା କିଛି ନୂଆ ଶୁଣିବାକୁ ମିଳିଥାଏ । ଫିଲ୍ମ ଇଣ୍ଡଷ୍ଟ୍ରିରେ ଏହା କୌଣସି ବଡ କଥା ନୁହେଁ । ତେବେ କିଛି ବଲିଉଡ ଅଭିନେତ୍ରୀ ଏମିତି ଅଛନ୍ତି ଯିଏ ନିଜର ପ୍ରଥମ ପ୍ରେମିକ କୁ ଛାଡି ଅନ୍ୟ ଜଣଙ୍କୁ ବିବାହ କରି ନେଇ ଥିଲେ । ତେବେ ଆସନ୍ତୁ ଜାଣିନେବା ସେହି ବିଷୟ ରେ ।

୧- ପ୍ରଥମ ରେ ଅଛନ୍ତି ନଗମା । ତେବେ ନଗମା ନିଜ ଜୀଵନ ରେ ତିନି ଥର ପ୍ରେମ କରିଥିଲେ । ସୌରଭ କୁମାର,ରବି କିଶନ, ଏବଂ ମନୋଜ ତିୱାରି ଙ୍କ ସହ । ତେବେ ପ୍ରେମ କରିବା ପରେ ମଧ୍ୟ ସେ ଆଜି ପର୍ଯ୍ୟନ୍ତ କାହାକୁ ବିବାହ କରି ନାହାନ୍ତି ଏବଂ ବର୍ତ୍ତମାନ ସେ ସିଙ୍ଗଲ ଅଛନ୍ତି ।

୨- ଦ୍ୱିତୀୟ ଅଭିନେତ୍ରୀ ହେଉଛନ୍ତି ମଧୁ । ତେବେ ଫୁଲ ଔର କାଂଟା ସିନେମା ରେ ଅଜୟ ଦେବଗନ ଙ୍କ ସହ କାମ କରିବା ସମୟରେ ଦୁହେଁ ଦୁହିଁଙ୍କୁ ଭଲ ପାଇ ବସିଥିଲେ ତେବେ କିନ୍ତୁ ଯେତେବେଳେ ବ୍ୟବସାୟୀ ଆନନ୍ଦ ଶାହା ଆସିଲେ ମଧ୍ୟ ଅଜୟ ଙ୍କୁ ଛାଡ଼ି ଆନନ୍ଦ ଙ୍କୁ ବିବାହ କରି ନେଇଥିଲେ ।

୩- ତୃତୀୟ ରେ ହେଉଛନ୍ତି ଅଭିନେତ୍ରୀ କିମି କଟକର । ଝୁମା ଚୁମା ଦେ ଦେ ଗୀତରୁ ପ୍ରସିଦ୍ଧି ଲାଭ କରିଥିବା ଅଭିନେତ୍ରୀ କିମି ମଧ୍ୟ ପ୍ରେମ ରେ ପଡ଼ିଥିଲେ ସେ ଫୁଣି ଅନୀଲ କପୂର ଙ୍କ ପ୍ରେମ ରେ କିନ୍ତୁ ପରେ ସେ ଅନୀଲ ଙ୍କୁ ଧୋକା ଦେଇ ଶାନ୍ତନୁ ଶୋରେ ଙ୍କୁ ବିବାହ କରି ନେଇଥିଲେ ଏବଂ ବର୍ତ୍ତମାନ ଖୁସିରେ ଅଛନ୍ତି ।

୪- ଚତୁର୍ଥ ଅଭିନେତ୍ରୀ ହେଉଛନ୍ତି ଜୁହି ଚାୱାଲା । ତେବେ ବଲିଉଡ ର ଏହି ସଫଳ ଅଭିନେତ୍ରୀ ଶାହାରୁଖ ଖାନ ଙ୍କ ସହ ରିଲେସନ ରେ ଥିଲେ ତେବେ କିନ୍ତୁ ପରେ ଜୁହି ଶାହାରୁଖ ଙ୍କୁ ଛାଡ଼ି ବ୍ୟବସାୟୀ ଜୟ ମେହେଟା ଙ୍କୁ ବିବାହ କରି ନେଇଥିଲେ ।

୫- ପଞ୍ଚମ ଅଭିନେତ୍ରୀ ହେଉଛନ୍ତି ରାନୀ ମୁଖାର୍ଜୀ । ତେବେ ଏହି ବଲିଉଡ ର ମରଦାନୀ ଭାବରେ ରାନୀ ବେଶ ପରିଚିତ । ତେବେ ସେ ଅଭିଷେକ ବଚନ ଙ୍କୁ ଭଲ ପାଉଥିଲେ ଏବଂ ତାଙ୍କର ବିବାହ ମଧ୍ୟ ହେବାର ଥିଲା କିନ୍ତୁ କିଛି ଭୁଲ ବୁଝାମଣା ଯୋଗୁଁ ଦୁହେଁ ଅଲଗା ହୋଇଗଲେ ଏବଂ ରାନୀ ଡ଼ାଇରେକ୍ଟର ଆଦିତ୍ୟ ଚୋପ୍ରା ଙ୍କୁ ବିବାହ କରି ନେଇଥିଲେ ।

୬- ଷଷ୍ଠ ଅଭିନେତ୍ରୀ ହେଉଛନ୍ତି କରିନା କପୂର । ତେବେ କରିନା ବଲିଉଡ ର ଜଣେ ନାମୀ ଦାମୀ ଅଭିନେତ୍ରୀ ସେ ନିଜର ଅଭିନୟ ରେ ଲୋକ ମାନଙ୍କ ହୃଦୟ ରେ ଘର କରି ପାରିଛନ୍ତି ତେବେ ଗୋଟିଏ ସମୟରେ ତାଙ୍କ ନାମ କୁ ସାହିଦ ସହ ଯୋଡ଼ା ହୋଇ ନିଆ ଯାଉଥିଲା ଏବଂ ଦୁହେଁ ଦୁହିଁଙ୍କୁ ଭଲ ମଧ୍ୟ ପାଉଥିଲେ କିନ୍ତୁ କରିନା ସାହିଦ ଙ୍କୁ ଧୋକା ଦେଇ ସେଫ ଙ୍କୁ ବିବାହ କରି ନେଇଥିଲେ ।

ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *