Bollywood ର ସବୁଠୁ Mismatched Couple ଅଟନ୍ତି ଏହି 6 ଟି ଯୋଡି, କେହି କାହା ସହିତ ମେଳ ଖାଆନ୍ତି ନାହିଁ, ନମ୍ବର 5 ଙ୍କ ସ୍ଵାମୀଙ୍କୁ ତ ତାଙ୍କର ବାପା ବୋଲି ମଧ୍ୟ କୁହାଯାଏ

ନମସ୍କାର ବନ୍ଧୁଗଣ ଆପଣ ମାନେ ଶୁଣିଥିବେ କି ପ୍ରେମ ର କୌଣସି ବୟସ ନଥାଏ । ବାସ ଖାଲି ଦୁଇ ଭଲ ହୃଦୟ ଦରକାର । ଏହା ଛଡା ଦୁଇ ଜଣ ବ୍ୟକ୍ତି ଙ୍କ ମନ ର ମିଳନ ହେବା ଆବଶ୍ୟକ କାହିଁକି ନା ପ୍ରେମ ଅନ୍ଧ ବୋଲି କୁହାଯାଏ । ପ୍ରେମ କୌଣସି ଜାତି,ଧର୍ମ,ବର୍ଣ୍ଣ,ରଂଗ ଦେଖେ ନାହିଁ । କିମ୍ବା ସିଏ କେମିତି କେ ତେ ବୟସ କଣ କିଛି ଦେଖା ଯାଏ ନାହିଁ ବାସ ଆପେ ଆପେ ପ୍ରେମ ହୋଇ ଯାଇଥାଏ ।

ତେବେ ଟିଭି ଇଣ୍ଡଷ୍ଟ୍ରୀ ଏବଂ ସିନେମା ଇଣ୍ଡଷ୍ଟ୍ରୀ ରେ ପ୍ରେମ ର କଥା ପ୍ରାୟତଃ ସବୁବେଳେ ଶୁଣିବାକୁ ମିଳିଥାଏ । ତେବେ କିଛି ପ୍ରେମ ସମ୍ପର୍କ ଏପରି କି ଯାହା ବହୁତ ଚର୍ଚ୍ଚା ର ବିଷୟ ପାଲଟି ଯାଇଥିଲା ଏବଂ ସମସ୍ତ ଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲା । ତେବେ କିଛି କଳାକାର ଏପରି ଅଛନ୍ତି ଯେଉଁ ମାନଙ୍କ ପ୍ରେମ କୁ ଦେଖିବା ପରେ ଆପଣ ଆଶ୍ଚର୍ଯ୍ୟ ହେବା ସହ ଏହା ମଧ୍ୟ ବିଶ୍ୱାସ କରିବେ କି ପ୍ରେମ ଅନ୍ଧ ଥାଏ । ତେବେ ଆସନ୍ତୁ ସେହି ପରି କିଛି ଯୋଡ଼ା ଙ୍କ ବିଷୟ ରେ ଜାଣିନେବା ।

୧- ପ୍ରଥମ ରେ ଅଛନ୍ତି ଐଶ୍ଵୟା ରାୟ ଏବଂ ଅଭିଷେକ ଵଚନ । ଐଶ୍ଵୟା ବିଶ୍ୱ ସୁନ୍ଦରୀ ସହ ଜଣେ ବଲିଉଡ ର ସୁନ୍ଦରୀ ଏବଂ ଲୋକ ପ୍ରିୟ ଅଭିନେତ୍ରୀ ତାଙ୍କର ସିନେମା ଏବଂ ଅଭିନୟ କୁ ଲୋକମାନେ ଖୁବ ପସନ୍ଦ ମଧ୍ୟ କରନ୍ତି । ତେବେ ଐଶ୍ଵୟା ଅଭିଷେକ ଙ୍କୁ ପ୍ରେମ ବିବାହ କରିଥିଲେ । ତେବେ ଲୋକମାନେ ଏହି ଯୋଡି କୁ ଏତେ ପସନ୍ଦ କରନ୍ତି ନାହିଁ । ଯେଉଁଠି ଐଶ୍ଵୟା ବଲିଉଡ ର ନମ୍ବର ୧ ଅଭିନେତ୍ରୀ ରହିବା ବେଳେ ଅଭିଷେକ ଜଣେ ଫ୍ଲାଫ ଅଭିନେତା ।

୨- ଦ୍ଵିତୀୟ ରେ ହେଉଛନ୍ତି ରାଣୀ ମୁଖାର୍ଜୀ ଏବଂ ଆଦିତ୍ୟ ଚୋପ୍ରା । ବଲିଉଡ ରେ ରାଣୀ ଙ୍କ ଅଭିନୟ କୁ ସମସ୍ତେ ପସନ୍ଦ କରିଥାନ୍ତି ତାଙ୍କର ସବୁ ସିନେମା କୁ ଲୋକମାନେ ଦେଖିବାକୁ ଭଲ ପାଆନ୍ତି । ତେବେ ରାଣୀ ୨୦୧୪ ରେ ଯଶରାଜ ଙ୍କ ପୁଅ ଆଦିତ୍ୟ ଙ୍କୁ ବିବାହ କରିଥିଲେ ତେବେ ଆଦିତ୍ୟ ଏବଂ ରାଣୀ ଙ୍କ ଯୋଡି ଦେଖିଲେ ଟିକେ ଆଶ୍ଚର୍ଯ୍ୟ ନିଶ୍ଚିତ ଲାଗିବ କାରଣ ଆଦିତ୍ୟ ରାଣୀ ଙ୍କ ଠାରୁ ବହୁତ ବଡ଼ ଦେଖା ଯାଆନ୍ତି ।

୩- ତୃତୀୟ ରେ ହେଉଛନ୍ତି ଶ୍ରୀଦେବୀ ଏବଂ ବୋନି କପୂର । ଶ୍ରୀଦେବୀ ହେଉଛନ୍ତି ବଲିଉଡ ର କୁଇନ ତାଙ୍କ ନୃତ୍ୟ ଏବଂ ଅଭିନୟ କୁ ଲୋକ ମାନେ ଖୁବ ପସନ୍ଦ କରନ୍ତି ଏବଂ ତାଙ୍କୁ ବହୁତ ଭଲ ମଧ୍ୟ ପାଇଥାନ୍ତି ତେବେ ଶ୍ରୀଦେବୀ ବଲିଉଡ଼ ର ଜଣେ ପ୍ରସିଦ୍ଧ ନିର୍ଦେଶକ ବୋନି କପୂର ଙ୍କୁ ୧୯୯୬ ରେ ବିବାହ କରିଥିଲେ ତେବେ ଏହି ଯୋଡି ଙ୍କୁ ଦେଖିଲେ ସ୍ୱାମୀ ସ୍ତ୍ରୀ ନୁହେଁ ବରଂ ବାପା ଝିଅ ଭଳି ଲାଗିଥାଏ ।

୪- ଚତୁର୍ଥ ରେ ହେଉଛନ୍ତି ବିନୋଦ ନାୟର ଏବଂ ତାଙ୍କ ପତ୍ନୀ ତୁଲୀପ । ତେବେ ଏହି ଯୋଡି ବହୁତ ଅଜୀବ ଦେଖା ଯାଆନ୍ତି ବିନୋଦ ନିଜ ପତ୍ନୀ ଙ୍କ ଠାରୁ ଉଚ୍ଚତା ରେ ମଧ୍ୟ କମ ଏବଂ ତା ସହ ତାଙ୍କ ସ୍ତ୍ରୀ ବହୁତ ସୁନ୍ଦର ଥିବା ବେଳେ ବିନୋଦ ତାଙ୍କ ଆଗରେ ଏକ ଦମ ଫିକା ଏବଂ ଦର୍ଶକ ମାନେ ମଧ୍ୟ ତାଙ୍କ ଯୋଡି କୁ ପସନ୍ଦ କରନ୍ତି ନାହିଁ ।

୫- ଏହିପରି ଏକ ଯୋଡି ଥିଲେ ବୋନି କପୁର ଓ ଶ୍ରୀଦେବୀ । ବୋନି କପୁର ଙ୍କ ପ୍ରଥମ ବିବାହ ଭାଙ୍ଗି ଶ୍ରୀଦେବୀ ତାଙ୍କୁ ବିବାହ କରିଥିଲେ । କିନ୍ତୁ ସୋସିଆଲ ମିଡ଼ିଆ ରେ ବୋନି ଙ୍କୁ ଶ୍ରୀଦେବୀ ଙ୍କ ବାପା ବୋଲି କହି ଲୋକ ପରିହାସ କରନ୍ତି । କାରଣ ଶ୍ରୀଦେବୀ ଅତି ସୁନ୍ଦର ଓ ଯୁବତୀ ପରି ଦିଶୁଥିବା ବେଳେ ତାଙ୍କ ସ୍ୱାମୀ ବୋନି କପୁର ଏକଦମ ବୁଢା ପରି ଦିଶନ୍ତି । ଶ୍ରୀଦେବୀ ଆଜି ଏଇ ଦୁନିଆ ରେ ନାହାନ୍ତି କିନ୍ତୁ ଏଇ ଦୁଇ ଜଣଙ୍କୁ ସବୁବେଳେ ମେଳ ଖାଉ ନ ଥିବାର କୁହାଯାଏ ।

୫- ପଞ୍ଚମ ରେ ହେଉଛନ୍ତି ମଲାଇକା ଏବଂ ଅର୍ଜୁନ । ତେବେ ଅର୍ଜୁନ ମଲାଇକା ଙ୍କ ଠାରୁ ବୟସ ରେ ବହୁତ ସାନ ଏବଂ ଦୁଇଜଣ ଙ୍କୁ ଏକାଠି ଦେଖିଲେ ଲୋକମାନେ ମାଆ ପୁଅ ବୋଲି ମଧ୍ୟ କହିଥାନ୍ତି ଏବଂ ଏ ଯୋଡି କୁ ମଧ୍ୟ ଲୋକମାନେ ପସନ୍ଦ କରନ୍ତି ନାହିଁ ।

ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *