Bollywood ରେ ସବୁଠୁ ଅଧିକ ଡେଙ୍ଗା ଅଟନ୍ତି ଏହି 5 ଜଣ Actress, ଯାହାଙ୍କ ଆଗରେ ହିରୋମାନେ ବି ହୁଅନ୍ତି ଲଜ୍ଜିତ, ନମ୍ବର 1 ଙ୍କ ହାଇଟ କେତେ ଶୁଣିଲେ ଆପଣ ଚମକି ପଡିବେ

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ବଲିଉଡ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ବେସ ଭଲ ଭାବରେ ଜଣାଇଥିବେ । ଏହି ଅଭିନେତ୍ରୀ ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ସୁନ୍ଦରତା ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ବଲିଉଡର ଏପରି କିଛି ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁ ମାନଙ୍କ ଉଚ୍ଚତା ବହୁତ ଅଧିକ । ଏହି ଅଭିନେତ୍ରୀଙ୍କ ଉଚ୍ଚତା ହିରୋ ମାନଙ୍କ ଠାରୁ ବି ଅଧିକ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ସୁସ୍ମିତା ସେନ- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ବଲିଉଡର ଲୋକପ୍ରିୟ ଅଭିନେତା ସୁସ୍ମିତା ସେନ । ସୁସ୍ମିତା ବଲିଉଡରେ ଅନେକ ସୁପର ହିତ ଫିଲ୍ମ କରି ସୁନାମ ଅର୍ଜନ କରିଛନ୍ତି ଓ ତାଙ୍କ ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି । ବନ୍ଧୁଗଣ ସୁସ୍ମିତା ନିଜ ପର୍ଶନାଲ ଲାଇଫ ଓ ନିଜ ସୁନ୍ଦରତା ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ସୁସ୍ମିତାଙ୍କ ଉଚ୍ଚତା ହେଉଛି 6 ଫୁଟ ।

କାଟ୍ରିନା କେଆଫ- ବନ୍ଧୁଗଣ ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛନ୍ତି ବଲିଉଡର ଲୋକପ୍ରିୟ ଅଭିନେତ୍ରୀ କାଟ୍ରିନା କେଆଫ । କାଟ୍ରିନା ଗତ କିଛି ଦିନ ହେବ ନିଜ ବିବାହ ପାଇଁ ବହୁତ ଚର୍ଚ୍ଚାରେ ଅଛନ୍ତି । ଆପଣ ମାନେ ସମସ୍ତେ କାଟ୍ରିନାଙ୍କୁ ଅନେକ ସୁପର ହିଟ ଫିଲ୍ମରେ ନିଶ୍ଚୟ ଦେଖିଥିବେ । କାଟ୍ରିନାଙ୍କ ଉଚ୍ଚତା ହେଉଛି 5 ଫୁଟ 6 ଇଞ୍ଚ ।

ଅନୁସ୍କା ଶର୍ମା- ବନ୍ଧୁଗଣ ଆମ ଲିଷ୍ଟର ଚତୁର୍ଥ ସ୍ଥାନରେ ଅଛନ୍ତି ବଲିଉଡର ସୁନ୍ଦରୀ ଅଭିନେତ୍ରୀ ଅନୁସ୍କା ଶର୍ମା । ଅନୁସ୍କା ବଲିଉଡରେ କାମ କରି ସୁନାମ ଅର୍ଜନ କରିଛନ୍ତି ଓ ତାଙ୍କ ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି । ସୋସିଆଲ ମିଡିଆରେ ସେ ଆସିବା ଦିନରୁ ଚର୍ଚ୍ଚାରେ ରୁହନ୍ତି । ତେବେ ଅନୁସ୍କାଙ୍କ ଉଚ୍ଚତା ହେଉଛି 5 ଫୁଟ 6 ଇଞ୍ଚ ।

ଦୀପିକା ପାଦୁକୋନ- ବନ୍ଧୁଗଣ ଆମ ଲିଷ୍ଟର ଚତୁର୍ଥ ସ୍ଥାନରେ ଅଛନ୍ତି ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀ ଦୀପିକା ପାଦୁକୋନ । ବଲିଉଡ ଫିଲ୍ମରେ ପାଦ ଦେବା ପରେ ଦୀପିକା ସୁନାମ ଅର୍ଜନ କରିଛନ୍ତି । ସେ ବଲିଉଡ ଅଭିନେତା ରଣବିର ସିଂହଙ୍କ ସହ ବିବାହ କରି ନିଜ ଲଭ ଲାଇଫ ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ଦୀପିକାଙ୍କ ଉଚ୍ଚତା ହେଉଛି 5 ଫୁଟ 7 ଇଞ୍ଚ ।

ଶିଲ୍ପା ସେଟି- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ବଲିଉଡ ଅଭିନେତ୍ରୀ ଶିଲ୍ପା ସେଟି । ଆପଣ ମାନେ ସମସ୍ତେ ଶିଲ୍ପାଙ୍କ ଜବରଦସ୍ତ ଅଭିନୟ ଓ ତାଙ୍କ ହଟ୍ ଲୁକ୍ ନିଶ୍ଚୟ ଦେଖିଥିବେ । ଶିଲ୍ପା ବଲିଉଡ ଇଣ୍ଡଷ୍ଟ୍ରିରେ ସୁନାମ ଅର୍ଜନ କରିଛନ୍ତି ଓ ତାଙ୍କ ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି । ଶିଲ୍ପାଙ୍କ ଉଚ୍ଚତା ହେଉଛି 5 ଫୁଟ 6 ଇଞ୍ଚ ।

ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *