‘ଶଶୁର ବୋହୂ ହେଲେ ଗେଲ.. ବୋହୂ ନୁହେଁ ସେ ମୋ ଝିଅ.. ମୋ ବୋହୂକୁ…’ ବୋହୁକୁ ଫେରି ପାଇ ଖୁସିରେ ପାଗଳ ଶ୍ଵଶୁର, କଣ କହୁଛନ୍ତି ଦେଖନ୍ତୁ ଏହି Video

ବନ୍ଧୁଗଣ, ସୂଚନା ଅନୁଯାୟୀ ରାହୁଲ ଏବଂ ତାଙ୍କ ପରିବାର ଲୋକେ ନିଜ ବୋହୂ କୁ ପାଇ ବର୍ତ୍ତମାନ ବହୁତ ଖୁସି ଅଛନ୍ତି । ତେବେ ଆସନ୍ତୁ ରାହୁଲ ଙ୍କ ବାପା ନିଜ ବୋହୂ ନିଖୋଜ ହେବା ମାମଲାକୁ ନେଇ କ’ଣ ମତାମତ ଦେଉଛନ୍ତି ଜାଣିନେବା । ରାହୁଲ ଙ୍କ ବାପା କହିଛନ୍ତି ଯେ କିଡନାପ ମୋ ବୋହୂ ର ମାମୁଁ, ମା’ ଏବଂ ବାପା ନିଶ୍ଚିତ ଭାବରେ କରିଛନ୍ତି । ଏବଂ ଏହି ମି-ଡି-ଆ ଆଗରେ ବୋହୂ ହରପ୍ରିୟ ର ବାପା କହିଛନ୍ତି ଯେ ମୁଁ ମୋ ବୋହୂ କୁ ମାରି କୁଆଡେ ଗାୟବ କରିଦେଇଛି ।

ମାତ୍ର ମୋ ବୋହୂ କୁ ଯେତେବେଳେ ପଚାରିଲି ମୋ ବୋହୂ କହୁଛି ଯେ ମୁଁ ଏ ବିଷୟରେ କିଛି ଜାଣିନାହିଁ ମତେ ନିଶା ଦେଇ ଅଜ୍ଞାନ ହିସାବରେ ମୁଁ ଯାଇ ସେଠାରେ ପହଞ୍ଚିଲି ଏବଂ ସେହି ଘର ହେଉଛି ମୋ ମାମୁଁ ଘର । ବୋହୂ ଏହା ମଧ୍ୟ କହିଛନ୍ତି ଯେ ମତେ କିଏ ନେଇ ଯାଇଛନ୍ତି ମୁଁ ଜାଣିନାହିଁ ।

ବୋହୂ ର ମାମୁଁ ମାଇଁ ସାହାଡ ର ଡିଗି ରେ ଯେଉଁ ଜଗନ୍ନାଥ ମନ୍ଦିର ଅଛି ସେଠାକୁ ବୋହୂ କୁ ନେଇ ଆସିଥିଲି ଦ୍ଵିତୀୟ ବିବାହ ଅଥବା କେଉଁ ଉଦ୍ଧେଶ୍ୟ ନିମନ୍ତେ ତାହା ମଧ୍ୟ ସ୍ପଷ୍ଟ ଭାବରେ ଜାଣିନାହୁଁ । ମାତ୍ର ଧୂଷୁରି ଥାନା ବାଲା ମତେ ହେଲ୍ପ କରିଛନ୍ତି ତଥା ଆମ୍ଭର ଯିଏ ସରପଞ୍ଚ ଅଛି ସେ ସଂପୂର୍ଣ୍ଣ ଭାବରେ ମତେ ସାହାର୍ଯ୍ୟ କରିଛି । ଏହା ଫଳରେ ମୁଁ ଖବର ପାଇଲି ଯେ ମୋ ବୋହୂ ଏଠାକୁ ଆସୁଛି ବିବାହ କରିବା ନିମନ୍ତେ ।

ମୋ ବୋହୂ ପାଖରେ ଫୋନ ମଧ୍ୟ ନଥିଲା ସେ କିଛି ଉପାୟ କରି ପାରୁନଥିଲା । ତା’ ଠାରୁ ସବୁ ଫୋନ ଛଡାଇ ନେଇ ଯାଇଥିଲେ । ମାତ୍ର ମୁଁ ଖବର ପାଇ ସାରିଥିଲି ସବୁ ସେମାନେ କେଉଁଠିକୁ ଯିବେ କ’ଣ କରିବେ କ’ଣ ନାହିଁ ? ସବୁର ଖବର ପାଇ ସାରିଥିଲି । ଏହାପରେ ଯେତେ ସାହାଡା ଗ୍ରାମ ର ପିଲାମାନେ ଏବଂ ବୋହୂ ର ମାମୁଁ ଘର ମଇତା ପୁର ର କିଛି ଲୋକ ଏ ସମସ୍ତଙ୍କ ସହାୟତାରେ ମୁଁ ମୋ ବୋହୂ କୁ ଉଧାର କରିଛି ।

ଆଉ ମୋ ବୋହୂ ଟି ଏତେ ଭଲ ଯେ ମୋ ପୁଅ କୁ ଦେଖି ତା ମାମୁଁ ହାତ ଛଡାଇ ମୋ ପୁଅ ପାଖକୁ ଦଉଡି ପଳାଇ ଆସିଛି । ଏବଂ ମୁଁ ବହୁତ ଖୁସି ଅଛି । ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *