ଏବେ ବହୁତ ସ୍ମାର୍ଟ ଆଉ ହ୍ୟାଣ୍ଡସମ ହେଇ ଯାଇଛନ୍ତି Bobby Deol ଙ୍କ 2 ପୁଅ, ବଡ ପୁଅ Bollywood ରେ ଜଲ୍ଦି କରିବାକୁ ଯାଉଛି ଡେବ୍ୟୁ

ନମସ୍କାର ବନ୍ଧୁଗଣ ଆଜି କାଲି ଷ୍ଟାର କିଡ୍ସ ବହୁତ ଧୂମ ମଚାଉ ଛନ୍ତି । ଅଧିକ ସୋସିଆଲ ମିଡ଼ିଆ ମାଧ୍ୟମରେ । ତେବେ ସାଧାରଣ ଜନତା ମଧ୍ୟ ଷ୍ଟାର କିଡ୍ସ ଙ୍କ ଲାଇଫ ରେ କଣ ଚାଲୁଚି କଣ ନାହିଁ ସେସବୁ ଜାଣିବା ପାଇଁ ବହୁତ ଉତ୍କଣ୍ଠିତ ରହୁଛନ୍ତି । ଯାହା ଯୋଗୁଁ ତାଙ୍କୁ ମଧ୍ୟ ଅଧିକ ପବ୍ଲିସିଟି ମିଳି ଯାଉଛି ।


ଯେପରି ଜାହ୍ନବୀ କପୂର, ଇସାନ କଟର, ସାରା ଅଲ୍ଲୀ ଖାନ ଆଦି । ତେବେ ଯେଉଁଠି ଷ୍ଟାର କିଡ୍ସ ମାନେ ବଲିଉଡ ରେ ଡେବ୍ୟୁ କରୁଛନ୍ତି ସେହି ଠାରେ କିଛି ଷ୍ଟାର କିଡ୍ସ ଏଭଳି ବି ଅଛନ୍ତି ଯେଉଁମାନେ ଡେବ୍ୟୁ କରିବାକୁ ଚାହୁଁନାହାନ୍ତି । ତେବେ ସେହି ମାନଙ୍କ ମଧ୍ୟରେ ବବି ଦେବଲ ଙ୍କ ପୁଅ ସାମିଲ ଅଛନ୍ତି । ତେବେ ଏଠାରେ ଆମେ କଥା ହେଉଛୁ ବବି ଙ୍କ ବଡ଼ ପୁଅ ଆର୍ଯ୍ୟମାନ ଙ୍କ ବିଷୟରେ ।


ତେବେ ଆର୍ଯ୍ୟମାନ ଲାଇମ ଲାଇଟ ରୁ ଦୁରେଇ ରୁହନ୍ତି କିନ୍ତୁ ଏହି କିଛି ଦିନ ହେବ ସେ ସୋସିଆଲ ମିଡ଼ିଆ ରେ ଖୁବ ଚର୍ଚ୍ଚା ରେ ରହୁଛନ୍ତି । ତେବେ କଥା ହେଲା କି ବବି ନିଜର ୫୦ ତମ ଜନ୍ମଦିନ ପାଳନ କରିଥିଲେ ଏବଂ ନିଜ ପୁଅ ଙ୍କ ସହ ଏକ ଫୋଟୋ ପୋଷ୍ଟ କରି ନିଜ ଫ୍ୟାନ ମାନଂକୁ ଧନ୍ୟବାଦ ଜଣାଇ ଥିଲେ ।


ତେବେ ଲୋକମାନେ ତାଙ୍କ ଫୋଟୋ ରେ ତାଙ୍କ ପୁଅ ଙ୍କ ର ଖୁବ ପ୍ରଶଂସା ମଧ୍ୟ କରିଥିଲେ । ତେବେ ବବି ୧୯୯୬ ରେ ତାନିୟା ଙ୍କୁ ବିବାହ କରିଥିଲେ ଏବଂ ୨୦୦୨ ରେ ତାଙ୍କର ପୁଅ ଜନ୍ମ ହୋଇଥିଲା ଯିଏ ହେଉଛନ୍ତି ଆର୍ଯ୍ୟମାନ । ତେବେ ଏହାର ଦୁଇ ବର୍ଷ ପରେ ଆଉ ଏକ ପୁତ୍ର ସନ୍ତାନ ର ଲାଭ ହେଲା ଯିଏ ହେଉଛନ୍ତି ଧରମ । ତେବେ ଧର୍ମେନ୍ଦ୍ର ଙ୍କ ନାମ ଅନୁସାରେ ତାଙ୍କ ନାମ ଧରମ ରଖା ଯାଇଛି ।


ତେବେ ବବି ଙ୍କ ସାନ ପୁଅ ମଧ୍ୟ ବହୁତ ଭଲ ଦେଖିବାକୁ ତେବେ ତାଙ୍କ ଫେସ କଟ ଦେଖି ସମସ୍ତେ ଆଶା କରୁଛନ୍ତି କି ଏ ବଡ଼ ହେଲେ ନିଜ ଭାଇ କୁ ଟକକର ଦେବ ଏବଂ ବଲିଉଡ ର ଜଣେ ଅଭିନେତା ମଧ୍ୟ ହୋଇ ପାରିବ । ତେବେ ଆର୍ଯ୍ୟମାନ ବର୍ତ୍ତମାନ ୧୬ ବର୍ଷ ର ଏବଂ ଧରମ ବର୍ତ୍ତମାନ ୧୪ ବର୍ଷ ର ତେବେ ଆର୍ଯ୍ୟମାନ ନିଜ ସାନ ଭାଇର ଖୁବ ଯତ୍ନ ନିଅନ୍ତି ଏବଂ ଦୁହିଁ ଭାଇଙ୍କ ମଧ୍ୟରେ ଖୁବ ଭଲ ସଂପର୍କ ମଧ୍ୟ ରହିଛି । ତେବେ ଧରମ ଙ୍କୁ ମଧ୍ୟ ଲାଇମ ଲାଇଟ ଦୁନିଆ ରେ ରହିବା ପସନ୍ଦ ନୁହେଁ ।

ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *