High Blood Pressure ଥିଲେ ଭୁଲରେ ବି ଖାଆନ୍ତୁ ନାହିଁ ଏହି 5 ଟି ଜିନିଷ, ହୋଇଥାଏ ବିଷ ସମାନ ! (Health Tips)

ନମସ୍କାର ବନ୍ଧୁଗଣ ତେବେ ହାଇ ବ୍ଲଡ଼ ପ୍ରେସର ବା ଉଚ୍ଚ ରକ୍ତଚାପକୁ ସାଇଲେଣ୍ଟ କିଲର କୁହାଯାଏ । ଏହାର ସାଧାରଣତଃ କୌଣସି ଲକ୍ଷଣ ଦେଖିବାକୁ ମିଳି ନଥାଏ । ଅଧିକାଂଶ ସମୟରେ ହୃଦ୍ ରୋଗ ମଧ୍ୟ ରକ୍ତ ଚାପର କାରଣ ହୋଇଥାଏ । ବିଶେଷଜ୍ଞ ମାନଙ୍କ ମତରେ ଆପଣଙ୍କ ହାର୍ଟ କେତେ ବ୍ଲଡ଼ ପମ୍ପ କରିଥାଏ ତାହା ଉପରେ ହାର୍ଟ ଆଟାକ୍‌ର କାରଣ ହୋଇଥାଏ । ଯଦି ଆପଣ ଏକ ସୁସ୍ଥ ଜୀବନଶୈଳୀ ସହିତ ଆପଣଙ୍କର ରକ୍ତଚାପକୁ ନିୟନ୍ତ୍ରଣ କରନ୍ତି ତେବେ ଆପଣଙ୍କର କୌଣସୀ ଔଷଧର ଆବଶ୍ୟକତାକୁ ଏଡ଼ାଇ ପାରିବେ ।

ତେବେ ହାଇ ବ୍ଲଡ଼ ପ୍ରେସର ବା ଉଚ୍ଚ ରକ୍ତ ଚାପ କୁ ସାଇଲେଣ୍ଟ କିଲର ମଧ୍ୟ କୁହାଯାଏ । ତେବେ ର ସାଧାରଣତଃ କୌଣସି ଲକ୍ଷଣ ଦେଖିବାକୁ ମିଳି ନଥାଏ । ଅଧିକାଂଶ ସମୟରେ ହୃଦ୍ ରୋଗ ମଧ୍ୟ ରକ୍ତ ଚାପର କାରଣ ହୋଇଥାଏ । ବିଶେଷଜ୍ଞ ମାନଙ୍କ ମତରେ ଆପଣଙ୍କ ହାର୍ଟ କେତେ ବ୍ଲଡ଼ ପମ୍ପ କରିଥାଏ ତାହା ଉପରେ ହାର୍ଟ ଆଟାକ୍‌ର କାରଣ ହୋଇଥାଏ ।

ଯଦି ଆପଣ ଏକ ସୁସ୍ଥ ଜୀବନଶୈଳୀ ସହିତ ଆପଣଙ୍କର ରକ୍ତଚାପକୁ ନିୟନ୍ତ୍ରଣ କରନ୍ତି ତେବେ ଆପଣଙ୍କର କୌଣସୀ ଔଷଧର ଆବଶ୍ୟକତାକୁ ଏଡ଼ାଇ ପାରିବେ । ତେବେ କିଛିଟା ଜିନିଷକୁ ଆଖି ଆଗରେ ରଖି ବିଶେଷ ଭାବରେ ନିଜର ଶରୀରର ଯତ୍ନ ନେଇ ପାରିବା । ତେବେ ଚାଲନ୍ତୁ ଜାଣିବା ନିତ୍ୟଦିନ ଜୀବନରେ ବିଭିନ୍ନ ଅଭ୍ୟାସକୁ ନିୟମିତ କରିବା ଦ୍ୱାରା କିପରି ରକ୍ତଚାପକୁ ନିୟନ୍ତ୍ରଣ କରିପାରିବା । ତେବେ ଏହି ରକ୍ତଚାପ କୁ ଦୁର କରିବା ପାଇଁ ଏହି ଜିନିଷ ଖାଆନ୍ତୁ ନାହିଁ ।

୧- ପ୍ରଥମ ରେ ହେଉଛି ହେଉଛି ଉଚ୍ଚ ରକ୍ତ ଚାପ ଥିବା ବ୍ୟକ୍ତି ମାନେ କଫି ପିଇବା ଉଚିତ ନୁହେଁ । କାରଣ ଉଚ୍ଚ ରକ୍ତ ଚାପ ଥିବା ବ୍ୟକ୍ତି ଙ୍କୁ କଫିନ ଖାଇବା ମନା ତେବେ କଫିରେ ଏହା ଅଧିକ ଥାଏ ତେଣୁ ଆପଣ କଫି ଠାରୁ ଦୂରେଇ ରହିବା ଉଚିତ ।

୨- ଦ୍ଵିତୀୟ ରେ ହେଉଛି ଆଚାର ଆଚାର ସମସ୍ତ ଙ୍କ ର ପସନ୍ଦ ହୋଇଥାଏ କିନ୍ତୁ ଯେଉଁମାନଙ୍କୁ ଉଚ୍ଚ ରକ୍ତ ଥାଏ ସେମାନେ ଏହା ଖାଇବା ଉଚିତ ନୁହେଁ ।

୩- ତୃତୀୟ ରେ ହେଉଛି ଉଚ୍ଚ ରକ୍ତଚାପ ରୋଗୀ ମାନେ ମଦ୍ୟପାନ କରିବା ଉଚିତ୍ ନୁହେଁ । ମଦ୍ୟପାନ ରକ୍ତଚାପ ସମସ୍ୟାକୁ ବୃଦ୍ଧି କରିଥାଏ । ତେଣୁ ମଦ୍ୟପାନ ଠାରୁ ଦୂରେଇ ରହିବା ଆବଶ୍ୟ । ତେବେ କୋଲଡ଼ ଡ୍ରିଙ୍କ ମଧ୍ୟ ପିଇ ପାରିବେ ନାହିଁ । ତା ସହ ଆପଣ ଉଚ୍ଚ ରକ୍ତଚାପ ରୋଗୀ ମାନେ ଧୁମ୍ରପାନ ଠାରୁ ନିହାତି ଦୂରେଇ ରହିବା ଆବଶ୍ୟକ । ଧୂମ୍ରପାନ ଅସ୍ଥାୟୀ ଭାବରେ ରକ୍ତଚାପକୁ ବୃଦ୍ଧି କରିଥାଏ ।

୪- ଚତୁର୍ଥ ରେ ହେଉଛି ସସ୍ ଏବଂ ଜାମ ଠାରୁ ମଧ୍ୟ ଦୁରେଇ ରହିବା ଉଚିତ । ଏହାର ସେଵନ ଦ୍ୱାରା ମଧ୍ୟ ଉଚ୍ଚ ରକ୍ତଚାପ ବଢ଼ିବାର ସମ୍ଭାବନା ରହିଥାଏ । ତେବେ ଯଦି ଆପଣଙ୍କ ଖାଦ୍ୟରେ ଭିଟାମିନ୍ ଡି ଅଭାବ ଅଛି ତେବେ ରକ୍ତଚାପ ବୃଦ୍ଧି ହୋଇପାରେ । ଭିଟାମିନ୍ ଡି ଅଭାବ ବୃକକ ଦ୍ବାରା ଉତ୍ପାଦିତ ଏନଜାଇମକୁ ପ୍ରଭାବିତ କରିବ ଯାହା ରକ୍ତଚାପ ବୃଦ୍ଧି ହେବାର ଆଶଙ୍କା ବଢାଇଥାଏ ।

୫- ପଞ୍ଚମ ରେ ହେଉଛି ଆପଣ ସ୍ନାକସ ଖାଆନ୍ତୁ ନାହିଁ କିମ୍ବା ବଜାରରେ ମିଳୁଥିବା ପ୍ୟାକେଟ ଜିନିଷ ତଥା ଖାଦ୍ୟରେ ଲୁଣର ମାତ୍ରା ଅଧିକ ରଖନ୍ତୁ ନାହିଁ । ଲୁଣ କମ୍ ଖାଇବା ଦ୍ୱାରା ଉଚ୍ଚ ରକ୍ତ ଚାପକୁ ନିୟନ୍ତ୍ରଣ କରି ହେବ । ତେବେ ବଜାରରେ ମିଳୁଥିବା ଫାଷ୍ଟ ଫୁଡ଼ ମଧ୍ୟ ଖାଆନ୍ତୁ ନାହିଁ ।

ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *