ବିଜେଡି ଛାଡ଼ିଲେ କେନ୍ଦ୍ରାପଡ଼ା ସାଂସଦ Anubhav Mohanty, ଏହି ଜାଗାରୁ ଲଢ଼ିବେ ନିର୍ବାଚନ ! Anubhav Mohanty

ବିଜେଡି ଛାଡିଲେ ଅନୁଭବ ମହାନ୍ତି ! ହଁ ଆଜ୍ଞା ବିଜେଡି ସହ ଥିବା ଅନେକ ଦିନର ସମ୍ପର୍କକୁ ଛିଡାଇ ଦେଇଛନ୍ତି ଅଭିନେତା ଅନୁଭବ ମହାନ୍ତି । ଦଳ ତାଙ୍କୁ ଡୋମିନେଟ କରି ରଖିଥିଲା । ଯେଉଁ କାରଣରୁ ସେ ଦଳରୁ ଇସ୍ତଫା ଦେଇଛନ୍ତି ବୋଲି ଅନୁଭବ ମହାନ୍ତି ନିଜେ କହିଛନ୍ତି । ଶଙ୍ଖ ଛାଡି ଏବେ ବିଜେପିରେ ମିଶିବାକୁ ଯାଉଛନ୍ତି ଅନୁଭବ ମହାନ୍ତି । ଅନୁଭବ ମହାନ୍ତି କେନ୍ଦ୍ରପଡାର ସାଂସଦ ଥିଲେ । ତେବେ ଅନେକ ଦିନର ଚର୍ଚା ଏବେ ସତ ହୋଇଛି । ଅନୁଭବ ମହାନ୍ତି ବିଜେଡି ଛାଡିବେ ବୋଲି କେବେ ଠାରୁ ଚର୍ଚା ଲାଗି ରହିଥିଲା ।

କେବଳ ଯେ ଅନୁଭବଙ୍କର ବିଜେଡିକୁ ଛାଡିବା କି ନଛାଡିବା ତାହାକୁ ନେଇ ଲୋକଙ୍କର ଅପେକ୍ଷା ରହିଥିଲା । ତେବେ ବହୁ ଦିନର ଚର୍ଚା ଏବେ ସତ ହୋଇଛି । ପ୍ରକୃତରୁ ଦଳରୁ ଇସ୍ତଫା ଦେଇ ଦଳ ଛାଡିଛନ୍ତି ଅନୁଭବ ମହାନ୍ତି । ତେବେ ବିଜେଡି ଛାଡିବା ପରେ ବିଜେପିରେ ବହୁତ ଶୀଘ୍ର ଅନୁଭବ ମହାନ୍ତି ସାମିଲ ହେବା ପାଇଁ ଯାଉଛନ୍ତି । ତେବେ ଅନୁଭବ ମହାନ୍ତି ବିଜେଡି ଛାଡିବା ପରେ କେନ୍ଦ୍ରପଡାରେ ସାଂସଦ ପ୍ରାର୍ଥୀ ହୋଇ ଲଢିବାର ଆଉ ସମ୍ଭାବନା ନାହିଁ ।

ଏବେ ବିଜେପିରେ ମିଶିବା ପରେ ଅନୁଭବ ନିଜ ଜନ୍ମମାଟି କଟକରୁ ଲଢିବେ ବୋଲି ଖୁବ ଜୋର ଚର୍ଚା ଲାଗି ରହିଛି । ଯଦିଓ ଅନୁଭବ ମହାନ୍ତି ବିଜେଡି ଦଳ ଛାଡିସାରିଛନ୍ତି । ହେଲେ ସେ ଏବେ କେଉଁ ସ୍ଥାନରୁ ପ୍ରାର୍ଥୀ ହୋଇ ଲଢିବେ କି ନାହିଁ ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଭଲ ଭାବେ ସ୍ପଷ୍ଠ ହୋଇପାରିନାହିଁ । ହେଲେ ଅନୁଭବ ନିଜେ ବିଜେଡି ପାର୍ଟିରୁ ଇସ୍ତଫା ଦେଇ ଦଳ ଛାଡି ଦେଇଛନ୍ତି । ତାଙ୍କର ନିଜ ସ୍ଵାଭିମାନକୁ ବହୁତ ଆଘାତ ହୋଇଛି ।

ଯେଉଁଥି ପାଇଁ ସେ ଦଳରୁ ଇସ୍ତଫା ଦେଇଛନ୍ତି । ତେବେ ବିଜେଡିରୁ ଅନୁଭବ ମହାନ୍ତିଙ୍କୁ ଟିକେଟ ନମିଳିବ ନେଇ ସେଥିପାଇଁ ସେ ଦଳ ଛାଡି ବୋଲି ଚର୍ଚା ହେଉଛି । ତେବେ ଖାଲି ଅନୁଭବ ମହାନ୍ତି ନୁହେଁ, ବଂର ନିକଟ ଅତୀତରେ ଗୋଟେ ପରେ ଗୋଟେ ଅଭିନେତା ବିଜେଡି ଛାଡି ବିଜେପିରେ ଏବେ ସାମିଲ ହୋଇଯାଇଛନ୍ତି । ଯାହାକୁ ନେଇ ରାଜ୍ୟ ରାଜନୀତି ମାହୋଲରେ ଖୁବ ଚର୍ଚା ଧରିଛି । ତେବେ ଏହିଭଳି ଗୁରୁତ୍ଵପୂର୍ଣ୍ଣ ଖବରର ଅପଡେଟ ପାଇବା ଲାଗି ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *