ଦେଖନ୍ତୁ ହୀରୋ Biswa Bhusana ଙ୍କ ବାହାଘରରେ କେମିତି ନାଚିଲେ ବରଯାତ୍ରୀ, ଭାଇରାଲ ହେଲା Video

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଆ ଟିଭି ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ କଳାକାର ମାନଙ୍କୁ ବେସ ଭଲ ଭାବରେ ଜାଣି ଥିବେ । ଏହି କଳାକାର ମାନେ ନିଜ ଅଭିନୟ ଓ ନିଜ ପର୍ଶନାଲ ଲାଇଫ ପାଇଁ ସବୁବେଳେ ଚର୍ଚାରେ ରୁହନ୍ତି । ଏହା ସହିତ ଏହି କଳାକାର ମାନେ ନିଜ ବିବାହ ଓ ନିଜ ଲଭ ଅଫେୟାର ପାଇଁ ମଧ୍ୟ ସୋସିଆଲ ମିଡିଆରେ ଚର୍ଚାରେ ରୁହନ୍ତି । ତେବେ ବନ୍ଧୁଗଣ ଆପଣ ମାନେ ସମସ୍ତେ ତ ଏହା ନିଶ୍ଚୟ ଜାଣି ଥିବେ ଯେ, ଗତ କିଛି ଦିନ ତଳେ ଓଡିଆ ଅଭିନେତ୍ରୀ ସୋମାଲିନ୍ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ।

ତେବେ ବିବାହ ପରେ ସୋମାଲିନ୍ ବହୁତ ଚର୍ଚାରେ ରହୁଛନ୍ତି । ବର୍ତ୍ତମାନ ଓଡିଆ ଟିଭି ଇଣ୍ଡଷ୍ଟ୍ରିର ଆଉ ଜଣେ ଦିଗଜ ଅଭିନେତା ବିବାହ କରିଛନ୍ତି । ଏହି ଅଭିନେତା ଜଣକ ଆଉ କେହି ନୁହେଁ ଏ ହେଉଛନ୍ତି ବିଶ୍ଵ ଭୂଷଣ । ବନ୍ଧୁଗଣ ଆପଣ ମାନେ ସମସ୍ତେ ବିଶ୍ଵ ଭୂଷଣଙ୍କ ଜବରଦସ୍ତ ଅଭିନୟ ତ ନିଶ୍ଚୟ ଦେଖିଥିବେ । ଆସିବା ଦିନରୁ ବିଶ୍ଵ ନିଜ ଅଭିନୟ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି ।

ତେବେ ବନ୍ଧୁଗଣ ବର୍ତ୍ତମାନ ତାଙ୍କ ବିବାହ ବରଯାତ୍ରୀ ସମୟର ଏକ ଭିଡିଓ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି । ଆଜି ଆମେ ଆପଣ ମାନଙ୍କୁ ବିଶ୍ଵଙ୍କ ବିବାହ ଭିଡିଓ ବିଷୟରେ କହିବାକୁ ଯାଉଛୁ ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ବନ୍ଧୁଗଣ ଓଡିଆ ଅଭିନେତା ବିଶ୍ଵ ଭୂଷଣ ବର୍ତ୍ତମାନ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ।

ତାଙ୍କ ବିବାହରେ ଅନେକ ଓଡିଆ କଳାକାର ମାନେ ଯୋଗ ଦେଇଥିଲେ । ଭାଇରାଲ ହେଉଥିବା ଭିଡିଓରେ ଓଡିଆ ହିରୋ ହିରୋଇନ ମାନେ ବିଶ୍ଵଙ୍କ ବରଯାତ୍ରୀରେ ଜବରଦସ୍ତ ଡ୍ୟାନ୍ସ କରୁଥିବାର ନଜର ଆସୁଛନ୍ତି । ବିଶ୍ଵ ଓ ଅନ୍ୟ କଳାକାର ମାନେ ବିବାହ ବରଯାତ୍ରୀରେ ବହୁତ ମସ୍ତି କରିଛନ୍ତି ଯାହାର ଭିଡିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି ।

ବିଶ୍ଵଙ୍କ ଫ୍ୟାନ୍ସ ମାନେ ମଧ୍ୟ ଏହି ଭିଡିଓ ଦେଖି ବହୁତ ଅଧିକ ଖୁସି ହୋଇଛନ୍ତି ଓ ତାଙ୍କୁ ସୁବେଚ୍ଚା ଜଣାଇଛନ୍ତି । ବିଶ୍ଵଙ୍କ ବିବାହ ଚର୍ଚା ମଧ୍ୟ ବର୍ତ୍ତମାନ ଓଡିଶାର ସମସ୍ତ ସ୍ଥାନରେ ହେଉଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ଖବରଟି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *