ବିଶ୍ୱ ବାସୀଙ୍କ ପାଇଁ ଆସୁଛି ସଙ୍କଟ, 2022 ବର୍ଷ ପାଇଁ ବେଙ୍ଗା ବାବା କଲେ ସାଂଘାତିକ ଭବିଷ୍ୟବାଣୀ ! ଦେଖନ୍ତୁ ତାହା କଣ ?

ବନ୍ଧୁଗଣ, ୨୦୨୨ ବର୍ଷ କୁ ନେଇ ଆସିଛି ବାବାଙ୍କ ଭବିଷ୍ୟବାଣୀ । ବିଶ୍ଵବାସୀଙ୍କ ପାଇଁ ଆସୁଛି ସଙ୍କଟ ବୋଲି ଭେଙ୍ଗା ବାବା କହିଛନ୍ତି । ଭେଙ୍ଗା ବାବାଙ୍କ ଭବିଷ୍ୟତବାଣୀ କୁ ବିଶ୍ୱବାସୀ ବହୁତ ଆତଙ୍କିତ ଅବସ୍ଥାରେ ଅଛନ୍ତି । ୨୦୨୨ ବର୍ଷ ମନୁଷ୍ୟ ସମାଜ ପାଇଁ କଣ କେବଳ ବିପଦ ରହିଅଛି ? ଭେଙ୍ଗା ବାବାଙ୍କ ଭବିଷ୍ୟତ ବାଣୀ ପରେ ସବୁଠି ଆଲୋଚନା ଓ ଚର୍ଚ୍ଚା ଚାଲିଛି । ବିଶ୍ଵର ପ୍ରଖ୍ୟାତ ଜ୍ୟୋତିଷ ଭେଙ୍ଗା ବାବାଙ୍କ ଗୋଟିଏ ଗୋଟିଏ ବାଣୀ ବିଶ୍ଵ ବାସୀଙ୍କ ପାଇଁ ଚିନ୍ତା ବଢାଇ ଦେଇଛି ।

ବୁଲଗେରିଆ ର ବାବା ଭେଙ୍ଗା ପିଲାଟି ଦିନରୁ ନିଜର ଦୃଷ୍ଟିଶକ୍ତି ହରାଇ ଥିଲେ କିନ୍ତୁ ତାଙ୍କ ଭବିଷ୍ୟତ ବାଣୀ ବିଶ୍ଵବାସୀଙ୍କ ପାଇଁ ବହୁତ ମୂଲ୍ୟବାନ ବୋଲି କୁହାଯାଏ । ୮୪ ବୟସରେ ୧୯୯୬ ମସିହାରେ ଆଖି ବୁଜିଦେଇଥିଲେ ଭେଙ୍ଗା ବାବା । କିନ୍ତୁ ତାଙ୍କ ଜୀବନ ଯିବା ଆଗରୁ ୨୦୨୨ ପାଇଁ ଦେଇଥିବା ଭବିଷ୍ୟତ ବାଣୀ ବହୁତ ଗୁରୁତ୍ଵ ଅଟେ । ବାବା ଭଙ୍ଗା ସବୁବେଳେ ସଠିକ ଭବିଷ୍ୟତବାଣୀ ଦେଉଥିବା ବେଳେ ଗୋଟିଏ ରିପୋର୍ଟ ଅନୁଯାୟୀ ୨୦୨୨ ପାଇଁ ବାବା ଭାଙ୍ଗା କହିଛନ୍ତି ଜଳ ସଙ୍କଟ ଦେଖାଯିବ ।

ଜଳ ପାଇଁ ଲୋକମାନେ ଡହଳ ବିକଳ ହେବେ । ଜଳ ଯୋଗାଡ କରିବା ପାଇଁ ବିଭିନ୍ନ ପନ୍ଥା ଅବଲମ୍ବନ କରିବେ ଏବଂ ଏହା ମଧ୍ୟ କହି ଯାଇଛନ୍ତି ପଙ୍ଗପାଳ ଆକ୍ରମଣ କରିବେ । ଚାଷୀମାନେ ଚାଷ କରୁଥିବା ଜମି କୁ ପଙ୍ଗପାଳ ମାଡ଼ି ଆସିବେ । ଏବଂ ଆଖି ପିଛୁଳାକେ ଫସଲ ସବୁ ମଧ୍ୟ ନଷ୍ଟ କରିଦେବେ । ତାଙ୍କ କହିବା ଅନୁଯାୟୀ ତାପମାତ୍ରା ୫୦ ଡିଗ୍ରୀ କୁ ବୃଦ୍ଧି ପାଇବା ପରେ ପଙ୍ଗପାଳ କ୍ଷେତକୁ ମାଡ଼ି ଆସିବେ ।

ଏହି କାରଣରୁ ଅନାହାର ପଡ଼ିବ । ଏହା ସହ ସେ ଭବିଷ୍ୟତବାଣୀ ରେ କହିଛନ୍ତି ଏଲିଆନ ମାନେ ଆକ୍ରମଣ କରିବେ । ୨୦୨୨ ରେ ଏଲିଅନ ମାନେ ପୃଥିବୀ ମୁଂହା ହେବେ । ଏଲିଆନ ମାନେ ପୃଥିବୀ ପୃଷ୍ଠରେ ଅମୁହାଁ ମୁହଁ ନାମରେ ଗୋଟିଏ ଗ୍ରହ ଅନୁକ୍ଷେପ କରିବେ । ସେହିଭଳି ଅତି ମାତ୍ରାରେ ପୃଥିବୀରେ ତୁଷାରପାତ ହେବ । ଏହି କାରଣରୁ ସାଇବେରିଆ ରେ ଏକ ମାରାତ୍ମକ ଭୁତାଣୁ ଆବିଷ୍କାର ହେବ । ଯାହାକି ମଣିଷ ସମାଜ ପାଇଁ ବହୁତ ମାରାତ୍ମକ ହେବ ।

୨୦୨୨ ରେ ଏସିଆ ମହାଦେଶ ସହିତ ଅଷ୍ଟ୍ରଲିଆ ଜଳମଗ୍ନ ହେବ । ବାବା ଭେଙ୍ଗା ଆହୁରି ମଧ୍ୟ କହିଛନ୍ତି ଲୋକମାନେ ରାତି ଦିନ ମୋବାଇଲ ବ୍ୟବହାର କରିବା ଦ୍ଵାରା ପ୍ରକୃତ ଦୁନିଆରୁ ଦୂରେଇ ଯିବେ । ଯାହା ଫଳରେ ବିପଦ ଜନକ ପରିସ୍ଥିତି ସୃଷ୍ଟି ହେବ । ସେମାନେ କଳ୍ପନା ଓ ବାସ୍ତବତା ଭିତରେ ଫରକ ଜାଣିପାରିବେ ନାହିଁ, ଯାହାଦ୍ଵାରା ମତିଭ୍ରମ ଘଟିବ ।

ବାବା ଭେଙ୍ଗାଙ୍କ ଏହିଭଳି ଭବିଷ୍ୟବାଣୀ ଲୋକମାନଙ୍କ ମଧ୍ୟରେ ସବୁଠି ଚର୍ଚ୍ଚା ଓ ଆଲୋଚନା ପାଲଟିଛି । ଯିବା ଆଗରୁ ଭବିଷ୍ୟବାଣୀ କରି ସତର୍କତା କରେଇଦେଇ ଯାଇଛନ୍ତି । ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *