ଦେଖନ୍ତୁ ବିନା ମେକଅପରେ କିପରି ଦେଖାଯାନ୍ତି ଓଡ଼ିଆ ସିରିଏଲର ହିରୋଇନ ମାନେ, ନଂ 1 ଙ୍କୁ ତ ଚିହ୍ନିବା ବି ମୁସ୍କିଲ !

ନମସ୍କାର ବନ୍ଧୁଗଣ ତେବେ ଓଡ଼ିଆ ଧାରାବାହିକର ପ୍ରତ୍ୟେକ ଅଭିନେତ୍ରୀ ମାନଙ୍କୁ ଜବରଦସ୍ତ ଅଭିନୟ କରୁଥିବାର ଆପଣମାନେ ନିଶ୍ଚିତ ଭାବରେ ଦେଖିଥିବେ ହେଲେ ଟିଭି ପରଦାରେ ଏହି ଅଭିନେତ୍ରୀ ମାନେ ମେକ୍ଅପ୍ ଲଗାଇ ବୋହୁତ ସୁନ୍ଦର ଦେଖା ଯାଇଥାନ୍ତି କିନ୍ତୁ ସେମାନଙ୍କୁ ଆପଣମାନେ କେବେ ବିନା ମେକ୍ଅପ୍ ରେ ଦେଖିଛନ୍ତି କି। ତାଙ୍କ ରିୟଲ ଲାଇଫରେ ସେମାନେ କେମିତି ଦେଖା ଯାଆନ୍ତି ଆପଣମାନେ ଏହି ବିଷୟରେ କିଛି ଜାଣିଛନ୍ତି କି, ଯଦି ଜାଣି ନାହାଁନ୍ତି ତେବେ ଆସନ୍ତୁ ଜାଣିବା।

୧- ପ୍ରଥମ ରେ ହେଉଛନ୍ତି ଦୁର୍ଗା। ତେବେ ଦୁର୍ଗାଙ୍କୁ ଆପଣମାନେ ବେଶ୍ ଭଲ ଭାବରେ ଜାଣିଥିବେ। ଦୁର୍ଗାଙ୍କ ପ୍ରକୃତ ନାମ ହେଉଛି ଅର୍ପିତା କର। ସେ ଦୁର୍ଗା ଧାରାବାହିକରେ ଖୁବ୍ ସୁନ୍ଦର ଅଭିନୟ କରି ଓଡ଼ିଶାର ଦର୍ଶକମାନଙ୍କ ମନରେ ଏକ ଅଲଗା ପ୍ରକାର ସ୍ଥାନ ହାସଲ କରିପାରିଛନ୍ତି। ତେବେ ଇଏ ହେଉଛି ଦୁର୍ଗାଙ୍କ ବିନା ମେକ୍ଅପ୍ ର ଫଟୋ। ଆପଣମାନେ ଦେଖି ପାରୁଥିବେ ସେ ମେକ୍ଅପ୍ ଲଗାଇଲେ କେତେ ସୁନ୍ଦର ଆଉ ବିନା ମେକ୍ଅପ୍ ରେ କେମିତି ଦେଖାଯାଆନ୍ତି।

୨- ଦ୍ଵିତୀୟ ରେ ହେଉଛି ଶ୍ରଦ୍ଧା ପାଣିଗ୍ରାହୀ। ତେବେ ଶ୍ରଦ୍ଧାଙ୍କୁ ଆପଣମାନେ ବୋହୁତ ସାରା ଧାରାବାହିକରେ ଅଭିନୟ କରୁଥିବାର ନିଶ୍ଚିତ ଭାବରେ ଦେଖୁଥିବେ। ତେବେ ବର୍ତ୍ତମାନ ସମୟରେ ଶ୍ରଦ୍ଧା ମୋ ଦେହେ ବୋଳିଦେ ତୋ ଦେହ କଳା ଧାରାବାହିକରେ ଅଭିନୟ କରୁଛନ୍ତି। ତେବେ ଦର୍ଶକ ବନ୍ଧୁ ଏହା ହେଉଛି ଶ୍ରଦ୍ଧାଙ୍କର ବିନା ମେକ୍ଅପ୍ ର ଫଟୋ।


୩- ତୃତୀୟ ରେ ହେଉଛି ଦୃଷ୍ଟି। ତେବେ ଦୃଷ୍ଟିଙ୍କୁ ଆପଣମାନେ ବୋହୁତ ସାରା ଧାରାବାହିକରେ ଅଭିନୟ କରିଥିବାର ଦେଖିଥିବେ। ବର୍ତ୍ତମାନ ସମୟରେ ଦୃଷ୍ଟିଦିବ୍ୟ ଦୃଷ୍ଟି ଧାରାବାହିକରେ ଅଭିନୟ କରୁଛନ୍ତି। ଇଏ ହେଉଛି ଦୃଷ୍ଟିଙ୍କର ବିନା ମେକ୍ଅପ୍ ର ଫଟୋ। ବର୍ତ୍ତମାନ ସମୟରେ ଦୃଷ୍ଟିଙ୍କୁ ମାତ୍ର ୧୯ ବର୍ଷ ବୟସ ହୋଇଛି।

୪- ଚତୁର୍ଥ ରେ ହେଉଛି ଲିପି। ଲିପିଙ୍କୁ ଆପଣମାନେ ତାରାତାରିଣୀ ଧାରାବାହିକରେ ଜବରଦସ୍ତ ଅଭିନୟ କରିଥିବାର ନିଶ୍ଚିତ ଭାବରେ ଦେଖିଥିବେ। ବର୍ତ୍ତମାନ ସମୟରେ ଲିପି ରକ୍ତ ସମ୍ପର୍କ ଧାରାବାହିକରେ ଅଭିନୟ କରୁଛନ୍ତି। ତେବେ ଏହା ହେଉଛି ଲିପିଙ୍କର ବିନା ମେକ୍ଅପ୍ ର ଫଟୋ।


୫- ପଞ୍ଚମ ରେ ହେଉଛନ୍ତି ରାଧିକା। ତେବେ ରାଧିକା ନୂଆ ବୋହୂ ଧାରାବାହିକରେ ଅଭିନୟ କରୁଥିଲେ ଏବଂ ବର୍ତ୍ତମାନ ସେ ଏହି ଧାରାବାହିକ ଟିକୁ ଛାଡି ଦେଇଛନ୍ତି ଆଉ ଇଏ ହେଉଛି ରାଧିକାଙ୍କ ରିୟଲ୍ ଫଟୋ ଯେଉଁଥିରେ ସେ ମେକ୍ଅପ୍ ଲଗାଇ ନାହାଁନ୍ତି ଏବଂ ସେ ବିନା ମେକଅପ ରେ ମଧ୍ୟ ଭଲ ଦେଖା ଯାଉଛନ୍ତି।

୬- ଷଷ୍ଠ ରେ ହେଉଛି ତାରିଣୀ।ତେବେ ତାରିଣୀ ଆଖିର ତାରା ଧାରାବାହିକର ମୁଖ୍ୟ ନାୟିକା ସୁମନ ମେକ୍ଅପ୍ ରେ ବହୁତ ସୁନ୍ଦର ଦେଖା ଯାଉଛନ୍ତି ତ ଇଏ ହେଉଛନ୍ତି ତାଙ୍କର ବିନା ମେକ୍ଅପ୍ ର ଫଟୋ। ବିନା ମେକ୍ଅପ୍ ରେ ମଧ୍ୟ ସେ ବୋହୁତ ସୁନ୍ଦର ଦେଖା ଯାଉଛନ୍ତି।


୭- ସପ୍ତମ ରେ ହେଉଛି ଲିପ୍ସା ମିଶ୍ର। ଲିପ୍ସା ମିଶ୍ରଙ୍କୁ ଆପଣମାନେ ବେଶ୍ ଭଲ ଭାବରେ ଜାଣିଥିବେ ଏବଂ ତାଙ୍କର ଜବରଦସ୍ତ ଅଭିନୟ ଆପଣମାନେ ବୋହୁତ ସାରା ସିନେମା ଓ ସିରିୟଲ୍ ରେ ନିଶ୍ଚିତ ଭାବରେ ଦେଖିଥିବେ। ବର୍ତ୍ତମାନ ସମୟରେ ଲିପ୍ସା ମିଶ୍ର ହେ ପ୍ରଭୁ ଧାରାବାହିକରେ ଖୁବ୍ ସୁନ୍ଦର ଅଭିନୟ କରୁଛନ୍ତି। ତେବେ ଏହା ହେଉଛି ଲିପ୍ସା ମିଶ୍ରଙ୍କର ବିନା ମେକ୍ଅପ୍ ର ଫଟୋ।

୮-ଅଷ୍ଟମ ରେ ହେଉଛି ଜେସି। ତେବେ ଆପଣମାନେ ଜେସିଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ। ଜୀବନ ସାଥୀ ଧାରାବାହିକରେ ମୁଖ୍ୟ ଅଭିନେତ୍ରୀ ଭାବରେ ଅଭିନୟ କରୁଥିଲେ ଜେସି। ତେବେ ଇଏ ହେଉଛି ଜେସିଙ୍କ ବିନା ମେକ୍ଅପ୍ ଫଟୋ। ଆପଣମାନେ ଦେଖି ପରିଥିବେ ମେକ୍ଅପ୍ ରେ କେତେ ଆଉ ବିନା ମେକ୍ଅପ୍ ସେ କେମିତି ଦେଖା ଯାଉଛନ୍ତି।

Leave a Reply

Your email address will not be published. Required fields are marked *