ବିନା makeup ରେ କିପରି ଦେଖା ଯାଆନ୍ତି ଆପଣଙ୍କ Favourite ହିରୋଇନ ମାନେ ? 5 ନଂ ହିରୋଇନଙ୍କୁ ତ ଆପଣ ଚିହ୍ନି ବି ପାରିବେନି !

ବନ୍ଧୁଗଣ ସୁନ୍ଦର ଦେଖାଯିବା ପାଇଁ ଲୋକମାନେ ବିଭିନ୍ନ ପ୍ରକାରର ସର୍ଜରୀ କରିଥାନ୍ତି । ଖାସ କରିକି ଏହି ଗ୍ଲାମର ଇଣ୍ଡଷ୍ଟ୍ରୀ ରେ ଅଭିନେତ୍ରୀ ମାନେ ନିଜର ସୌନ୍ଦର୍ଯ୍ୟ କୁ ଅଧିକ ବଢ଼ାଇବା ପାଇଁ ନିଜର ଅନେକ ସର୍ଜରୀ କରି ଥାଆନ୍ତି ଅନେକ ଅଭିନେତ୍ରୀ ନିଜର କିଛି ନା କିଛି ସର୍ଜରୀ କରିଛନ୍ତି । କିଏ ସୁନ୍ଦର ଦେଖାଯିବା ପାଇଁ ନିଜ ଓଠ ର ନିଜ ନାକର ସର୍ଜରୀ କରିଥାନ୍ତି ଏବଂ ଆଉ କିଛି ନିଜକୁ ପତଳା ଦେଖେଇବା ପାଇଁ ମଧ୍ୟ ନିଜର ସର୍ଜରୀ କରିଥାନ୍ତି ।

ଆଜିର ଯୁଗ ରେ ସବୁ ସମ୍ଭବ ଏବଂ ଏବେ ନୂତନ ପ୍ରକାରର ଟେକ୍ନୋଲୋଜି ଦ୍ୱାରା ଏହା କରିବା ସମ୍ଭବ ଏବଂ ସହଜ ହୋଇଥାଏ । ଏବଂ ଏହା ଦ୍ୱାରା ତାଙ୍କ ଭିତରେ ଥିବା ସମସ୍ତ ଦୁର୍ବଳତା ସମସ୍ତ ଅସୁନ୍ଦରତା କୁ ଠିକ କରି ଦେଇ ଥାଏ ଏବଂ ଅଧିକ ସୁନ୍ଦର ମଧ୍ୟ କରି ଦେଇଥାଏ । କିନ୍ତୁ କିଛି ବ୍ୟକ୍ତି ଙ୍କ ପାଖରେ ସବୁକିଛି ଥାଏ କିନ୍ତୁ ସେ ସେଥିରେ ଖୁସି କିମ୍ବା ସନ୍ତୁଷ୍ଟ ହୋଇ ନ ଥାନ୍ତି । ତାଙ୍କୁ ନିଜ ଭିତରେ କିଛି ନା କିଛି ଖରାପ ଦେଖା ହିଁ ଯାଉଥାଏ ।

କିନ୍ତୁ ସେ ଦୁନିଆଙ୍କ ନଜରରେ ଏକଦମ ପରଫେକ୍ଟ ହୋଇ ଥାଆନ୍ତି । ତେବେ ଏହି ସୁନ୍ଦରୀ ଅଭିନେତ୍ରୀ ମାନେ ବିନା ମେକଅପ ରେ କିପରି ଦେଖା ଯାଆନ୍ତି ତାହା କଣ ଆପଣ ମାନେ ଜାଣିଛନ୍ତି । ତେବେ ଆସନ୍ତୁ ସେହି ବିଷୟ ରେ ଆଲୋଚନା କରିନେବା ।

୧- ପ୍ରଥମ ଅଭିନେତ୍ରୀ ହେଉଛନ୍ତି କାଜଲ ଅଗ୍ରୱାଲ । ତେବେ ଆପଣ ଏହି ଅଭିନେତ୍ରୀ ଙ୍କୁ ଅନେକ ବଲିଉଡ ଏବଂ ସାଉଥ ର ସିନେମା ରେ ଦେଖିଥିବେ ଏବଂ ସେ ଦେଖିବାକୁ ଖୁବ ସୁନ୍ଦର ତେବେ ସେ ବିନା ମେକଆପ ରେ ମଧ୍ୟ କିଛି ଖରାପ ଦେଖା ଯାଉ ନାହାଁନ୍ତି ଯାହାକି ଏହି ଫୋଟୋ ଜରିଆରେ ଦେଖି ପାରୁଥିବେ ।

୨- ଦ୍ଵିତୀୟ ଅଭିନେତ୍ରୀ ହେଉଛନ୍ତି ସାରା ଅଲ୍ଲି ଖାନ । ସାରା ଅନେକ ବିଜ୍ଞାପନ ସହ ଅନେକ ସିନେମା ରେ ମଧ୍ୟ ନଜର ଆସିଛନ୍ତି । ତେବେ ସେ ମେକଅପ ଏବଂ ବିନା ମେକଆପ ରେ ଉଭୟ ସମୟରେ ବହୁତ ସୁନ୍ଦର ଦେଖାଯାଆନ୍ତି ।

୩- ତୃତୀୟ ରେ ହେଉଛନ୍ତି ସୋନମ କପୂର । ତେବେ ଇଏ ହେଉଛନ୍ତି ଫ୍ୟାସନ ଡିଭା । ତେବେ ସୋନମ ମଧ୍ୟ ଦେଖିବାକୁ ବହୁତ ସୁନ୍ଦର କିନ୍ତୁ ବର୍ତ୍ତମାନ ସେ ନିଜର ଏକ ବିନା ମେକଅପ ର ଫୋଟୋ କୁ ପୋଷ୍ଟ କରିଛନ୍ତି ଯେଉଁ ଥିରେ ସେ ଏମିତି ଦେଖା ଯାଉଛନ୍ତି ।

୪- ଚତୁର୍ଥ ରେ ହେଉଛନ୍ତି ସୁସ୍ମିତା ସେନ । ତେବେ ସୁନ୍ଦରୀ ସୁସ୍ମିତା ଙ୍କୁ ଅନେକ ସିନେମା ଆଦି ରେ ନଜର ଆସିଛନ୍ତି ତେବେ ସେ ମଧ୍ୟ ବିନା ମେକଆପ ରେ କିଛି ଖରାପ ଦେଖା ଯାଆନ୍ତି ନାହିଁ ଯାହା ଫୋଟୋ ରେ ଦେଖି ପାରୁଥିବେ ।

୫- ପଞ୍ଚମ ରେ ହେଉଛନ୍ତି କ୍ୟାଟରିନା । କ୍ୟାଟ ବର୍ତ୍ତମାନ ଜଣେ ସଫଳ ଅଭିନେତ୍ରୀ ଏବଂ ଅନେକ ସିନେମା ରେ ଅଭିନୟ କରୁଛନ୍ତି ତେବେ ସେ ଅନେକ ବିଜ୍ଞାପନ ରେ ମଧ୍ୟ ନଜର ଆସିଛନ୍ତି । ତେବେ କ୍ୟାଟ ମଧ୍ୟ ବିନା ମେକଆପ ରେ ବହୁତ ଭଲ ଦେଖାଯାଆନ୍ତି ।

Leave a Reply

Your email address will not be published. Required fields are marked *