ବିନା ମେକପରେ Bollywood ର ଏହି 5 ସୁପରଷ୍ଟାର ଙ୍କ ସ୍ତ୍ରୀଙ୍କୁ ଚିହ୍ନିବା ମୁସ୍କିଲ, 5 ନମ୍ବର ଅଭିନେତ୍ରୀଙ୍କୁ ତ ଆପଣ ଚିହ୍ନି ବି ପାରିବେନି

ନମସ୍କାର ବନ୍ଧୁଗଣ ତେବେ ସୁନ୍ଦର ଦେଖାଯିବା ପାଇଁ ଲୋକମାନେ ବିଭିନ୍ନ ପ୍ରକାରର ସର୍ଜରୀ କରିଥାନ୍ତି । ଖାସ କରିକି ଏହି ଗ୍ଲାମର ଇଣ୍ଡଷ୍ଟ୍ରୀ ରେ ଅଭିନେତ୍ରୀ ମାନେ ନିଜର ସୌନ୍ଦର୍ଯ୍ୟ କୁ ଅଧିକ ବଢ଼ାଇବା ପାଇଁ ନିଜର ଅନେକ ସର୍ଜରୀ କରି ଥାଆନ୍ତି ଅନେକ ଅଭିନେତ୍ରୀ ନିଜର କିଛି ନା କିଛି ସର୍ଜରୀ କରିଛନ୍ତି । କିଏ ସୁନ୍ଦର ଦେଖାଯିବା ପାଇଁ ନିଜ ଓଠ ର ନିଜ ନାକର ସର୍ଜରୀ କରିଥାନ୍ତି ଏବଂ ଆଉ କିଛି ନିଜକୁ ପତଳା ଦେଖେଇବା ପାଇଁ ମଧ୍ୟ ନିଜର ସର୍ଜରୀ କରିଥାନ୍ତି।

ଆଜିର ଯୁଗ ରେ ସବୁ ସମ୍ଭବ ଏବଂ ଏବେ ନୂତନ ପ୍ରକାରର ଟେକ୍ନୋଲୋଜି ଦ୍ୱାରା ଏହା କରିବା ସମ୍ଭବ ଏବଂ ସହଜ ହୋଇଥାଏ । ଏବଂ ଏହା ଦ୍ୱାରା ତାଙ୍କ ଭିତରେ ଥିବା ସମସ୍ତ ଦୁର୍ବଳତା ସମସ୍ତ ଅସୁନ୍ଦରତା କୁ ଠିକ କରି ଦେଇ ଥାଏ ଏବଂ ଅଧିକ ସୁନ୍ଦର ମଧ୍ୟ କରି ଦେଇଥାଏ । କିନ୍ତୁ କିଛି ବ୍ୟକ୍ତି ଙ୍କ ପାଖରେ ସବୁକିଛି ଥାଏ କିନ୍ତୁ ସେ ସେଥିରେ ଖୁସି କିମ୍ବା ସନ୍ତୁଷ୍ଟ ହୋଇ ନ ଥାନ୍ତି । ତାଙ୍କୁ ନିଜ ଭିତରେ କିଛି ନା କିଛି ଖରାପ ଦେଖା ହିଁ ଯାଉଥାଏ ।

କିନ୍ତୁ ସେ ଦୁନିଆଙ୍କ ନଜରରେ ଏକଦମ ପରଫେକ୍ଟ ହୋଇ ଥାଆନ୍ତି । ତେବେ ଏହି ସୁନ୍ଦରୀ ଅଭିନେତ୍ରୀ ଏବଂ ବଲିଉଡ଼ ଅଭିନେତା ମାନଙ୍କ ସ୍ତ୍ରୀ ମାନେ ବିନା ମେକଅପ ରେ କିପରି ଦେଖା ଯାଆନ୍ତି ତାହା କଣ ଆପଣ ମାନେ ଜାଣିଛନ୍ତି । ତେବେ ଆସନ୍ତୁ ସେହି ବିଷୟ ରେ ଆଲୋଚନା କରିନେବା।

୧- ପ୍ରଥମ ରେ ହେଉଛନ୍ତି ବଲିଉଡ କିଙ୍ଗ ଖାନ ଙ୍କ ଧର୍ମ ପତ୍ନୀ ଗୌରୀ ଖାନ। ତେବେ ଗୌରୀ ଅଭିନୟ ଦୁନିଆରୁ ଦୂରରେ ରୁହନ୍ତି କିନ୍ତୁ ତାଙ୍କର ଫ୍ୟାସନ ସେନ୍ସ ଯୋଗୁଁ ସେ ସବୁବେଳେ ଚର୍ଚ୍ଚିତ ମଧ୍ୟ ରୁହନ୍ତି। ତେବେ ଗୌରି ଖାନଙ୍କୁ ସାହାରୁଖ ବହୁତ ଭଲ ପାଆନ୍ତି ତେବେ ବର୍ତ୍ତମାନ ଗୌରି ଖାନ ଙ୍କ ବୟସ ବଢିବା ସଙ୍ଗେ ସଙ୍ଗେ ତାଙ୍କର ସୁନ୍ଦରତା ମଧ୍ୟ କମିବାରେ ଲାଗିଛି। ତେବେ ତାଙ୍କର ବିନା ମେକଅପ ର ଫୋଟୋ ଦେଖିଲେ ଆପଣ ଜାଣି ପାରିବେ।


୨- ଦ୍ଵିତୀୟ ରେ ହେଉଛନ୍ତି ମାନ୍ୟତା ଦତ୍ତ। ତେବେ ସଞ୍ଜୟ ଦତ୍ତ ଙ୍କ ତୃତୀୟ ପତ୍ନୀ ହେଉଛନ୍ତି ମାନ୍ୟତା। ତେବେ ମାନ୍ୟତା ସୋସିଆଲ ମିଡ଼ିଆ ରେ ଖୁବ ଆକ୍ଟିଭ ରୁହନ୍ତି ଏବଂ ନିଜର ଗ୍ଲାମର ଏବଂ ଖୁବ ସୁନ୍ଦର ସୁନ୍ଦର ଫୋଟୋ ମଧ୍ୟ ସେୟାର କରନ୍ତି। ତେବେ ଲୋକମାନେ ମଧ୍ୟ ତାଙ୍କୁ ପସନ୍ଦ କରନ୍ତି। କିନ୍ତୁ ତାଙ୍କୁ ଆପଣ ବିନା ମେକଆପ ରେ ବିଲକୁଲ ବି ଜାଣି ପାରିବେ ନାହିଁ। ଏହି ଫୋଟୋ ରେ ଦେଖି ଜାଣିପାରିବେ।


୩- ତୃତୀୟ ରେ ହେଉଛନ୍ତି କିରଣ ରାଓ। ତେବେ ବଲିଉଡ ର ପରଫେକ୍ସନ କୁ ଗୁରୁତ୍ୱ ଦେଉଥିବା ଅଭିନେତା ଆମୀର ଖାଁ ଙ୍କ ଦ୍ଵିତୀୟ ପତ୍ନୀ। ତେବେ କିରଣ ଗ୍ଲାମର ଏବଂ ଫ୍ୟାସନ ଠାରୁ ବହୁତ ଦୂରରେ ରୁହନ୍ତି ଏବଂ ସୋସିଆଲ ମିଡ଼ିଆ ରେ ମଧ୍ୟ ଖୁବ କମ ନଜର ଆସନ୍ତି। କିନ୍ତୁ ସେ ମିଡ଼ିଆ ଆଗରେ ସବୁବେଳେ ମେକଅପ ରେ ହିଁ ଆସନ୍ତି। ତେବେ କିନ୍ତୁ କିରଣ ଙ୍କୁ ବିନା ମେକଅପ ରେ ଜାଣିବା ମୁସିକିଲ ହୋଇଯିବ। ତେବେ ଏହି ଫୋଟୋ ରୁ ଜାଣି ପାରୁଥିବେ ଆପଣ।


୪- ଚତୁର୍ଥ ରେ ହେଉଛନ୍ତି ସୁନିତା ଆହୁଜା। ବଲିଉଡ ର କମେଡି କିଙ୍ଗ ଏବଂ ହିରୋ ନମ୍ବର ୧ ଗୋବିନ୍ଦା ଙ୍କ ଧର୍ମପତ୍ନୀ ହେଉଛନ୍ତି ସୁନିତା। ତେଣୁ ସୁନିତା ସେମିତି ରେ ବି ଦେଖିବାକୁ ବହୁତ ସୁନ୍ଦର। କିନ୍ତୁ ବୟସ ବଢ଼ିବା ସହ ତାଙ୍କର ଚେହେରା ର ଆକର୍ଷଣ ମଧ୍ୟ କମି ଯାଇଥାଏ ତେବେ ସେ ସେହାକୁ ମେକଅପ ଜରିଆରେ ଲୁଚାଇ ଦିଅନ୍ତି କିନ୍ତୁ ଆପଣ ତାଙ୍କୁ ବିନା ମେକଅପ ରେ ଦେଖିଲେ ଜାଣି ପାରିବେ ନାହିଁ।


୫- ପଞ୍ଚମ ରେ ହେଉଛନ୍ତି ଟ୍ଵିଙ୍କଲ ଖନ୍ନା। ତେବେ ବଲିଉଡ ର ଖିଲାଡି ଅକ୍ଷୟ କୁମାର ଙ୍କ ଧର୍ମପତ୍ନୀ ହେଉଛନ୍ତି ଟ୍ଵିଙ୍କଲ। ତେବେ ଟ୍ଵିଙ୍କଲ ମଧ୍ୟ ଜଣେ ଅଭିନେତ୍ରୀ ସେ ଅନେକ ବଲିଉଡ ସିନେମା ରେ ନଜର ଆସି ସାରିଛନ୍ତି। ତେବେ ସେ ଅଭିନେତ୍ରୀ ହୋଇ ଥିବାରୁ ଅଧିକ ସମୟ ତାଙ୍କୁ ମେକଅପ ରେ ହିଁ ଦେଖିବାକୁ ମିଳେ। ତେବେ ବୟସ ବୃଦ୍ଧି ଯୋଗୁଁ ତାଙ୍କ ମୁହଁରେ ଝରି ପଡିବା ଏବଂ ଆଖିତଳେ ଦାଗ ଆଦି ନଜର ଆସିଥାଏ। ତେବେ ଯଦି ଆପଣ ଟ୍ଵିଙ୍କଲ ଙ୍କୁ ବିନା ମେକଅପ ରେ ଦେଖିବେ ତେବେ ବିଲକୁଲ ମଧ୍ୟ ଜାଣି ପାରିବେ ନାହିଁ।

ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *