Sumit ଓ Dimple ବିବାହ ବିବାଦ ମାମଲାରେ ସାମ୍ନାକୁ ଆସିଲେ Ollywood ଆକ୍ଟ୍ରେସ Bidusmita, ସେ ଯାହା କହିଲେ ନା ଶୁଣି ଆପଣ କରିବେ ପ୍ରଶଂସା, ଦେଖନ୍ତୁ Video

ବନ୍ଧୁଗଣ, ଡାକ୍ତର ସୁମିତ ଏବଂ ତପସ୍ଵିନୀ ଙ୍କ ବିବାଦ ଦିନକୁ ଦିନ ବଢିବାକୁ ଲାଗିଛି । ଡାକ୍ତର ସୁମିତ ନିଜ କଥା ରୁ ଓହରି ନାନା ପ୍ରକାରର ପ୍ରହସନ ଚଳାଇଛନ୍ତି । ଏହି ଘଟନା କୁ ଦେଖି ଓଲିଉଡ ଅଭିନେତ୍ରୀ ବିଦୁସ୍ମିତା ନିଜର ମତ ଦେଇଛନ୍ତି । ଆସନ୍ତୁ ଜାଣିବା ସେହି ବିଷୟରେ ସଂପୂର୍ଣ୍ଣ ବିବରଣୀ । ଅଭିନେତ୍ରୀ ବିଦୁସ୍ମିତା କହିଛନ୍ତି, କାଲି ମୁଁ ବହୁତ ଇଂସ୍ପାଏର ହୋଇଥିଲି । ଏବଂ ପ୍ରଥମ ଥର ଏକ ପ୍ରଥମ କେସ ରେ ମୁଁ ଦେଖିଲି ଯେ ସେଠାକାର ଲୋକାଲ ମହିଳା ମାନେ କାଲି ଯେଉଁ ପ୍ରକାର ରାତିରେ ଆସିଲେ, ଗୋଟେ ଝିଅ କୁ ନ୍ୟାୟ ଦେବା ପାଇଁ ସାଥ ଦେଇଛନ୍ତି ତ ସେଠି ଆମେ କାହିଁକି ନୁହଁ ?

ସ୍ଵାଭାବିକ ଭାବରେ ଏହି ବିବାଦ ଟି ଯେବେଠାରୁ ଆରମ୍ଭ ହୋଇଛି ମୋ ମନ ଭିତରେ ମଧ୍ୟ କେତେଟି କଥା ଚାଲିଛି ଯେ ଗୋଟେ ଝିଅ ତାର ଅଧିକାର ପାଇବା ପାଇଁ କେତେ ଲଢେଇ କରୁଛି ? କେତେ କଷ୍ଟ କରୁଛି ? ଯଦି ତାଙ୍କର ସ୍ଵାମୀ ସୁମିତ ତପସ୍ଵିନୀ ଙ୍କୁ କୋର୍ଟ ମ୍ୟାରେଜ କରିଲା ପରେ ତାଙ୍କୁ ଘରେ ରଖିଲା ପରେ, ବାହାଘର ଦିନ ହିଁ ତାଙ୍କୁ ସ୍ଵୀକାର କରୁ ନାହାଁନ୍ତି ତଥା ବାହାଘରକୁ ଆସିନାହାଁନ୍ତି ।

ଏହା ଏକ ବହୁତ ବଡ ଅନ୍ୟାୟ ଏକ ଝିଅ ପାଇଁ । ଯାହାକି ମୁଁ ନିଜ ଗୋଟେ ଝିଅ ମୋ ମନକୁ ସନ୍ତୋଷ ଆସିଲାନି ଫଳରେ ମତେ ଆଜି ବାହାରିକି କହିବାକୁ ଇଛା ହେଲା । ନିଶ୍ଚିତ ଡିମ୍ପଲ କୁ ଗୋଟିଏ ନ୍ୟାୟ ମିଳିବା ଦରକାର । ଶାଶୁ ଘରେ ମଧ୍ୟ କିଛି ମହିଳା ଅଛନ୍ତି ନିଶ୍ଚିତ ତାଙ୍କ ବୋହୂ ର ଦୁଖ ବୁଝିବା ଦରକାର । ପ୍ରାଏ ମାସେ ହେବେ ହେଲାଣି ଥଣ୍ଡା କାକାରରେ, ନ୍ୟାୟ ତଥା ତାର ଅଧିକାର ନିମନ୍ତେ ନିବେଦନ କରୁଛି ।

ମାତ୍ର ସେ ତ ବେସୀ କିଛି ଡିମାଣ୍ଡ କରୁ ନାହାଁନ୍ତି, ଯାହାକୁ ବାହା ହେଇଥିଲେ ତାଙ୍କୁ ତାଙ୍କ ସ୍ଵାମୀ ସୁମିତ ଦରକାର ବୋଲି ସେ କହିଛନ୍ତି । ସେ ଚାହିଁଥିଲେ ପଇସା ପତ୍ର ନେଇ ମୁହଁ ବନ୍ଧ କରି ରହିଥାନ୍ତେ । ମାତ୍ର ଜଣେ ସ୍ଵାମୀ ଙ୍କୁ ପାଇବା ପାଇଁ ତଥା ନିଜ ସ୍ଵାମୀ ଙ୍କ ସାଥିରେ ରହିବା ପାଇଁ । ତପସ୍ଵିନୀ ସାବିତ୍ରୀ କଥା ଉଦାହରଣ ଦେଇ କହିଛନ୍ତି, ସେଥିପାଇଁ ମୁଁ ସୁମିତ ଙ୍କ ପରିବାର ବିଶେଷ କରି ସୁମିତ ଙ୍କୁ ଅନୁରୋଧ କରୁଛି ଯେ ସେ ତାଙ୍କ ସ୍ତ୍ରୀ କୁ ଗ୍ରହଣ କରନ୍ତୁ ।

ନାରୀ କୁ ସନ୍ନମାନ ଦିଅନ୍ତୁ । ଏବଂ ନିଜ ଘରକୁ ନିଜ ବୋହୂ କୁ ନେଇ ସୁଖରେ ଜୀବନ ଜାପନ କରନ୍ତୁ । ତପସ୍ଵିନୀ ଙ୍କ ପାଇଁ ବିଦୁସ୍ମିତା କହିଛନ୍ତି ଯେ ମୁଁ ବୁଝି ପାରୁଛି ଯେ ଡିମ୍ପଲ କୁ କେତେ କଷ୍ଟ ହେଉଛି, କାରଣ କଷ୍ଟ ନ ହୋଇଥିଲେ ସେ ନିଜ ଇଜ୍ଜତ କୁ ଖାତିର ନ କରି ରାଜରାସ୍ତା ରେ ଥଣ୍ଡା ରେ ବସି ଧାରଣା ଦେଇ ନଥାନ୍ତେ । ବନ୍ଧୁଗଣ ଏହି ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *