ପ୍ରେମିକା ଆଣିଲେ ସାଂଘାତିକ ଅଭିଯୋଗ.. ଦେହ ବେପାର ଚଳାଉଛନ୍ତି ବିଧାୟକ ସହ ଜ଼ିଲ୍ଲା ପରିଷଦ ଓ ଅନାନ୍ୟା ସହ କର୍ମୀ ! ସେ କଣ କହିଲେ ଦେଖନ୍ତୁ ଏହି Video

ବନ୍ଧୁଗଣ ବର୍ତ୍ତମାନ ଏକ ବଡ ଖବର ସାମ୍ନାକୁ ଆସୁଛି । ସେକ୍ସ ରାକେଟ ଚଲାଉ ଛନ୍ତି ଜଣେ ବିଧାୟକ । ବୋହୁ ନିରୀହ ଯୁବତୀଙ୍କ ଜୀବନ ସହ ଖେଳୁ ଛନ୍ତି ଖେଳ । ନିଜ ସ୍ଵାର୍ଥ ପୂରଣ ପରେ ସେକ୍ସ ରାକେଟରେ ଭର୍ତ୍ତି କରାଉଛନ୍ତି । ଏମିତି କି ଯୁବତୀ ମାନଙ୍କୁ ପର ପୁରୁଷଙ୍କ ନିକଟରେ ପଠାଉ ଛନ୍ତି । ଆଉ ସବୁଠାରୁ ବଡ କଥା ସେକ୍ସ ରାକେଟରୁ ଅନେକ ଟଙ୍କା ମଧ୍ୟ ଆଦାୟ କରୁଛନ୍ତି ବିଧାୟକ ।

ଦିନକୁ ଦିନ ନୂଆ ମୋଡ ନେବାରେ ଲାଗିଛି ତିର୍ତୋଲ ବିଧାୟକ ବିଜୟ ଶଙ୍କର ଦାସ ଓ ସୋମାଲିକା ଦାସଙ୍କ ପ୍ରେମ କାହାଣୀ । ଏଥର କିନ୍ତୁ ସଙ୍ଗିନ ଅଭିଯୋଗ ଆଣିଛନ୍ତି ସୋମାଲିକା । ଆଉ ସୋମାଲିକାଙ୍କ କହିବା କଥା ନିଜ ସ୍ଵାର୍ଥ ପାଇଁ ସେ ଅନେକ ଯୁବତୀଙ୍କୁ ସେକ୍ସ ରାକେଟରେ ଭର୍ତ୍ତି କରାଉଛନ୍ତି । ଆଉ ସବୁଠାରୁ ବଡ କଥା ସେକ୍ସ ରାକେଟରେ ଅନେକ ଟଙ୍କା ଆଦାୟ କରୁଛନ୍ତି ବିଧାୟକ ।

ବିଜୟ ଶଙ୍କର ଦାସଙ୍କ ବିରୋଧରେ ସୋମାଲିକା ଗତ ଶନିବାର ଜଗତସିଂହପୁର ଥାନାରେ ଏତଲା ଦେଇଛନ୍ତି । ଅନଲାଇନ ଓ ଅଫଲାଇନରେ ନାନା ସଙ୍ଗିନ ଅଭିଯୋଗ ମଧ୍ୟ ଉଠାଇ ଛନ୍ତି । ଆଉ ସବୁଠାରୁ ବଡ ଗୁରୁତ୍ଵପୂର୍ଣ୍ଣ କଥା ହେଲା ବିଜୟଙ୍କୁ ସେ ମୁଖ୍ୟ ଅଭିଯୁକ୍ତ ଭାବେ ଦର୍ଶାଇ ଥିବା ବେଳେ ସହ ଅଭିଯୁକ୍ତ ରୂପେ ଜଗତସିଂହପୁର ଜିଲ୍ଲା ପରିଷଦ ଅଦକ୍ଷ ମନୋଜ ଭୋଇଙ୍କ ସମେତ ବିଧାୟକଙ୍କ ମାମୁ ମାନସ ଦାସ, ସମ୍ପର୍କୀୟ ଦିଲୀପ ଦାସ ଓ ଅନ୍ୟ କିଛି ବ୍ୟକ୍ତିଙ୍କୁ ମଧ୍ୟ ଯୋଡି ଛନ୍ତି ।

ଏବେ ସୋମାଲିକା ମଧ୍ୟ ବିଧାୟକଙ୍କୁ ନୁହେଁ ବିଧାୟକଙ୍କ ସହ ଏମାନଙ୍କୁ ମଧ୍ୟ କାଠ ଗଡାକୁ ଟାଣିବା ପାଇଁ ଚିନ୍ତା କରିଛନ୍ତି । ଜଗତସିଂହ ପୁରରେ ପହଞ୍ଚିବା ପରେ ସୋମାଲିକା ବିଧାୟକଙ୍କ ବିରୋଧରେ ଅନେକ ଗୁରୁତ୍ଵପୂର୍ଣ୍ଣ ଅଭିଯୋଗ ଆଣିଥିଲେ । ଯେମିତି କି ସେକ୍ସ ରାକେଟ ଚଲାଉ ଛନ୍ତି ବିଧାୟକ । ବହୁତ ନିରୀହ ଯୁବତୀଙ୍କ ଜୀବନ ସହ ଖେଳି ଛନ୍ତି ବିଧାୟକ । ନିଜ ସ୍ଵାର୍ଥ ପାଇଁ ସେକ୍ସ ରାକେଟରେ ଭର୍ତ୍ତି କରାଉ ଛନ୍ତି ।

ଏମିତି କି ଏହି ସେକ୍ସ ରାକେଟରୁ ଅନେକ ଟଙ୍କା ମଧ୍ୟ ଆଦାଯ କରୁଛନ୍ତି ବିଧାୟକ । ସେପଟେ ବିଧାୟକଙ୍କ କହିବା କଥା ଏସବୁ କଥା ଯାହା ଅଭିଯୋଗ ହେଇଛି ତାହା ଭିତ୍ତି ହିନ ମୁଁ ବିବାହ କରିବାକୁ ମନା କରିନି । ତା ହେଲେ ବନ୍ଧୁଗଣ ଏହି ଖବରକୁ ନେଇ ଏବେ ସବୁ ଆଡେ ଚର୍ଚ୍ଚା ଜୋର ଧରିଛି । ତେବେ ଏହି ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *