TV ସିରିଏଲ Bidaai ରେ ଶ୍ୟାମଳ ରଙ୍ଗ ଦେଖା ଯାଉଥିବା ଏହି ଅଭିନେତ୍ରୀ ଅସଲ ଜୀବନରେ କୌଣସି ମଡେଲ ଠାରୁ କମ ନୁହଁନ୍ତି

ନମସ୍କାର ବନ୍ଧୁଗଣ ତେବେ ସିନେମା ହେଉ କିମ୍ବା ସିରିୟଲ ସବୁଠାରେ ଗୋଟିଏ ଜିନିଷ ର ଅଧିକ ମହତ୍ତ୍ଵ ରଖା ଯାଇଥାଏ ତାହା ହେଉଛି ଅଭିନେତ୍ରୀ ଙ୍କ ସୁନ୍ଦରୀ ହେବା । ତେବେ କିନ୍ତୁ ବର୍ତ୍ତମାନ ସମୟରେ ଏହା ଏକ ବଡ଼ ଜିନିଷ ନାହିଁ । ସିନେମା ହେଉ କିମ୍ବା ଟିଭି ଜଗତ ରେ ସାବନା ଝିଅ ମାନେ ମଧ୍ୟ କାମ କରୁଛନ୍ତି ଏବଂ ଆଗକୁ ବଢ଼ୁଛନ୍ତି ସଫଳତା ମଧ୍ୟ ହାସଲ କରୁଛନ୍ତି ।

ତେବେ ସେହିଭଳି ଏକ ଧାରାବାହିକ ରହିଥିଲା ଯାହା ଥିଲା ବିଦାୟୀ । ଏହା ଧାରାବାହିକ ଟି ଷ୍ଟାର ପ୍ଲସ ରେ ପ୍ରସାରିତ ହେଉଥିଲା ତେବେ ଏହି ଧାରାବାହିକ ସିନେମା ବିବାହ କୁ ଅନୁକରଣ ହୋଇ ହୋଇଥିଲା ତେବେ ଏଥିରେ ଦୁଇଟି ଝିଅ ଜଣେ ଗୋରା ଏବଂ ଜଣେ ସାବନା ରଙ୍ଗ ର ଦୁଇ ଭଉଣୀ କୁ ନେଇ ଏହି ସିରିୟଲ ଟି ଚାଲି ଥିଲା ।


ତେବେ ଲୋକମାନେ ମଧ୍ୟ ଏହି ଧାରାବାହିକ କୁ ଦେଖିବାକୁ ବହୁତ ପସନ୍ଦ କରୁଥିଲେ । ତେବେ ଏହି ଧାରାବାହିକ ରେ ରାଗିଣୀ ଚରିତ୍ର ରେ ଅଭିନୟ କରିଥିବା ପାରୁଲ ଙ୍କ ବିଷୟ ରେ ଆଜି ଆମେ ଆଲୋଚନା କରିବା କି ସେ କେଉଁଭଳି ଭାବରେ ନିଜର ଏହି ରଙ୍ଗ କୁ ନେଇ ସଫଳତା ର ପାହାଚ ଚଢି ପାରିଥିଲେ । ତେବେ ଆସନ୍ତୁ ଜାଣିନେବା ।


ପାରୁଲ ଙ୍କ ଜନ୍ମ ୧୯୮୮ ମାର୍ଚ୍ଚ ୧୯ ରେ ହୋଇଥିଲା । ତେବେ ସେ ଛୋଟ ରୁ ବଡ଼ ହେବା ପର୍ଯ୍ୟନ୍ତ ସମସ୍ତଙ୍କ ଠାରୁ ତାନା ଏବଂ ଗାଳି ଶୁଣୁଥିଲେ । ସମସ୍ତେ ତାଙ୍କ ରଙ୍ଗ କୁ ନେଇ ତାଙ୍କର ମଜାକ ଉଡାଉ ଥିଲେ । ତେବେ ସେ କିନ୍ତୁ ହାର ନ ମାନି ନିଜେ କିଛି କରିବାର ଉତ୍ସାହ ଏବଂ ଆଗ୍ରହ କୁ ନେଇ ସେ ଏହି ଇଣ୍ଡଷ୍ଟ୍ରୀ ରେ ପାଦ ଦେଇଥିଲେ ଏବଂ ତାଙ୍କୁ ଏହି ବିଦାୟୀ ଧାରାବାହିକ ରେ କାମ କରିବା ପାଇଁ ସୁଯୋଗ ମଧ୍ୟ ମିଳିଥିଲେ ।

ଏହା ପରେ ସେ ନିଜର ଅଭିନୟ ର ଯାଦୁ ରେ ଲୋକ ମାନଙ୍କ ହୃଦୟ ଜିଣିବାରେ ସଫଳ ହୋଇଥିଲେ । ଏହା ପରେ ସେ ଅମୃତ ମଂଥନ ଏବଂ ପୁନର୍ବିବାହ ରେ ମଧ୍ୟ କାମ କରିବାର ସୁଯୋଗ ମଧ୍ୟ ପାଇଥିଲେ । ତେବେ ପାରୁଲ ସଫଳତା ସହିତ ଟ୍ରୋଲ ର ମଧ୍ୟ ଶିକାର ହୋଇଥିଲେ । ତାଙ୍କ ରଙ୍ଗ କୁ ନେଇ ସେ ବ୍ୟଜ୍ଞ ର ପାତ୍ର ହେଉ ଯାଇଥିଲେ ।


ତେବେ ସେ ନିଜର ଅପରେସନ ଏବଂ ମେକାଅପ ସାହାଯ୍ୟ ରେ ସେ ନିଜର ଲୁକ କୁ ଚେଞ୍ଜ କରିବା ପାଇଁ ମଧ୍ୟ ଚେଷ୍ଟା କରିଥିଲେ । ତେବେ ଏ ରିସ୍ତା କ୍ୟ କହଲାତା ରେ ସେ ସ୍ୱର୍ଣ୍ଣ ଭୂମିକାରେ ଅଭିନୟ କରି ଲୋକପ୍ରିୟ ହୋଇ ପାରିଥିଲେ । ତେବେ ଶେଷ ରେ ସେ ୨୦୧୮ ରେ ସେ ନିଜର ସାଙ୍ଗ କୁ ଯିଏ ତାଙ୍କୁ ଭଲ ଭାବରେ ବୁଝେ ଏବଂ ତାଙ୍କୁ ଗୁରୁତ୍ୱ ଦେବ ସେହିଭଳି ଜଣେ ପୁଅ ହେଲେ ତାଙ୍କ ସାଙ୍ଗ ଚିରାଗ ଠଗର ।


ତେବେ ଦୁହେଁ ପ୍ରାଇଭେଟ ରେ ବିବାହ କରିଥିଲେ କିନ୍ତୁ ପରେ ସେ ସବୁ ଫୋଟୋ ସୋ-ସି-ଆ-ଲ ମି-ଡ଼ି-ଆ ରେ ପୋ-ଷ୍ଟ କରିଥିଲେ । ତେବେ ବର୍ତ୍ତମାନ ବିବାହ ପରେ ସେ ଟିଭି ଇଣ୍ଡଷ୍ଟ୍ରୀ ରୁ ଦୁରେଇ ଯାଇଛନ୍ତି । ତେବେ ଏହା ଥିଲା ପାରୁଲ ଙ୍କ କାହାଣୀ ହୁଏତ ଆପଣ ଙ୍କୁ ଭଲ ଲାଗୁଥିବ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *