ବିବାହିତ ହେବା ପରେ ମଧ୍ୟ ସାଉଥ ଇଣ୍ଡଷ୍ଟ୍ରି ର ଏହି 5 ଜଣ ଫେମସ ଆକ୍ଟରଙ୍କର ଏହି ହିରୋଇନ ମାନଙ୍କ ସହିତ ଚାଲିଥିଲା ଚକ୍କର

ନମସ୍କାର ବନ୍ଧୁଗଣ ଆଜି କାଲି ଦର୍ଶକ ମାନେ ବଲିଉଡ ଅଭିନେତ୍ରୀ ଅଭିନେତା ଏବଂ ସିନେମା ଅପେକ୍ଷା ଏବେ ଅଧିକ ସାଉଥ ର ଅଭିନେତା ଅଭିନେତ୍ରୀ ଏବଂ ସାଉଥ ର ସିନେମା ପ୍ରତି ବହୁତ ଆକର୍ଷିତ ହେଉଛନ୍ତି । ଏବଂ ବଲିଉଡ ଅପେକ୍ଷା ଅଧିକ ପସନ୍ଦ କରୁଛନ୍ତି ଏବଂ ଭଲ ପାଇବା ମଧ୍ୟ ଦେଉଛନ୍ତି ।

ଯେପରି ବଲିଉଡ ର ଅଭିନେତ୍ରୀ ମାନଙ୍କ ଜୀଵନ ବିଷୟରେ ସେମାନଙ୍କ ରହିବା ଶୈଳୀ ଏବଂ ସେମାନେ ନିଜ ଜୀବନରେ କଣ କଣ କରନ୍ତି ସେ ସବୁ ଜାଣିବା ପାଇଁ ସମସ୍ତେ ଇଚ୍ଛୁକ ଥାଆନ୍ତି ଏବଂ କେଉଁଠି ନିଜର କିଛି ଭୁଲ ପାଇଁ ସେମାନେ ଲଜ୍ଜିତ ହେଉଛନ୍ତି ସେ ସବୁ ବିଷୟର ମଧ୍ୟ ସମସ୍ତ ଙ୍କ ନଜର ଥାଏ । ସେହି ଭଳି ସାଉଥ ଇଣ୍ଡଷ୍ଟ୍ରୀ ରେ ମଧ୍ୟ ତାଙ୍କ ବାସ୍ତବ ଜୀଵନ ଏବଂ ତାଙ୍କ ର ଭୁଲ କୁ ମଧ୍ୟ ସମସ୍ତେ ନଜର ରଖିଥାନ୍ତି । ତେବେ ସାଉଥ ଇଣ୍ଡଷ୍ଟ୍ରୀ ର କିଛି ଏଭଳି ଅଭିନେତା ଅଛନ୍ତି ଯେଉଁମାନେ ପୂର୍ବରୁ ବିବାହିତ ହୋଇ ମଧ୍ୟ ଅନ୍ୟ ଅଭିନେତ୍ରୀ ଙ୍କ ସହ ସମ୍ପର୍କ ରଖିଛନ୍ତି ତେବେ ଆସନ୍ତୁ ଜାଣିନେବା ସେହି ଅଭିନେତା ମାନଙ୍କ ବିଷୟ ରେ ।

୧- ତେବେ ପ୍ରଥମ ଅଭିନେତା ହେଉଛନ୍ତି କମଲ ହାସନ । ତେବେ କମଲ ହାସନ ସାଉଥ ର ଜଣେ ସୁପରଷ୍ଟାର ଏବଂ କେବଳ ସାଉଥ ରେ ନୁହେ ବରଂ ସେ ବଲିଉଡ ରେ ମଧ୍ୟ ଖୁବ ଲୋକପ୍ରିୟ ସେ । ନିଜର ସୁନ୍ଦର ଅଭିନୟ ରେ ଲୋକ ମାନଙ୍କ ହୃଦୟ ଜିଣିବାରେ ସଫଳ ହୋଇଛନ୍ତି ତେବେ ସେ ପ୍ରଥମେ ବିବାହ କରିଥିଲେ ବାଣୀ ଗଣପତି ତେବେ ପରେ ସେ ତାଙ୍କୁ ଛାଡପତ୍ର ଦେଇ ସାରିକା ଙ୍କୁ ବିବାହ କରିଥିଲେ ଏବଂ ତାଙ୍କର ଦୁଇଟି ଝିଅ ମଧ୍ୟ କିନ୍ତୁ ସେ ସାରିକା ଙ୍କ ସହ ରହି ମଧ୍ୟ ଅଭିନେତ୍ରୀ ଗୌତମିଙ୍କ ସହ ମଧ୍ୟ ସମ୍ପର୍କ ରଖିଥିଲେ । ତେବେ ପରେ ସାରିକା ମଧ୍ୟ ତାଙ୍କୁ ଛାଡପତ୍ର ଦେଇ ଦେଇଥିଲେ ।

୨- ଦ୍ଵିତୀୟ ଅଭିନେତା ହେଉଛନ୍ତି ପ୍ରଭୁ ଦେବା । ତେବେ ପ୍ରଭୁ ଦେବା ଙ୍କୁ କିଏ ନ ଜାଣେ ବଲିଉଡ ହେଉ କିମ୍ବା ସାଉଥ ସେ ସବୁଠି ନିଜର ଯାଦୁ ବିଖରେଇ ଛନ୍ତି । ତେବେ ତାଙ୍କ ପତ୍ନୀ ହେଉଛନ୍ତି ରାମଲଥା ଯାହାଙ୍କୁ ସେ ଛାଡପତ୍ର ଦେଇ ସାରିଛନ୍ତି ତାହା ପୁଣି କେବଳ ଅଭିନେତ୍ରୀ ନୟନତାରା ପାଇଁ । ତେବେ କିନ୍ତୁ ୨୦୧୨ ଏହି ସମ୍ପର୍କ ମଧ୍ୟ ଭାଙ୍ଗି ଯାଇଥିଲା ।

୩- ତୃତୀୟ ରେ ହେଉଛନ୍ତି ଧନୁଷ । ତେବେ ସାଉଥର ସୁପରଷ୍ଟାର ହେଉଛନ୍ତି ଧନୁଷ । ସେ ୨୦୦୪ ରେ ରଜନୀକାନ୍ତ ଙ୍କ ଝିଅ ଐଶ୍ଵୟା ଙ୍କୁ ବିବାହ କରିଥିଲେ କିନ୍ତୁ ନିଜ ସହ କଳାକାର ସୃତି ଙ୍କ ସହ ମଧ୍ୟ ସମ୍ପର୍କ ରଖିଥିଲେ ତେବେ ପରେ ନିଜ ବୈବାହିକ ଜୀଵନ ବଂଚାଇବା ପାଇଁ ସେ ନିଜର ସେହି ସମ୍ପର୍କ ଭାଙ୍ଗି ଦେଇଥିଲେ ।

୪- ଚତୁର୍ଥ ରେ ହେଉଛନ୍ତି ନାଗାର୍ଜୁନ । ତେବେ ନାଗାର୍ଜୁନ ହେଲେ ସାଉଥ ର ସବୁଠାରୁ ଲୋକପ୍ରିୟ ଅଭିନେତା ତେବେ ନାଗର୍ଜୁନ ବିବାହ କରିଥିଲେ ଅଭିନେତ୍ରୀ ଆମଲା ଙ୍କ ସହ ଏବଂ ତାଙ୍କର ଦୁଇଟି ପୁତ୍ର ମଧ୍ୟ । କିନ୍ତୁ ନାଗର୍ଜୁନ ନିଜର ସହ କଳାକାର ତବୁ ଙ୍କ ସହ ମଧ୍ୟ ସମ୍ପର୍କ ରଖିଥିଲେ କିନ୍ତୁ ନିଜର ବୈବାହିକ ଏବଂ ଘର ପାଇଁ ସେ ଏହି ସମ୍ପର୍କ କୁ ଭାଙ୍ଗି ଦେଇଥିଲେ ।

୫. ରାମଚରଣ- ଆପଣଙ୍କୁ କହି ଦେଉଛୁ କି ଫିଲ୍ମ ଚିରୁଥା ରେ ରାମ ଚରଣ ଏକ୍ଟ୍ରେସ ନେହା ଶର୍ମା ଙ୍କ ସହିତ ଲୀଡ କ୍ୟାରେକ୍ଟର ରେ ନଜର ଆସିଥିଲେ । ଏକା ସହିତ କାମ କରିବା ପରେ ଦୁହେଁ ଭଲ ସାଙ୍ଗ ହେଇଗଲେ ଓ ଏହା ପରେ ଏମାନଙ୍କ ଦୋସ୍ତି ପ୍ରେମରେ ବଦଳିଗଲା । ବହୁତ ସମୟ ପର୍ଯ୍ୟନ୍ତ ଦୁହେଁ ପରସ୍ପରକୁ ଡେଟ କରିବା ପରେ ରାମ ଚରଣ ଉପାସନା କାମିନେନୀ ଙ୍କ ସହିତ ବିବାହ କରିନେଲେ ।

ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *