ବିବାହର ମାତ୍ର 1 ମାସ ପରେ କାହିଁକି କାନ୍ଦୁଛନ୍ତି Pragyan ଓ Sunanda, ଅନୁରୋଧ କରି କହିଲେ କିଛି ଏମିତି…ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ସମସ୍ତେ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତା ପ୍ରଜ୍ଞାନ ଖଟୁଆଙ୍କୁ ବେସ ଭଲ ଭାବରେ ଜାଣିଥିବେ । ପ୍ରଜ୍ଞାନ ନିଜ ଅଭିନୟ ଓ ନିଜ ପର୍ଶନାଲ ଲାଇଫ ପାଇଁ ସୋସିଆଲ ମିଡିଆରେ ସବୁବେଳେ ଚର୍ଚାରେ ରୁହନ୍ତି । ପ୍ରଜ୍ଞାନ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅନେକ ସୁପର ହିଟ ଫିଲ୍ମ କରି ସୁନାମ ଅର୍ଜନ କରିଛନ୍ତି ଓ ତାଙ୍କ ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି । ପ୍ରଜ୍ଞାନ ଅନେକ ଦିଗଜ ଅଭିନେତା ମାନଙ୍କ ସହ କାମ କରିଛନ୍ତି ।

ହେଲେ ବନ୍ଧୁଗଣ ଗତ କିଛି ଦିନ ହେବ ପ୍ରଜ୍ଞାନ କିଛି ଅଲଗା କାରଣ ପାଇଁ ସୋସିଆଲ ମିଡିଆରେ ଚର୍ଚାରେ ରହୁଛନ୍ତି । ଆପଣ ମାନେ ତ ଏହା ନିଶ୍ଚୟ ଜାଣିଥିବେ ଯେ, ଗତ କିଛି ଦିନ ତଳେ ପ୍ରଜ୍ଞାନ ବିବାହ ବନ୍ଧନରେ ବାନ୍ଧି ହୋଇ ଥିଲେ । ପ୍ରଜ୍ଞାନଙ୍କ ବିବାହ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ବନ୍ଧୁଗଣ ପ୍ରଜ୍ଞାନ ନିଜ ପ୍ରେମିକା ସୁନନ୍ଦାଙ୍କ ସହ ବିବାହ କରିଛନ୍ତି ଓ ବର୍ତ୍ତମାନ ସୁନନ୍ଦା ନିଜ ଶଶୁର ଘରେ ବହୁତ ଖୁସିରେ ଅଛନ୍ତି ।

ପ୍ରଜ୍ଞାନ ଓ ସୁନନ୍ଦାଙ୍କ ବିବାହକୁ ଏକ ମାସ ହୋଇସାରିଛି । ହେଲେ ବର୍ତ୍ତମାନ ଏହି ଦୁଇଜଣଙ୍କର ଏକ ନୂଆ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ବନ୍ଧୁଗଣ ଏହି ଭିଡିଓ ବିଷୟରେ ଜାଣିଲେ ଆପଣ ମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ ଓ ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ ।

ଭାଇରାଲ ହେଉଥିବା ଭିଡିଓରେ ଉଭୟ ପ୍ରଜ୍ଞାନ ଓ ସୁନନ୍ଦା ନିଜ ହାତ ଯୋଡି ଓଡିଶା ବାସୀଙ୍କୁ ଅନୁରୋଧ କରିଛନ୍ତି । ହେଲେ ବନ୍ଧୁଗଣ ନିଜ ପାଇଁ ନୁହେଁ ପରର ଉପକାର ପାଇଁ । ତେବେ ଆପଣ ମାନେ ତ ଏହା ନିଶ୍ଚୟ ଜାଣିଥିବେ ଯେ, ଆମ ଓଡିଶାର ଏକ କୁନି ପୁଅ ଦୀର୍ଘ ମାସ ଧରି ରୋଗାକ୍ରାନ୍ତ ଅଛି ଓ ତାର ଚିକିତ୍ସା ପାଇଁ ବହୁତ ଟଙ୍କାର ଆବଶ୍ୟକତା ହେଉଛି ।

ସେହି କୁନି ପୁଅର ନାମ ହେଉଛି ରାଜବିର ରାଣା । ତେବେ ଏଠାରେ ଉଭୟ ପ୍ରଜ୍ଞାନ ଓ ସୁନନ୍ଦା ରାଜବିରଙ୍କ ପାଇଁ ଓଡିଶା ବାସୀଙ୍କୁ ଅନୁରୋଧ କରିଛନ୍ତି । ସୁନନ୍ଦା ଓ ପ୍ରଜ୍ଞାନଙ୍କ ମତରେ, ଯାହାର ଯେତିକି ସକ୍ଷମ ସେତିକି ଟଙ୍କା ପ୍ରଦାନ କରି ରାଜବିରଙ୍କ ଜୀବନ ବଞ୍ଚାନ୍ତୁ । ତେବେ ବନ୍ଧୁଗଣ ଆପଣ ମାନେ ବି ନିଜ ସକ୍ଷମତା ଅନୁସାରେ ରାଜବିରଙ୍କୁ କିଛି ଟଙ୍କା ପ୍ରଦାନ କରନ୍ତୁ ଓ ଅନ୍ୟ ମାନଙ୍କୁ ଏହାର ସୂଚନା ନିଶ୍ଚୟ ଦିଅନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *