ବିବାହ ପରେ ପ୍ରଥମ ଥର ପାଇଁ Priyanka ଖୋଲିଲେ ବେଡରୁମର ସବୁ ରାଜ, କହିଲେ- ‘ରାତି ସାରା ଶୁଏଇ ଦିଏ ନାହିଁ Nick, ମତେ ଉଠେଇ…’

ବନ୍ଧୁଗଣ ଆପଣ ମାନେ ସମସ୍ତେ ବଲିଉଡ ଇଣ୍ଡଷ୍ଟ୍ରିର ସମସ୍ତ ଅଭିନେତ୍ରୀ ମାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଆଜି ଆମେ ଆପଣ ମାନଙ୍କୁ ବଲିଉଡର ଯେଉଁ ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆମ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି । ବନ୍ଧୁଗଣ ଏହି ଅଭିନେତ୍ରୀ ଜଣକ ଆଉ କେହି ନୁହେଁ ଏ ହେଉଛନ୍ତି ପ୍ରିୟଙ୍କା ଚୋପ୍ରା । ଆପଣ ମାନେ ସମସ୍ତେ ପ୍ରିୟଙ୍କାଙ୍କୁ ଅନେକ ବଲିଉଡ ଫିଲ୍ମରେ ନିଶ୍ଚୟ ଦେଖିଥିବେ ସେ ବଲିଉଡ ସହ କେତେକ ହଲିଉଡ ଫିଲ୍ମରେ ମଧ୍ୟ କାମ କରିଛନ୍ତି ।

ବନ୍ଧୁଗଣ ପ୍ରିୟଙ୍କା ନିଜ ସୁନ୍ଦରତା ଓ ନିଜ ପର୍ଶନାଲ ଲାଇଫ ପାଇଁ ସୋ-ସି-ଆ-ଲ ମି-ଡି-ଆରେ ସବୁବେଳେ ଚର୍ଚାରେ ରୁହନ୍ତି । ପ୍ରିୟଙ୍କାଙ୍କ ଲୋକପ୍ରିୟତା ବହୁତ ଅଧିକ ରହିଛି । ପ୍ରିୟଙ୍କା ହଲିଉଡ ସିଙ୍ଗର ଓ ଆକ୍ଟର ନିକ ଜୋନ୍ସଙ୍କ ସହ ବିବାହ କରିଛନ୍ତି । ଏହି ଦୁଇଜଣଙ୍କ ଯୋଡିକୁ ମଧ୍ୟ ଲୋକମାନେ ବେସ ଅଧିକ ପସନ୍ଦ କରନ୍ତି । ପ୍ରିୟଙ୍କା ଓ ନିକ ପରସ୍ପରକୁ ବହୁତ ଅଧିକ ଭଲ ପାନ୍ତି ।

ପ୍ରଥମେ ଏହି ଦୁଇଜଣ ପରସ୍ପରକୁ ପ୍ରେମ କରି ଥିଲେ ବହୁତ ସମୟ ପର୍ଯ୍ୟନ୍ତ ରିଲେସନରେ ରହିବା ପରେ ବିବାହ କରିଥିଲେ । ଏବେ ଏହି ଦୁଇଜଣ ନିଜ ବୈବାହିକ ଜୀବନରେ ବହୁତ ଅଧିକ ଖୁସିରେ ଅଛନ୍ତି । ପ୍ରିୟଙ୍କା ଏକ ଇଣ୍ଟର୍ବ୍ୟୁରେ ନିଜ ପର୍ଶନାଲ ଲାଇଫ ବିଷୟରେ ଖୁଲାସା କରି କହିଥିଲେ ବିବାହ ପରେ ଏମିତି ଅନେକ ରାତି ସେ ଘଣ୍ଟା ଘଣ୍ଟା ଧରି ସୋଇ ପାରି ନଥିଲେ ।

ସେ କହିଥିଲେ ସେ ତାଙ୍କ ପତ୍ନୀ ନୋକ ଜୋନ୍ସଙ୍କ ପାଇଁ ରାତିରେ ସୋଇ ପାରୁ ନଥିଲେ । ପ୍ରିୟଙ୍କା ଏହା ପଛରେ ଥିବା କାରଣ ବିଷୟରେ ବି କହିଥିଲେ ।  ପ୍ରିୟଙ୍କା ଇଣ୍ଟର୍ବ୍ୟୁରେ କହିଥିଲେ, ସ୍ଵାମୀଙ୍କର ଡାଇବେଟିସ ରୋଗ ପାଇଁ ସେ ବହୁତ ଚିନ୍ତାରେ ଥିଲେ । ବହୁତ ଲମ୍ବା ସମୟ ପର୍ଯ୍ୟନ୍ତ ନିକଙ୍କୁ ଡାଇବେଟିସ ହୋଇଥିଲା ଯାହାଫଳରେ ନିକଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥିଲା ।

ନିକ ନିଜର ଏହି ରୋଗ ପାଇଁ ସଂବେଦନଶୀଳ ରହୁଥିଲେ । ନିକଙ୍କୁ ତାଙ୍କ ସୁଗାର ଲେବୁଲ ବିଷୟରେ ରାତିରେ ମଧ୍ୟ ଜଣା ପଡୁଥିଲା ।  ପ୍ରିୟଙ୍କା ସେହି ସମୟରେ ନିଜ ସ୍ଵାମୀ ନିକଙ୍କୁ ବହୁତ ସପୋର୍ଟ କରିଛନ୍ତି । ସେ ରାତିରେ ଘଣ୍ଟାକୁ ଘଣ୍ଟା ସବୁ ଠିକ ଅଛି ନା ନାହିଁ ଚେକ୍ କରୁଥିଲେ । ପ୍ରିୟଙ୍କା ନିଜ ସ୍ଵାମୀଙ୍କର ବହୁତ ଭଲ ଯତ୍ନ ନେଇଛନ୍ତି । ଆମେରିକାରେ ସ୍ଵାମୀଙ୍କ ଯତ୍ନ ନେବା ଉପରେ ଅଧିକ ଗୁରୁତ୍ଵ ଦିଆଯାଏ ନାହିଁ ହେଲେ ପ୍ରିୟଙ୍କା

ନିଜ କର୍ତ୍ତବ୍ୟ ବହୁତ ଭଲ ଭାବରେ ପାଳନ କରିଛନ୍ତି । ପ୍ରିୟଙ୍କା ନିଜ ସ୍ଵାମୀଙ୍କୁ ବହୁତ ଅଧିକ ଭଲ ପାନ୍ତି । ଏବେ ଉଭୟ ପ୍ରିୟଙ୍କା ଓ ନିକ ବହୁତ ସୁଖମୟ ଜୀବନ ଅତିବାହିତ କରୁଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ପ୍ରିୟଙ୍କା ଓ ନିକଙ୍କ ଯୋଡି କେମିତି ଲାଗେ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *