Vastu Shastra- ବିବାହ ପରେ ଝିଅ ମାନେ ବାପଘରୁ ଶାଶୁଘରକୁ ଭୁଲରେ ବି ଆଣନ୍ତୁ ନାହିଁ ଏହି 1 ଜିନିଷ, ହୋଇଥାଏ ଘୋର ଅନର୍ଥ

ନମସ୍କାର ବନ୍ଧୁଗଣ ତେବେ ଆମ ହିନ୍ଦୁଧର୍ମରେ ନାରୀ ମାନଙ୍କୁ ମା ଲକ୍ଷ୍ମୀଙ୍କ ସ୍ୱରୂପ ମାନା ଯାଇଛି । ସେଥିପାଇଁ ନାରୀ ମାନଙ୍କୁ ବହୁତ ସ୍ନେହ ଆଦରରେ ରଖାଯାଇଥାଏ । ହେଲେ ଝିଅ ମାନେ ପରଧନ ହୋଇଥାନ୍ତି ସେମାନେ ନିଜ ବାପ ଘର ଛାଡି ଦିନେ ନା ଦିନେ ଯାଇଥାନ୍ତି । ସମସ୍ତ ମାତା ପିତାଙ୍କ ପାଇଁ ଝିଅର ବିବାହ କରିବା ଏକ ବଡ ଦାଇତ୍ଵ ହୋଇଥାଏ । ଝିଅ ପାଇଁ ଏକ ଭଲ ପୁଅ ଖୋଜିବା ଓ ବିବାହରେ କିଛି ସମସ୍ୟା ନହେବା ଆଦି ମାତା ପିତାଙ୍କ ପାଇଁ ବହୁତ ଜରୁରୀ କାମ ହୋଇଥାଏ ।

ହେଲେ ବର୍ତ୍ତମାନର ଆଧୁନିକ ଦୁନିଆରେ ବିବାହ ପ୍ରଥା ବହୁତ ବଦଳି ଯାଇଛି କାରଣ ପୂର୍ବରୁ ବିବାହ ପ୍ରଥା ବହୁତ ଅଲଗା ଥିଲା। ତେବେ ଏହି ଦୁନିଆର ସମସ୍ତ ମାତା ପିତା ନିଜ ଝିଅର ବିବାହରେ ନିଶ୍ଚୟ ଏକ ଭଲ ଗିଫ୍ଟ ଦେଇଥାନ୍ତି । ହେଲେ ବନ୍ଧୁଗଣ ଏମିତି କିଛି ଉପହାର ଅଛି ଯାହାକୁ ମାତା ପିତା ନିଜ ଝିଅକୁ ଦେବା ଉଚିତ ନୁହେଁ ।

ଏହି ଉପହାର ଦେବା ଦ୍ଵାରା ଆପଣ ମାନଙ୍କୁ ବହୁତ ସମସ୍ୟା ହୋଇପରେ। ତେବେ ଆସନ୍ତୁ ଜାଣିବା ଏହି ସମସ୍ତ ଉପହାର ବିଷୟରେ। ୧- ପ୍ରଥମ ରେ ବିବାହରେ କେତେକ ମାତା ପିତା ଝିଅଙ୍କୁ ଗଣେଶଙ୍କ ମୂର୍ତ୍ତି ଦେଇଥାନ୍ତି । ବନ୍ଧୁଗଣ ଗଣେଶଙ୍କ ମୂର୍ତ୍ତି ଦେବା ଦ୍ଵାରା ଝିଅର ଶାଶୁ ଘରେ ସୁଖ ସମୃଦ୍ଧି ଆସିଥାଏ ।

ହେଲେ ବନ୍ଧୁଗଣ ଗଣେଶଙ୍କ ମୂର୍ତ୍ତି ଉପହାରରେ ଦେବା ଦ୍ଵାରା ପଣଙ୍କ ଘରର ସୁଖ ସମୃଦ୍ଧି ଆପଣଙ୍କ ଝିଅର ଶାଶୁ ଘରକୁ ଚାଲିଯାଇଥାଏ ଯାହାଫଳରେ ଆପଣଙ୍କ ଜୀବନ ଦରିଦ୍ରତାରେ କଟିଥାଏ ।  ତେଣୁ ବନ୍ଧୁଗଣ ଆପଣ ମାନେ ଏହି ପ୍ରକାରର ଭୁଲ କରନ୍ତୁ ନାହିଁ  ।

୨ –  ଦ୍ଵିତୀୟ ରେ ଯଦି ଆପଣ ନିଜ ଝିଅକୁ ଏହି ମୂର୍ତ୍ତି ଦେଇସାରିଛନ୍ତି ତା ହେଲେ ଆପଣ ନିଜ ଝିଅ ଠାରୁ ଏକ ଗଣେଶଙ୍କ ମୂର୍ତ୍ତି ଉପହାରରେ ନେଇ ଆସନ୍ତୁ । ହେଲେ ବନ୍ଧୁଗଣ ଧ୍ୟାନ ରଖିବେ ଆପଣ ଯେମିତି ଗଣେଶଙ୍କ ଶୁଣ୍ଢ ଡାହାଣ ପାଟରେ ଥିବ । ଏହି ଗଣେଶକୁ ଘରକୁ ଆଣିବା ଦ୍ଵାରା ଆପଣଙ୍କ ଘରର ସୁଖ ସମୃଦ୍ଧି ବୃଦ୍ଧି ହୋଇଥାଏ ।

୩- ତୃତୀୟ ରେ ଯଦି ଆପଣ ନିଜ ଝିଅକୁ ଗଣେଶଙ୍କ ମୂର୍ତ୍ତି ନଦେଇ ଗଣେଶଙ୍କ ଫଟୋ ଦେଉଛନ୍ତି ତା ହେଲେ ଧ୍ୟାନ ରଖିବେ ସେହି ଗଣେଶଙ୍କ ଉଛତା ୧୮ ଇଞ୍ଚରୁ ଯେମିତି କମ ନଥିବ । ଯଦି ଗଣେଶଙ୍କ ମୂର୍ତ୍ତି ଭାଙ୍ଗି ଯାଇଛି ତା ହେଲେ ଆପଣ ଭୁଲ ସେ ମଧ୍ୟ ସେହି ମୂର୍ତ୍ତିକୁ ପୂଜା କରନ୍ତୁ ନାହିଁ ।

ତା ହେଲେ ବନ୍ଧୁଗଣ ନିଜ ଝିଅକୁ ଗଣେଶଙ୍କ ମୂର୍ତ୍ତି ଭୁଲ ସେ ମଧ୍ୟ ଦିଅନ୍ତୁ ନାହିଁ ନଚେତ ଆପଣଙ୍କ ଘରର ସୁଖ ସମୃଦ୍ଧି ଦୂର ହୋଇଯିବ। ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ। ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *