ବିବାହ ସମସ୍ତଙ୍କ ଜୀବନର ଏକ ପ୍ରକାରର ବଡ ସ୍ଵପ୍ନ ଥାଏ କି ସେମାନେ ବଡ ହୋଇ ନିଜର ସଂସାର ଗଢିବେ ଅର୍ଥାତ ବିବାହ କରିବେ । କିନ୍ତୁ ବିବାହରେ ବିଭିନ୍ନ ପ୍ରକାରର ସମସ୍ଯାର ସାମ୍ନା କରିବାକୁ ଅପଡିଥାଏ । କିଏ ସୁନ୍ଦର ଝିଅ କିମ୍ବା ହାଇଟ ଥିବା ଝିଅ କିମ୍ବା ଚାକିରି କରିଥିବା ଝିଅ ଖୋଜିଠାନ୍ତି । ଏହା ସହିତ କେତେକ ଲୋକମାନେ ନିଜ ଜାତିର ଝିଅ ବି ଖୋଜିଥାନ୍ତି । ଏହି ଭଳି ରୁଲ କେତେକ କ୍ଷେତ୍ରରେ ପୁଅମାନଙ୍କ କ୍ଷେତ୍ରରେ ବି ଲାଗୁ ହୋଇ ଥାଏ ।
କିନ୍ତୁ ଏହା ମଧ୍ୟରେ ସବୁଠୁ ବଡ କଥା ହେଉଛି କି ଆଜି ବି ମର୍ଡେନ ଯୁଗରେ ଲୋକମାନେ ନିଜ ଜାତିର ଝିଅ ଖୋଜୁଛନ୍ତି । ଯାହାକି ବହୁତ ବଡ ପ୍ରଶ୍ନ ଅଟେ । ଏମିତିରେ ଏହାର ସମଧାନ କଣ । କହିଦେଉଛୁ କି ଓଡିଶା ସରକାର ଭିନ୍ନ ଜାତିରେ ବିବାହ କରିଲେ ଅର୍ଥାତ ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଲୋକମାନଙ୍କୁ ୧.୫ ଲକ୍ଷ ଟଙ୍କାର ପ୍ରୋତ୍ସାହନ ରାଶି ଦେଉଛନ୍ତି ।
ଅର୍ଥାତ ଯଦି ଆପଣ ତଳ ଜାତିର ଝିଅକୁ ବିବାହ କରୁଛନ୍ତି ତେବେ ୧.୫ ଲକ୍ଷ ଟଙ୍କା ସରକାର ତରଫରୁ ମିଳିଥାଏ । ପ୍ରଥମେ ଏହି ରାଶି ୫୦ ହଜାର ଟଙ୍କା ଥିଲା । କିନ୍ତୁ ବର୍ତ୍ତମାନ ବଢି ଯାଇଛି । କହିବାକୁ ଗଲେ ସରକାର ଛୁଆଁ ଅଛୁଆଁ ଭେଦ ଭାବକୁ ଦୂର କରିବା ପାଇଁ ଏକ ପ୍ରକାରର ଚେଷ୍ଟା କରିଛନ୍ତି । କହିଦେଉଛୁ କି ବର୍ତ୍ତମାନ ଦେଶରେ ପ୍ରତି ୧୦୮.୧୮ ଜଣ ପୁଅମାନଙ୍କ କ୍ଷେତ୍ରରେ ୧୦୦ ଜଣ ଝିଅ ଅଛନ୍ତି ।
ଅର୍ଥାତ ୧ ହଜାର ପୁଅମାନଙ୍କ ପାଇଁ ୯୪୩ ଜଣ ଝିଅ ଅଛନ୍ତି । ଗ୍ରାମାଞ୍ଚଳରେ ପ୍ରତି ୧ ହଜାର ପୁଆରେ ୯୪୯ ଝିଅ ତ ସାହାରାଞ୍ଚଳରେ ଏହି ସଂଖ୍ୟା କମ ଅଛି । ସାହାରଞ୍ଚଳରେ ପ୍ରତି ୧ ହଜାରରେ ୯୨୯ ଜଣ ପୁଅ ଅଛନ୍ତି । ଯଦି ମୋଟ ପୁଅଙ୍କ ସଂଖ୍ୟା କହିବା ତେବେ ୭୧୭.୧୦ ମିଲିୟନ ଥିବା ସମୟରେ ଝିଅ ସଂଖ୍ୟା ୬୬୨.୯୦ ମିଲିୟନ । ଦେଶର ମୋ ଜନସଂଖ୍ୟାରେ ୪୮.୦୪ ପ୍ରତିଶତ ମହିଳା ଥିବା ସମୟରେ ପୁରୁଷ ୫୧.୯୬ ପୁରୁଷ ଅଛନ୍ତି ।
ଏହା ସହିତ ଏହା ବି ପିଆରଏସଏନ ଉଠୁଛି କି ଯଦି ବିବାହ ପାଇଁ ନିଜ ଜାତିର କନ୍ୟା ନ ମିଳିଲେ କଣ କରିବେ । କହିବାକୁ ଗଲେ ବର୍ତ୍ତମାନ ଯୁଗରେ ଜାତି ନିମ୍ନ ଚିନ୍ତାଧାର ଅଟେ । ଗୋଟିଏ ମଣିଷ ଆଉ ଗୋଟିଏ ମଣିଷକୁ ବିବାହ କରିବ । ଏଥିରେ ଜାତି, ଅଜାତି କିଛି ବି ଆସି ନ ଥାଏ । ଯିଏ ବି ଜାତି ଅଜାତି ଦେଖିଥାଏ ସେ ବହୁତ ବଡ ମୂର୍ଖ । ଅର୍ଥାତ ସେ ଶିକ୍ଷିତ ହୋଇ ମଧ୍ୟ ମୂର୍ଖ ଭଳି କାମ କରୁଛି । କହିବାକୁ ଗଲେ ବିଭିନ୍ନ ସମୟରେ ଏହି ବିଷୟକୁ ନେଇ ବିଭିନ୍ନ ପ୍ରକାରର ତର୍କ ବିତର୍କ ହୋଇଥାଏ ତଥାପି ଲୋକମାନେ ନିଜର ଚିନ୍ତାଧାର ବଦଳାନ୍ତି ନାହିଁ ।
ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।