ବିବାହରେ ବୟସ କୁ ବାଧା ସାଜିବାକୁ ଦେଲେ ନାହିଁ Bollywood ର ଏହି 8 ହିରୋଇନ, କିଏ 40 ରେ ତ କିଏ 49 ରେ କରିଲେ ବିବାହ

ନମସ୍କାର ବନ୍ଧୁଗଣ ତେବେ ଆମ ଦେଶରେ ଝିଅ ମାନଙ୍କର ବିବାହ ବହୁତ ଜଲ୍ଦି ହୋଇଥାଏ । ଆଜି ବି ଆମ ଦେଶରେ ଠିକ ସମୟରେ ବିବାହ କରିବାର ନିୟମ ରହିଛି । ଭାରତରେ ବିଭା ପାଇଁ ବୟସ ସୀମା ୨୦ରୁ ୩୦ ବର୍ଷ ହୋଇଥାଏ । ଆଜି ଆମ ଦେଶରେ ଛୋଟ ପିଲା ମାନଙ୍କର ବିବାହ କରା ଯାଉଛି ତେବେ କୁହାଯାଏ କି ଭଲ ପାଇବାର ବୟସ ନଥାଏ । ଏହା ତ ଆପଣ ମାନେ ଶୁଣିଥିବେ । ଏହା ବିବାହ କ୍ଷେତ୍ରରେ ମଧ୍ୟ ଲାଗୁ ହୋଇଥାଏ ।

ମନୁଷ୍ୟ କୁ ଯେବେ ସତ ଭଲ ପାଇବା ମିଳିଥାଏ ସେତେବେଳେ ବିବାହ କରିବା ଦ୍ୱାରା କୌଣସି ଆପତ୍ତି ହୋଇ ନ ଥାଏ। ତେବେ ଆମ ବଲିଉଡ ରେ ବିବାହ କୁ ନେଇ ଅନେକ କଥା ମାନ ମଧ୍ୟ ରହିଛି। ତେବେ ବଲିଉଡ ରେ କେତେବେଳେ ବିବାହ ହୁଏ ଏବଂ ଫୁଣି କେତେବେଳେ ଛାଡପତ୍ର ମଧ୍ୟ ହୋଇ ଯାଇଥାଏ। ତେଣୁ ସର୍ବଦା ବଲିଉଡ କୌଣସି ନା କୌଣସି କଥା କୁ ନେଇ ବିବାଦ ରେ ରହିଥାନ୍ତି। ତେବେ କିନ୍ତୁ ଆଜି ଆମେ କିଛି ଏଭଳି ଅଭିନେତ୍ରୀ ମାନଙ୍କ ବିଷୟରେ କହିବୁ ଯିଏ ବହୁତ ଅଧିକ ବୟସ ରେ ବିବାହ କରିଛନ୍ତି। ତେବେ ଆସନ୍ତୁ ଜାଣିନେବା ସେମାନଙ୍କ ବିଷୟରେ।

୧- ପ୍ରଥମ ରେ ହେଉଛନ୍ତି ଅଭିନେତ୍ରୀ ନିନା ଗୁପ୍ତା। ନିନା ଗୁପ୍ତା ନିଜର ଦମଦାର ଅଭିନୟରେ ସମସ୍ତଙ୍କ ହୃଦୟକୁ ଜିତି ପାରିଛନ୍ତି । ସେ ନିଜ ଜୀବନରେ ଲୋକ ମାନଙ୍କ ଠାରୁ ବହୁତ ଆଗରେ ରହିଛନ୍ତି । ଯେବେ ମାରେଜ କଥା ଆସିଲା ତେବେ ସେ ୪୯ ବର୍ଷରେ ଦିଲ୍ଲୀର ପ୍ରସିଦ୍ଧ ଚାର୍ଟର୍ଡ ଆକାଉଣ୍ଟେଣ୍ଟ ବିବେକ ମେହେରାଙ୍କ ସହ ମାରେଜ କରିଥିଲେ।

୩- ଦ୍ଵିତୀୟ ରେ ହେଉଛନ୍ତି ଫରାହ ଖାନ।ବଲିଉଡର ଜଣାଶୁଣା ଡାଇରେକ୍ଟର, କୋରିଓ ଗ୍ରାଫର ଓ ପ୍ରଡ୍ଯୁସର ଭାବେ ଫରାହ ଖାନ ପରିଚିତ ଅଟନ୍ତି । ସେ ୩୯ ବର୍ଷରେ ତାଙ୍କ ଠାରୁ ୮ ବର୍ଷ ଛୋଟ ଶିରୀଷ କୁନ୍ଦରଙ୍କ ସହ ମାରେଜ କରିଥିଲେ।

୨- ତୃତୀୟ ରେ ହେଉଛନ୍ତି ଅଭିନେତ୍ରୀ ସୁହାସିନୀ ମୁଲେ। ସୁହାସିନୀଙ୍କୁ ଜାତୀୟ ପୁରସ୍କାରରେ ସମାନୀତ କରା ଯାଇଛି । ୪୦ ବର୍ଷରେ ସେ ତାଙ୍କର ଦମଦାର ପ୍ରୋଫେସନାଲ ଲାଇଫରେ ବହୁତ ସଫଳତା ହାସଲ କରିଥିଲେ । ଯେବେ ତାଙ୍କ ମାରେଜ କଥା ଆସିଲା ସେତେବେଳେ ସେ ୪୦ ବର୍ଷରେ ୨୦୧୧ ଜାନୁଆରୀ ୧୬ରେ ଅତୁଲ ଗୁରଟୁଙ୍କ ସହ ମାରେଜ କରିଥିଲେ।

୪- ଚତୁର୍ଥ ରେ ହେଉଛନ୍ତି ଅଭିନେତ୍ରୀ ଊର୍ମିଳା ମାତୋଣ୍ଡକର।ରଙ୍ଗିଲା ଗାର୍ଲରେ ମସୁର ହୋଇଥିବା ଊର୍ମିଳା ୪୨ ବର୍ଷରେ ମାରେଜ କରିଥିଲେ । ସେ ନିଜର ମ୍ୟାରେଜକୁ ବହୁତ ସେକ୍ରେଟ ସହ କରିଥିଲେ । ସେ ମଡ଼େଲର ମୋହସିନ ଅଖତରଙ୍କ ସହ ମାରେଜ କରିଥିଲେ।


୫- ପଞ୍ଚମ ଅଭିନେତ୍ରୀ ହେଉଛନ୍ତି ପୂଜା ବତ୍ରା।ପୂଜା ବତ୍ରା ନବାବ ସାହଙ୍କ ସହ ମାରେଜ କରିଥିଲେ । ଏହି ମାରେଜ ବହୁତ ଗୁପ୍ତରେ ହୋଇଥିଳୀ । ମ୍ୟାରେଜ ସମୟରେ ପୂଜାଙ୍କର ବୟସ ୪୨ ବର୍ଷ ଥିଲା।

୬- ଷଷ୍ଠ ରେ ହେଉଛନ୍ତି ଅଭିନେତ୍ରୀ ରାଣୀ ମୁଖାର୍ଜୀ। ବଲିଉଡରେ ସଫଳ ଓ ସୁନ୍ଦରୀ ଅଭିନେତ୍ରୀ ଭାବେ ରାଣୀ ମୁଖାର୍ଜୀ ପରିଚିତ ଅଟନ୍ତି । ୨୦୧୪ରେ ସେ ଆଦିତ୍ୟ ଚୋପଡାଙ୍କ ସହ ମ୍ୟାରେଜ କରିଥିଲେ । ସେତେବେଳେ ତାଙ୍କର ବୟସ ୩୬ ବର୍ଷ ଥିଲା।


୭- ସପ୍ତମ ରେ ହେଉଛନ୍ତି ଅଭିନେତ୍ରୀ ପ୍ରୀତି ଜିନ୍ଟା। ବଲିଉଡରେ ପ୍ରଥମ ଡିମ୍ପଲ ଗାର୍ଲ ନାମରେ ମସୁର ହୋଇଥିବା ପ୍ରୀତି ଜିନ୍ଟା ନେସ ବାଡିୟାଙ୍କ ସହ ଡେଟ କରୁଥିଲେ । କିନ୍ତୁ ଏହି ସମ୍ପର୍କ ବିବାହ ଯାଏଁ ପହଞ୍ଚି ପାରିନଥିଲା । ପ୍ରୀତି ୨୦୧୬ରେ ଜିନ ଗୁଡେନଫଙ୍କ ସହ ମାରେଜ କରିଥିଲେ । ଯେତେବେଳେ ତାଙ୍କୁ ୩୯ ବର୍ଷ ହୋଇଥିଲା ସେତେବେଳେ ସେ ମାରେଜ କରିଥିଲେ।

୮- ଅଷ୍ଟମ ରେ ହେଉଛନ୍ତି ଅଭିନେତ୍ରୀ ଲିଜା ରେ। ଲିଜା ରେ ପ୍ରଥମେ ଆଫତାବ ଶିବଦାସାନିଙ୍କ ସହ “କସୁର” ଫିଲ୍ମରେ ନଜର ଆସିଥିଲେ । ସେ ୪୦ ବର୍ଷରେ ଏକ୍ସ ମ୍ୟାନେଜମେଣ୍ଟ କନ୍ସଲଟେଣ୍ଟ ଜେସୋନଙ୍କ ସହ ମାରେଜ କରିଥିଲେ । ସେ ତାଙ୍କ ମାରେଡ ଲାଇଫରେ ବେଶ ଖୁସିରେ ଅଛନ୍ତି।

ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *