ବିଜୟ ମହାନ୍ତିଙ୍କ ଭଏସରେ ଯେଉଁ ଭିଡିଓ ମିମୀକ୍ରୀ କରେ, ତାହା ଓଡିଶା ସାରା ଭାଇରାଲ ! ମୁଁ ବୋଲି ଲୋକ ଜାଣି ବି ପାରନ୍ତି ନାହିଁ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ବିଜୟ ମହାନ୍ତିଙ୍କ ଭଏସ ପାଇଁ ମୁଁ ଆଜି ଫେମସ ହୋଇପାରିଛି । ତେବେ ସାନୁମୋନୁ କମେଡି ଚାନେଲର କ୍ରିଏଟର ଜିଏକି ଭିଡିଓରେ ଅନେକ କଳାକାରଙ୍କ ମିମିକ୍ରୀ ବହୁତ ସାରା ଓଡିଶାବାସୀଙ୍କ ଭଲ ପାଇବା ପାଇପାରିଛନ୍ତି । ସେହି କଳାକାର ଓ ତାଙ୍କର ଧର୍ମପତ୍ନୀ ଗଣ ମାଧ୍ୟମ ସାମ୍ନାରେ ନିଜର କିଛି ଲାଇଫଷ୍ଟୋରି ଓ କମେଡି କ୍ଯାରିଆରକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ।

ସାନୁ ଭାଇଙ୍କ କହିବା ଆଧାରରେ ମୁଁ କଳାକାରଙ୍କ ଭଏସରେ ମିମୀକ୍ରୀ କରିବା ପାଇଁ ଚେଷ୍ଟା କରିଛି । ହେଲେ ବିଜୟ ମହାନ୍ତି ସାରଙ୍କ ଭଏସ ପାଇଁ ହିଁ ଆଜି ଫେମସ ହୋଇପାରିଛି । ମୁଁ ପ୍ରଥମେ ପ୍ରଥମେ ଯେତେବେଳେ ବିଜୟ ସାରଙ୍କ ଭଏସ କରି କମେଡି ଭିଡିଓ କ୍ରିଏଟ କରିଥିଲି । ସେତେବେଳେ ଲୋକଙ୍କର ବହୁତ ସାରା ଭଲ ପାଇବା ମୋତେ ମିଳିଥିଲା । ତାପରେ ଲୋକକର ଏତେ ସାରା ରେଶପନ୍ସ ଦେଖିକି ମୁଁ ଆଗକୁ ଏମିତି ଆହୁରି ଭିଡିଓ କରିବି ବୋଲି ଭାବି ନେଇଥିଲି ।

ତାପରେ ସେହିଠାରୁ ହିଁ ମୋର କମେଡିର ଜର୍ଣ୍ଣୀ ଆରମ୍ଭ ହୋଇଯାଇଥିଲା । ତେବେ ଅପର ପକ୍ଷରେ ସାନୁ ଭାଇଙ୍କର ଧର୍ମପତ୍ନୀ ମଧ୍ୟ ଲାଜେଇ ଲାଜେଇ ମିଡିଆ ସାମ୍ନାରେ ପ୍ରତିକ୍ରିୟାରେ କହିଥିଲେ । ଯେ ମୁଁ ତ ତାଙ୍କୁ ବହୁତ ଭଲ ପାଉଥିଲି । ତାପରେ ସେ ଏହିସବୁ ଯୂଟ୍ଯୂବରେ ଭିଡିଓ ଯେଉଁ କାମ କରନ୍ତି । ମୁଁ ତାଙ୍କୁ ସପର୍ଟ କରେ । ମୋତେ ବି ଭଲ ଲାଗେ । ଓଡିଶାବାସୀ ତାଙ୍କୁ ତାଙ୍କର କମେଡି ଭଏସ ପାଇଁ ଏତେ ସାରା ଭଲ ପାଉଛନ୍ତି ।

ସେ ମଧ୍ୟ ଭାଇରାଲ ହେବାରେ ଲାଗିଯାଇଛନ୍ତି । ସବୁପରେ ବି ସେ ଜଣେ ବହୁତ ଲୋକ, ତାଙ୍କୁ ମୁଁ ଏତେ ଭଲ ପାଇ ବସିଥିଲି । ଯେ ତାଙ୍କୁ ହିଁ ବାହା ହେବି ବୋଲି ଘରେ ଜିଦି ଧରି ବସିଥିଲି । ଘରେ ପ୍ରଥମେ ଟିକେ ଅରାଜି ହେଉଥିଲେ । ତାପରେ ଘରେ ଆମ ବାହାଘର ପାଇଁ ବହୁତ କଷ୍ଟରେ ରାଜି ହୋଇଯାଇଥିଲେ ।

ସାନୁ ଭାଇ ଏହିଭଳି ମଜାଳିଆ ମଜାଳିଆ ଅନ୍ଦାଜରେ ଅନେକ କଳାକାର ମାନଙ୍କର ଭଏସ ମିମୀକ୍ରୀ କରି ଲୋକଙ୍କର ଏହିଭଳି ସବୁବେଳେ ମନୋରଞ୍ଜନ କରାଉଥାନ୍ତୁ ବୋଲି ଆମର ଆଶା ରହୁଛି ।  ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ରହିବା ପାଇଁ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *