Earthquake News: ଭୂଷୁଡ଼ି ପଡ଼ିବ ତାଳଚେର ସହର, ପୁରା ଖବର ଶୁଣି ଆପଣଙ୍କ ପାଦ ତଳୁ ମାଟି ଖସିଯିବ…

ଦର୍ଶକ ବନ୍ଧୁ ଗତ କିଛି ଦିନ ତଳେ ତୁର୍କୀରେ ଏକ ବଡ ଧରଣର ଭୂମିକମ୍ପ ହେଇଥିଲା ଆଉ ଆପଣ ମାନେ ସମସ୍ତେ ଏହି ଖବର ବିଷୟରେ ନିଶ୍ଚୟ ଜାଣିଥିବେ । ଏହି ଭୂମିକମ୍ପ ହେବା ଯୋଗୁଁ ତୁର୍କୀରେ ଥିବା ବଡ ବଡ ବିଲଡିଙ୍ଗ ସବୁ ଭୁସୁଡି ଯାଇଥିଲା । ତୁର୍କୀରେ ସକାଳ ସମୟରେ ସମସ୍ତେ ଶୋଇବା ବେଳେ ଏହି ଭୂକମ୍ପ ହୋଇଥିବା ନେଇ ସୂଚନା ରହିଛି ।  କେହି କିଛି ଭାବିବା ପୂର୍ବରୁ ଥରି ଥିଲା ମାଟି ଆଉ ନିବିସକ ମଧ୍ୟରେ ସରି ଯାଇଥିଲା ସବୁ କିଛି ।

ଶୋଇବା ଅବସ୍ଥାରେ ହିଁ ଶେଷ ହୋଇ ଯାଇଥିଲା ଶହ ଶହ ଜୀବନ । ଅନେକ ଘରୁ ବାହାରିବା ପାଇଁ ଚେଷ୍ଟା କରିଥିଲେ ବି ସମୟ ମିଳି ନଥିଲା । ଖବର ମିଳି ଥିଲା ତୁର୍କୀରେ 7.8 ତୀବ୍ରତାର ବଡ ଭୂମିକମ୍ପ ଅନୁଭୂତ ହୋଇଥିଲା । ଦକ୍ଷିଣ ତୁର୍କୀ ଠାରୁ 33 କିଲୋମିଟର ଦୂର ଗାଜିଆଲତେପ ଥିଲା ଭୂମିକମ୍ପର କେନ୍ଦ୍ରସ୍ଥଳ । ଏହି ଭୂକମ୍ପରେ ୫ ହଜାର ଲୋକ ମୃତ୍ୟୁ ବରଣ କରିଛନ୍ତି ।

ଏହା ହେଉଛି ପୃଥିବୀର ସବୁଠାରୁ ବଡ ଭୂକମ୍ପ । ତେବେ ବନ୍ଧୁଗଣ ତୁର୍କୀ ପରେ ବର୍ତ୍ତମାନ ଆମ ଓଡିଶାରେ ଭୂମିକମ୍ପକୁ ନେଇ ବର୍ତ୍ତମାନ ଚର୍ଚ୍ଚା ଜୋର ଧରିଛି । ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ ଯାହା ଜାଣିଲେ ଆପଣ ମାନଙ୍କ ଛାତି ବି ଥଋ ଉଠିବ । ତା ହେଲେ ଦର୍ଶକ ବନ୍ଧୁ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ ।

ଆଟଲାସ ମାନଚିତ୍ର ଅନୁସାରେ ଅନୁଗୁଳ ଜିଲ୍ଲାର ତାଳଚେର ବ୍ଲକ ଜୋନ ରେଡ ଭାବରେ ଚିହ୍ନଟ କରା ଯାଇଛି । ଏହାର ପାର୍ଶ୍ଵ ବର୍ତ୍ତୀ ଅଞ୍ଚଳ ଗୁଡିକ ମଧ୍ୟ ରେଡ ଜୋନରେ ରହିଥିବା ନେଇ ସୂଚନା ଦେଇଛନ୍ତି । 2006 ମସିହାରେ ଏନଡିଏମଏ ଏବଂ ବିଏମଜିସି ଦ୍ଵାରା ଭୂମିକମ୍ପ ଆଟଲାସ ଦ୍ଵାରା ଏହାକୁ ପ୍ରକାଶିତ କରିଥିବା ନେଇ ସୂଚନା ରହିଛି ।

ରାଜ୍ୟରେ ତାଳଚେର ଭଳି ଖଣି ଅଞ୍ଚଳ ଭୂମିକମ୍ପ ପ୍ରବଣତା ପାଇଁ କେଉଁ ସଂସ୍ଥା କେଉଁ କେଉଁ ସମୟରେ ସର୍ଭେ କରିଛନ୍ତି ସେମାନଙ୍କ ରିପୋର୍ଟ ଅନୁସାରେ ତାଳଚେର ସହର କେତେ ସୁରକ୍ଷିତ ଅଛି ବୋଲି ବିଧାୟକ ନାଉରି ନାୟକ ପ୍ରଶ୍ନ କରିଥିଲେ । ତେବେ ବନ୍ଧୁଗଣ ବର୍ତ୍ତମାନ ଏହି ଖବରକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚାର ମାହୋଲ ରହିଛି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *