ନମସ୍କାର ବନ୍ଧୁଗଣ ତେବେ ମଣିଷ ତା ଜୀବନରେ କିଛି ନା କିଛି ଭୁଲ କରିଥାଏ । ଯାହା ର ଫଳ ତାହାକୁ ଭୋଗ କରିବାକୁ ପଡ଼ିଥାଏ । ଜାଣତରେ ହେଉ ଅବା ଅଜାଣତରେ କରୁଥିବା ଭୁଲ ର ପ୍ରାୟଶ୍ଚିତ କରିବାକୁ ପଡେ । ମଣିଷ କରୁଥିବା ଛୋଟ ଛୋଟ ଭୁଲ ଯୋଗୁଁ ତାକୁ ତା ଜୀବନରେ ବଡ଼ ବଡ଼ ସମସ୍ୟା ର ସମ୍ମୁଖୀନ ହେବାକୁ ପଡେ । ହିନ୍ଦୁ ଶାସ୍ତ୍ର ଅନୁଯାୟୀ ସବୁ କାର୍ଯ୍ୟ କରିବା ର କିଛି ସଠିକ୍ ଶୈଳୀ ଥାଏ ।
ନଚେତ୍ ଆମ୍ଭେମାନେ ଅସୁବିଧା ରେ ପଡ଼ିଥାଉ ଓ ଏହାର ପ୍ରଭାବ ଆମ ଜୀବନ ଉପରେ ପଡ଼ିଥାଏ । ସେହିପରି ଶୋଇବା ର ମଧ୍ୟ କିଛି ନିୟମ ଥାଏ । ଏସବୁ ନିୟମ କୁ ନ ମାନିଲେ ଆମେ ଜୀବନରେ ଅନେକ କଷ୍ଟ ଭୋଗ କରିଥାଉ । ଦାରିଦ୍ର୍ୟ ଓ ଧନ ହାନି ମଧ୍ୟ ହୋଇଥାଏ । ହିନ୍ଦୁ ଧର୍ମ ରେ ବାସ୍ତୁ ଶାସ୍ତ୍ର ର ଭୂମିକା ଖୁବ୍ ଗୁରୁତ୍ଵ ପୂର୍ଣ୍ଣ । ବାସ୍ତୁ ଶାସ୍ତ୍ର କୁ ଅନୁସରଣ କରିବା ଦ୍ୱାରା ଆମ ଜୀବନରେ କୌଣସି ପ୍ରକାର ଅଘଟଣ ଦେଖାଯାଏ ନାହିଁ ।
ସେହିପରି ବାସ୍ତୁ ଶାସ୍ତ୍ର ଅନୁଯାୟୀ ଆମେ ଶୋଇବା ବେଳେ କେବେ ମୁଣ୍ଡ ଉପରେ ମନିପର୍ସ ଓ ଟଙ୍କା ରଖିବା ଉଚିତ୍ ନୁହେଁ । ତେବେ ଯାହା ମଣିଷ ଜୀବନରେ ଅଯଥା ଖର୍ଚ୍ଚକୁ ବୃଦ୍ଧି କରେ । ଧନ ର ହାନି ମଧ୍ୟ ହୋଇଥାଏ । ଏହିପରି କଲେ ଆପଣ ଦରିଦ୍ର ହୋଇଯିବେ । ତେଣୁ ଶୋଇବା ବେଳେ କେବେ ବି ଭୁଲ ରେ ମୁଣ୍ଡ ପାଖରେ ମନିପର୍ସ ଓ ଟଙ୍କା ରଖନ୍ତୁ ନାହିଁ ।
ତେବେ ପ୍ରାୟତଃ ଲୋକମାନେ ଶୋଇବା ବେଳେ ମୁଣ୍ଡ ପାଖରେ ଘଣ୍ଟା ରଖିଥାନ୍ତି । ବାସ୍ତୁ ଶାସ୍ତ୍ର ଅନୁଯାୟୀ ମୁଣ୍ଡ ପାଖରେ ଶୋଇବା ବେଳେ ଭୁଲ ରେ ବି ଘଣ୍ଟା ରଖିବା ଅନୁଚିତ୍ । ଏହା ଅଶୁଭ ବୋଲି ବାସ୍ତୁ ଶାସ୍ତ୍ରରେ ଉଲ୍ଲେଖ କରାଯାଇଛି । ଏହା ଯୋଗୁଁ ନକରାତ୍ମକ ଶକ୍ତି ଘରକୁ ପ୍ରବେଶ କରିଥାଏ ଓ ଘର ଉପରେ କୁପ୍ରଭାବ ପଡେ । ତେବେ ଏହା ସହ ବ୍ୟକ୍ତି କେବେ ବି ଶୋଇବା ବେଳେ ମୁଣ୍ଡ ପାଖରେ ଜୋତା କିମ୍ବା ଚପଲ ଥୋଇ ଶୋଇବା ଉଚିତ ନୁହେଁ । ବାସ୍ତୁ ଶାସ୍ତ୍ର ଅନୁଯାୟୀ ଏହା ଅନୁଚିତ୍ ।
ଘରକୁ ବିଭିନ୍ନ ପ୍ରକାରର ସମସ୍ୟା ଆସିଥାଏ । ଘରେ ମା ଲକ୍ଷ୍ମୀ ରୁହନ୍ତି ନାହିଁ । ଏହା ଯୋଗୁଁ ଘରେ ଧନ ହାନି ସହ ଦରିଦ୍ରତା ପିଛା ଛାଡେ ନାହିଁ । ବାସ୍ତୁ ଶାସ୍ତ୍ର ଅନୁଯାୟୀ ଶୋଇବା ବେଳେ ମୁଣ୍ଡ ପାଖରେ କେବେ ବି ସୁନା କିମ୍ବା ଚାନ୍ଦି ର ଜିନିଷ ରଖି ଶୁଅନ୍ତୁ ନାହିଁ । ସୌଭାଗ୍ୟ ବଦଳରେ ଦୁର୍ଭାଗ୍ୟ ଆପଣଙ୍କ ପିଛା ଛାଡେ ନାହିଁ । ବିଭିନ୍ନ ପ୍ରକାର ସମସ୍ୟା ଦେଖାଦିଏ । ପାରିବାରିକ ଅସୁବିଧା ସୃଷ୍ଟି ହୁଏ । ଦାରିଦ୍ର୍ୟ ପିଛା ଛାଡେ ନାହିଁ ।
ତେବେ ରାତିରେ ଶୋଇବା ବେଳେ କେବେ ମୁଣ୍ଡ ପାଖରେ କୌଣସି ଧାତୁ ରେ ତିଆରି ଚାବି ରଖନ୍ତୁ ନାହିଁ । ଲୁହା ବ୍ୟତୀତ ଅନ୍ୟ କୌଣସି ଧାତୁ ରେ ତିଆରି ଜିନିଷ ରଖନ୍ତୁ ନାହିଁ । ବାସ୍ତୁ ଶାସ୍ତ୍ର ଅନୁଯାୟୀ ଏହା ଅଶୁଭ ହୋଇଥାଏ । ଏହା ଯୋଗୁଁ ଅଭାବ ସୃଷ୍ଟି ହୋଇଥାଏ । ଧନ ର ହାନି ଓ ଦାରିଦ୍ର୍ୟ ସୃଷ୍ଟି ହୋଇଥାଏ ତ ରାତିରେ ଶୋଇବା ବେଳେ ମୁଣ୍ଡ ପାଖରେ ଲୁହା ବ୍ୟତୀତ ଅନ୍ୟ କୌଣସି ଧାତୁ ରେ ପ୍ରସ୍ତୁତ ଜିନିଷ ବା ଚାବି ରଖନ୍ତୁ ନାହିଁ ।
ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ