ଗୁଗଲ ରେ ଯଦି ଆପଣ ଏମିତି ଜିନିଷ ସର୍ଚ୍ଚ କରୁଛନ୍ତି ତ ହେଇ ଯାଅନ୍ତୁ ସାବଧାନ ! ଆପଣଙ୍କୁ ହେଇପାରେ ଜେଲ, ଦେଖନ୍ତୁ ଗୁଗଲ କେଉଁ ସବୁ ଜିନିଷ ସର୍ଚ୍ଚ କରିବା ଅପରାଧ !

ବନ୍ଧୁଗଣ ଆଜିକାଲି ଦୁନିଆର ସମସ୍ତ ମଣିଷ ସୋସିଆଲ ମିଡିଆ ସହ ଜଡିତ ଅଛନ୍ତି । ସୋସିଆଲ ମିଡିଆ ତଥା ଇଣ୍ଟର୍ନେଟ ମାଧ୍ୟମରେ ଲୋକମାନେ ଦେଶ ବିଦେଶରେ ଘଟୁଥିବା ସମସ୍ତ ଘଟଣା ଓ ଖବର ବିଷୟରେ ଅତି ସହଜରେ ଜାଣି ପାରନ୍ତି । ଏହା ସହିତ ଲୋକମାନେ ସୋସିଆଲ ମିଡିଆ ଦ୍ଵାରା ନିଜର ମନୋରଞ୍ଜନ ବି କରନ୍ତି । ବନ୍ଧୁଗଣ ଯେକୌଣସି ପ୍ରଶ୍ନର ଉତ୍ତର ଖୋଜିବା ପାଇଁ ଆମେ ଗୁଗଲର ସହାୟତା ନେଇଥାଉ ।

ତେବେ ଗୋଟିଏ କ୍ଲିକରେ ଆମକୁ ସବୁ ପ୍ରଶ୍ନର ଉତ୍ତର ଦେଇଥାଏ ଗୁଗଲ । ବିଭିନ୍ନ ରୋଗ ଠାରୁ ଆରମ୍ଭ କରି ରୋଷେଇ ରେସେପି ପର୍ଯ୍ୟନ୍ତ ସବୁ କିଛି ଜାଣିବା ପାଇଁ ଆମେ ଗୁଗଲକୁ ବ୍ୟବହାର କରିଥାଉ । ତେବେ ଗୁଗଲରୁ ମିଳୁ ଥିବା ଉତ୍ତର କେତେବେଳେ ଠିକ ଥାଏ ତ ଆଉ କେତେବେଳେ ଭୁଲ କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ଗୁଗଲରେ କଣ୍ଟେଣ୍ଟ ଖୋଜିବା ପାଇଁ ହେଲେ ଆପଣଙ୍କୁ ଜେଲ ହୋଇପାରେ ।

ଆଜି ଆମେ ଆପଣ ମାନଙ୍କୁ କିଛି ଏଭଳି କଣ୍ଟେଣ୍ଟ ବିଷୟରେ କହିବୁ ଯାହାକୁ ଆପଣ ଭୁଲ ସେ ମଧ୍ୟ ଗୁଗଲରେ ସର୍ଚ କରିବେ ନାହିଁ ନହଲେ ଆପଣ ଅଡୁଆରେ ପଡି ପାରନ୍ତି ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ସବୁ କଣ୍ଟେଣ୍ଟ ବିଷୟରେ । ବନ୍ଧୁଗଣ ପ୍ରଥମ କଣ୍ଟେଣ୍ଟ ହେଉଛି ଚାଇଲ୍ଡ ପର୍ଣ୍ଣ । ଚାଇଲ୍ଡ ପର୍ଣ୍ଣକୁ ନେଇ କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ଭାରତ ସରକାର ।

ଗୁଗଲରେ ଚାଇଲ୍ଡ ପର୍ଣ୍ଣ ସର୍ଚ କରିବା ଦେଖିବା ବା ସେୟାର କରିବା ଅପରାଧ ଅଟେ । ଏଭଳି କଲେ ଆପଣଙ୍କୁ ଜେଲ ଯିବାକୁ ପଡିପାରେ । ବନ୍ଧୁଗଣ ଦ୍ଵିତୀୟ କଣ୍ଟେଣ୍ଟ ହେଉଛି ଗର୍ଭପାତ କେମିତି କରିବେ । ଗୁଗଲରେ ଗର୍ଭପାତ ସର୍ଚ କରିବା ମଧ୍ୟ ଏକ ସାଙ୍ଘାତିକ ଅପରାଧ । ଭାରତର ଆଇନ ବ୍ୟବସ୍ଥା ଅନୁଯାଇ ଡାକ୍ତରଙ୍କ ବିନା ପରାମର୍ଶରେ ଗର୍ଭପାତ କରାଯାଇ ପାରିବ ନାହିଁ ।


ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ  କଣ୍ଟେଣ୍ଟ ହେଉଛି ବମ୍ ତିଆରି କରିବା ପ୍ରକ୍ରିୟା । ଗୁଗଲରେ କେବେବି ବମ୍ ତିଆରି କରବା ପ୍ରକ୍ରିୟା ସର୍ଚ କରନ୍ତୁ ନାହିଁ । ଏଭଳି ଗତିବିଧି ଉପରେ ସାଇବର ସେଲ ସବୁବେଳେ ନଜର ରଖିଥାଏ । ଏଭଳି କଲେ ଆପଣ ଅଡୁଆରେ ପଡି ପାରନ୍ତି । ସୁରକ୍ଷା ଏଜେନ୍ସି ଆପଣଙ୍କ ଉପରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ସହ ଆପଣଙ୍କୁ ଜେଲ ଦଣ୍ଡ ହୋଇପାରେ ।

ଆମ ଲିଷ୍ଟର ଶେଷ  ସ୍ଥାନରେ ଅଛି ଫିଲ୍ମ ପାୟରେସି । ବନ୍ଧୁଗଣ ଫିଲ୍ମ ରିଲିଜ ହେବା ପୂର୍ବରୁ ଏହାକୁ ଅନଲାଇନରେ ଲିକ୍ କରିବା ଏକ ଅପରାଧ ଅଟେ । ଯଦି ଆପଣ ଏହି ଲିକ୍ ହୋଇଥିବା ଫିଲ୍ମକୁ ଡାଉନଲୋଡ କରୁଛନ୍ତି ତା ହେଲେ ଏହା ଏକ ବଡ ଅପରାଧ । ଏହି ନିୟମ ଉଲଂଘନ କଲେ 3 ବର୍ଷ ଜେଲ ଦଣ୍ଡ ସହ 10 ହାଜତ ଟଙ୍କା ଜୋରିମାନା ଦେବାକୁ ପଡିବ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *