ଭୂମିକା ମୋର ଛୋଟ ବେଳୁ ହିଁ କ୍ରଶ, ମାମା କହିଛି ଝିଅଙ୍କ ସହ ମିଶିବୁ, ରିଲେସନ ରଖିବୁ ନାହିଁ, ଦେଖନ୍ତୁ Soumya Swarupଙ୍କ ଖାସ୍ Interview !

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଭୂମିକା ମୋର ଛୋଟ ବେଳୁ ହିଁ କ୍ରଶ ! ତରଂଗ ଟିଭିରେ ପ୍ରସାରିତ ସିରିଏଲର ହିରୋ ତଥା ବିଗ ବ୍ରେକର ଫାଇନାଲିଷ୍ଟ ଆକ୍ଟର ହେଉଛନ୍ତି ସୋମ୍ୟ ସ୍ୱରୂପ । ତେବେ ସୌମ୍ୟ ସ୍ୱରୂପ ନିଜର ଆକଟିଂ କ୍ଯାରିଅରକୁ ନେଇ ମିଡିଆ ସାମ୍ନାରେ ଏପରି କିଛି ମତ ରଖିଛନ୍ତି । ତେବେ କଳାକାର ସୌମ୍ୟ ସ୍ୱରୂପଙ୍କ କହିବା ଆଧାରରେ ମୋର ଛୋଟ ବେଳୁ ହିଁ ଆକଟିଂ ଲାଇନରେ କାମ କରିବାର ଇଛା ରହିଥିଲା ।

ଘର ଲୋକଙ୍କର ଇଛା ଥିଲା ଯେ ମୁଁ ଗୋଟେ ଡାକ୍ତର ହେବି । ତେବେ ମୁଁ ମୋର ବିଟେକ ପାଠ ପଢା କମ୍ପ୍ଲିଟ ପରେ ଆକଟିଂରେ ନିଜର କ୍ଯାରିଅର ଆରମ୍ଭ କରିବି ବୋଲି ଭାବିଲି । ସେଥିପାଇଁ କି ଏକ ରିୟାଲିଟି ସୋ’ ବିଗ ବ୍ରେକରେ ଅଡିସନ ଦେଇଥିଲି । ସେଠାରୁ ସିଲେକ୍ସନ ହେବା ପରେ ଫାଇନାଲ ପର୍ଯ୍ୟନ୍ତ ମଧ୍ୟ ଯାଇଥିଲି । ସେଠାରୁ ମୋତେ ତରଂଗ ଟିଭିରେ କାମ କରିବାର ଅଫାର ଆସିଯାଇଥିଲା । ମୋର ପ୍ରଥମ ସିରିଲେ ତ୍ରିଲୋଚନୀ ଗୌରୀ ଯେଉଁଥିରେ କି ମୁଁ ହିରୋ ଭୂମିକାରେ ନଜର ଏକ ଡାକ୍ତର ଚରିତ୍ରରେ ନଜର ଆସିଥିଲି ।

ତାପରେ ପୁଣି ଠାରେ ତରଂଗରେ ଆଉ ଏକ ସିରିଏଲରେ କାମ କରିବାର ସୁଯୋଗ ପାଇଥିଲି । ଫିଲ୍ମ କରିବା ପାଇଁ ତ ବହୁତ ଇଛା ଅଛି । ହେଲେ ଏବେ ଏବେ ତ ମୁଁ ଆକତି କ୍ଯାରିୟର ଆରମ୍ଭ କରିଛି । ଯଦି ସୁଯୋଗ ମିଳେ ଫିଲ୍ମ ପାଇଁ ତେବେ ନିହାତି ଭାବେ ଫିଲ୍ମରେ ମଧ୍ୟ କମ କରିବି । ହେଲେ ଛୋଟ ବେଳୁ ହିଁ ହିରୋଇନ ଭୂମିକା ମୋର କ୍ରଶ ରହିଆସିଛନ୍ତି ।

ଯଦି ତାଙ୍କ ସହ କେବେ କାମ କରିବାର ଅଫର ଆସେ । ତ ମୁଁ ନିହାତି ଭାବେ ଫିଲ୍ମରେ ତାଙ୍କ ସହ ଅଭିନୟ କରିବାକୁ ଅଧିକ ପସନ୍ଦ କରିବି । ଘରେ କିନ୍ତୁ ମାମା ସିଧାସଳଖ ମୋତେ କହିଦେଇଛନ୍ତି । ଯେତେ ଅଭିନୟ ଝିଅଙ୍କ ସହ କରିବାର ଅଛୁ ତୁ କର । ହେଲେ କାହା ସହିତ ରିଲେସନରେ ରହିବୁ ନାହିଁ । କିଛି ବି ଖରାପ କାମ କରି ଘରର ସଂସ୍କାରକୁ ନଷ୍ଟ କରିବୁ ନାହିଁ । ହେଲେ ମୋର ଅଭିନୟ ପାଇଁ ଏବେ ଘର ଲୋକଙ୍କର ମଧ୍ୟ ସପର୍ଟ ମୋ ପ୍ରତି ରହିଛି । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *