ଏମାନେ ହେଲେ ଭୋଜପୁରୀ ସିନେମାର 5 ଜଣ ସବୁଠୁ ଅଧିକ ସୁନ୍ଦର ଓ ହଟ Actress, ଯାହାଙ୍କ ଆଗରେ ଫିକା ପଡି ଯାଆନ୍ତି ଦୀପିକା-ପ୍ରିୟଙ୍କା, ନମ୍ବର 5 ଲାଗନ୍ତି ସବୁଠୁ ଅଧିକ ହଟ

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ସମସ୍ତେ ବଲିଉଡ ଅଭିନେତ୍ରୀ ମାନଙ୍କୁ ନିଶ୍ଚୟ ଦେଖିଥିବେ । ବଲିଉଡର ପ୍ରାୟ ଅଧିକାଂଶ ଅଭିନେତ୍ରୀ ହଟ ଓ ସେକ୍ସି ନଜର ଆସିଥାନ୍ତି । ହେଲେ ଆଜି ଆମେ ଆପଣ ମାନଙ୍କୁ ଭୋଜପୁରୀ ଅଭିନେତ୍ରୀ ମାନଙ୍କ ବିଷୟରେ କହିବାକୁ ଯାଉଛୁ । ଯେଉଁମାନେ ବହୁତ ହଟ ଓ ସୁନ୍ଦର ଦେଖାଯିବା ସହ ଆଜିକୁ ବହୁତ ଅଧିକ ଫେମସ ହୋଇ ସାରିଛନ୍ତି । ଏହି ଭୋଜପୁରୀ ଅଭିନେତ୍ରୀ ମାନେ କୌଣସି ବଲିଉଡ ଅଭିନେତ୍ରୀ ଠାରୁ କମ ମଧ୍ୟ ନାହାନ୍ତି ।

ଏହି ଭୋଜପୁରୀ ଅଭିନେତ୍ରୀ ମାନେ ସମସ୍ତ ପ୍ରକାରର ଅଭିନୟ କରିପାରିଛନ୍ତି। ତେବେ ଆସନ୍ତୁ ଜାଣିବା ଏହି ଅଭିନେତ୍ରୀ ମାନଙ୍କ ବିଷୟରେ। ୧- ପ୍ରଥମ ରେ ହେଉଛନ୍ତି ଆମ୍ରପାଲି ଦୁବେ। ତେବେ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ଆମ୍ରପାଲି ଦୁବେ । ଆମ୍ରପାଲି ଭୋଜପୁରୀ ଇଣ୍ଡଷ୍ଟ୍ରିର ଏକ ଫେମସ ଅଭିନେତ୍ରୀ ଅଟନ୍ତି । ସେ ୨୦୧୪ ମସିହାରେ ଫିଲ୍ମ ‘ନିରହୁଆ ହିନ୍ଦୁସ୍ତାନୀ’ରୁ ନିଜ କାରିୟରର ଆରମ୍ଭ କରିଥିଲେ ।

ବର୍ତ୍ତମାନର ସମୟରେ ସେ ଭୋଜପୁରୀ ଇଣ୍ଡଷ୍ଟ୍ରିର ଜଣେ ମହଙ୍ଗା ଅଭିନେତ୍ରୀ ଅଟନ୍ତି । ବନ୍ଧୁଗଣ ସୁନ୍ଦରତା ମାମଲାରେ ସେ ବଲିଉଡ ଅଭିନେତ୍ରୀ ମାନଙ୍କୁ ଟକ୍କର ଦେଇଦେବେ । ସେ ସୋସିଆଲ ମିଡିଆରେ ନିଜର ପର୍ଶନାଲ ଲାଇଫ ଓ ନିଜ ହଟ୍ ଲୁକ୍ ପାଇଁ ବହୁତ ଚର୍ଚ୍ଚା ରେ ରୁହନ୍ତି ।


୨-ଦ୍ଵିତୀୟ ରେ କାଜଲ ରାଧବାନୀ। ତେବେ ଆମ ଲିଷ୍ଟର ଦୁତୀୟ ସ୍ଥାନରେ ଅଛନ୍ତି ଭୋଜପୁରୀ ଇଣ୍ଡଷ୍ଟ୍ରିର ଫେମସ ଅଭିନେତ୍ରୀ କାଜଲ ରାଧବାନୀ। କାଜଲ ୨୦୧୩ ମସିହାରେ ଫିଲ୍ମ ‘ସବସେ ବଡା ମୁଜରିମ’ରୁ ନିଜ ଫିଲ୍ମ କାରିୟରର ଆରମ୍ଭ କରିଥିଲେ । ଏହି ଫିଲ୍ମ ପରେ ସେ କେତକ ବଡ ବଡ ଅଭିନେତା ମାନଙ୍କ ସହ ଅଭିନୟ କରିସାରିଛନ୍ତି। କାଜଲ ବହୁତ ସୁନ୍ଦର ଓ ବୋଲ୍ଡ ନଜର ଆସନ୍ତି । ସୁନ୍ଦରତା ମାମଲାରେ ସେ ବଲିଉଡ ଅଭିନେତ୍ରୀ ମାନଙ୍କୁ ଟକ୍କର ଦେଇଦେବେ।

୩- ତୃତୀୟ ରେ ହେଉଛନ୍ତି ରାନୀ ଚାଟାର୍ଜୀ। ତେବେ ଭୋଜପୁରୀର ହଟ ଓ ସୁନ୍ଦର ଅଭିନେତ୍ରୀ ହେଉଛନ୍ତି ରାନୀ ଚାଟାର୍ଜୀ । ରାନୀ ନିଜ ଫିଲ୍ମ କାରିୟରର ଆରମ୍ଭ ୨୦୦୪ ରେ ଭୋଜପୁରୀ ଫିଲ୍ମରୁ କରିଥିଲେ । ଭୋଜପୁରୀ ଫିଲ୍ମରେ ବହୁତ ବୋଲ୍ଟ ସିନ୍ସ କରିବା ପରେ ରାନୀ ଏମଏକ୍ସ ପ୍ଲେୟାରର ଫେମସ ୱେବ ସିରିଜ ‘ମସ୍ତରାମ’ ରେ ଅଭିନୟ କରିଛନ୍ତି।ଏହି ସିରିଜରେ ରାନୀଙ୍କର ଭୂମିକାକୁ ଦର୍ଶକ ମାନେ ବହୁତ ପସନ୍ଦ କରିଛନ୍ତି ଓ ସେ ଏଥିପାଇଁ ବହୁତ ଚର୍ଚାରେ ମଧ୍ୟ ରହିଥିଲେ।

୪- ଚତୁର୍ଥ ରେ ହେଉଛନ୍ତି ଅକ୍ଷରା ସିଂହ। ଅକ୍ଷରା ନିଜ ଫିଲ୍ମ କାରିୟରର ଆରମ୍ଭ ୨୦୧୦ ମସିହାରେ ଆସିଥିବା ଭୋଜପୁରୀ ଫିଲ୍ମ ‘ସତ୍ୟମେବ ଜୟତେ’ରୁ କରିଥିଲେ । ଫିଲ୍ମ ସହିତ ସେ କେତେକ ଟିଭି ସିରିଏଲରେ ମଧ୍ୟ କାମ କରିଛନ୍ତି। ଅକ୍ଷରା ବହୁତ ସୁନ୍ଦର ଓ ଷ୍ଟାଇଲିସ ନଜର ଆସନ୍ତି । ସେ ନିଜ ସୁନ୍ଦରତା ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି ।ତେବେ ସେ ସୁନ୍ଦରତା ମାମଲାରେ ଅକ୍ଷରା ବଲିଉଡ ଅଭିନେତ୍ରୀ ମାନଙ୍କୁ ଟକ୍କର ଦେଇଦେବେ।

୫- ପଞ୍ଚମ ରେ ହେଉଛନ୍ତି ମୋନାଲିସା। ଭୋଜପୁରୀର ହଟ ଓ ସେକ୍ସି ଅଭିନେତ୍ରୀ ମୋନାଲିସା। ମୋନାଲିସାଙ୍କର ଅସଲି ନାମ ହେଉଛି ଅନ୍ତୁରା ବିଶ୍ଵାସ । ମୋନାଲିସା ଷ୍ଟାରପ୍ଲସର ଫେମସ ସିରିଏଲ ‘ନଜର’ରେ ମଧ୍ୟ ନଜର ଆସିଛନ୍ତି।ଏହି ସିରିଏଲରେ ସେ ଡାହାଣୀର ଭୂମିକା ପଦର୍ଶନ କରିଥିଲେ ଓ ଦର୍ଶକ ମାନେ ମଧ୍ୟ ତାଙ୍କର ଏହି ଭୂମିକାକୁ ବହୁତ ପସନ୍ଦ କରିଥିଲେ । ମୋନାଲିସା ବର୍ତ୍ତମାନ ଭୋଜପୁରୀର ବହୁତ ଫେମସ ଅଭିନେତ୍ରୀ ହୋଇ ସାରିଛନ୍ତି ଓ ଏହା ସହିତ ସେ ବଙ୍ଗଳା, ଓଡିଆ ଏବଂ ସାଉଥ ଫିଲ୍ମରେ ମଧ୍ୟ କାମ କରିସାରିଛନ୍ତି।ମୋନାଲିସା ଅଧିକାଂଶ ସମୟ ନିଜ ବିକିନି ଓ ବୋଲ୍ଟ ଫଟୋ ପାଇଁ ବହୁତ ଚର୍ଚ୍ଚା ରେ ରୁହନ୍ତି।

ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *