Odia Hasakatha- ଭିଣେଇ ଶାଳି ସହ ରୋମାଣ୍ଟିକ ହୋଇ କହିଲା ଶାଳି ସାହେବା ! ଯଦି ମୁଁ ତମକୁ କେବଳ କିସ କରି ଛାଡିଦେବି ତା ହେଲେ ତମେ କଣ ଭବିବ ? ଶାଳି କହିଲା…

ନମସ୍କାର ବନ୍ଧୁଗଣ ତେବେ ଆଜି କାଲିର ମଣିଷ ସବୁବେଳେ ନିଜ ଜୀଵନ ରେ ବ୍ୟସ୍ତ ରହୁଛନ୍ତି ଏବଂ ମାନସିକ ଚାପ ର ଶିକାର ହେଉଛନ୍ତି । ଜୀଵନ ର ଏହି ବ୍ୟସ୍ତଭରା ଏବଂ ଚିନ୍ତା ଗ୍ରସ୍ତ ଜୀଵନ ରେ ଟିକେ ଶାନ୍ତି ମିଳିବା ନିହାତି ଆବଶ୍ୟକ ଅଟେ । ତେଣୁ ସେଥିପାଇଁ ଆଜି ଆମେ ଆପଣ ଙ୍କୁ କିଛି ମଜାଦାରିଆ କମେଡ଼ି କଥା କହିବୁ ଯାହା ପଢିବା ପରେ ଆପଣଙ୍କ ମୁଣ୍ଡ ମଧ୍ୟ ଟିକେ ଥଂଡା ହୋଇଯିବ । ତେବେ ଆସନ୍ତୁ ଜାଣିନେବା ସେହି ଜୋକ୍ସ ବିଷୟ ରେ ।

୧. ସ୍ଵାମୀ ଛୋଟେଇ ଛୋଟେଇ ଘରୁ ବାହାରୁ ଥିଲା

ଶାଶୁ- ଜ୍ଵାଇଁ ବାବୁ କଣ ହେଇଛି ତମର ?

ଜ୍ଵାଇଁ- ତମ ଝିଅ ମୋର ଗୋଡ ଭାଙ୍ଗି ଦେଇଛି ।

ଶାଶୁ- ଆଛା ହଉ, ସନ୍ଧ୍ୟା ସମୟରେ ଶୀଘ୍ର ଘରକୁ ଆସିଯିବ । ତମ ଶଳାକୁ ଦେଖିବା ପାଇଁ ଝିଅ ଘର ବାଲା ଆସୁଛନ୍ତି ।

ଜ୍ଵାଇଁ- ଆରେ ମୋ ନିଜର ଚଏସ ଏତେ ଖରାପ ଅଛି ମୁଁ ଆଉ କାହା ପାଇଁ କଣ ଉପଦେଶ ଦେବି ।

୨. ଅଧା ରାତିରେ ଘର ପାଖରେ ହେଉଥିବା ଶବ୍ଦକୁ ଶୁଣି ସ୍ଵାମୀ ଉଠିଗଲା ।

ସେ ଘର ବାହାରକୁ ଯାଇ ସମସ୍ତଙ୍କୁ ପଚାରିଲା କଣ ହେଲା ?

କିଛି ଲୋକ ତାକୁ କହିଲେ, ସାବଧାନ ରହିବ, ପାଣିରେ ବିଅଷ ମିଶିଛି ।

ଏହା ଶୁଣି ସ୍ଵାମୀ ସଙ୍ଗେ ସଙ୍ଗେ ଘର ଭିତରକୁ ଚାଲିଗଲା ।

ଏହା ପରେ ସ୍ତ୍ରୀ ସ୍ଵାମୀକୁ ପଚାରିଲା, ଘର ବାହାରେ କଣ ହେଉଛି ?

ସ୍ଵାମୀ- କିଛି ନାହିଁ ଲୋକମାନେ ଫାଲତୁ କଥା ହେଉଛନ୍ତି, ତୁ ଆମର ପାଣି ପିଇ କି ଶୋଇଯା ।

୩. ଦିନେ ଗଣିତ ମାଷ୍ଟର ତାଙ୍କ ଶ୍ରେଣୀରେ ପିଲା ମାନଙ୍କ ଉପରେ ଚିଲାଉ ଥିଲେ ।

ଶିକ୍ଷକ- କାଲି ଯିଏ ସୂତ୍ର ମନେ ନରଖି ଆସିଥିବ ତାର ବେଳା ଖରାପ ମୁ କରିବି ।

ପପୁ- ଠିକ ଅଛି ସାର, କାଲିର କଥା କାଲି ଦେଖିବା ।

ଶିକ୍ଷକ- ଯଦି କାଲି ସୂତ୍ର ପଢି ନ ଆସିଥିବ ତା ହେଲେ ଦେଖିବ ।

ପପୁ- ସାର କଣ ଦେଖେଇବେ ଆପଣ ଏବେ କହି ଦିଅନ୍ତୁ, ଆମେ କାଲି ଆଉ କାହିଁକି ଆସିବୁ ।

୪. ସ୍ଵାମୀ ସ୍ତ୍ରୀଙ୍କର ଝଗଡାରେ ସ୍ତ୍ରୀ କିଛି ବଡ ବଡ କଥା କହିଦେଲା

ସ୍ଵାମୀ- ମୁ କହୁଛି ନିଜ ଶବ୍ଦକୁ ଫେରାଇ ନିଅ ।

ସ୍ତ୍ରୀ- ନେବି ନାହିଁ ।

ସ୍ଵାମୀ- ଶେଷ ଥର ପାଇଁ କହୁଛି ତମ ଶବ୍ଦ ଫେରାଇ ନିଅ, ମୁ ତମକୁ ୫ ମିନିଟ ପର୍ଯ୍ୟନ୍ତ ସମୟ ଦେଉଛି ।

ସ୍ତ୍ରୀ (ଶାନ୍ତ ହୋଇ)- ଯଦି ୫ ମିନିଟ ମଧ୍ୟରେ ମୁ ମୋ ଶବ୍ଦକୁ ନ ନେଲି ତା ହେଲେ କଣ କରିବ ?

ସ୍ଵାମୀ- ଆଛା, ତା ହେଲେ ତମକୁ କେତେ ସମୟ ଦରକାର ?

୫. ଭିଣେଇ ଶାଳି ସହ ରୋମାଣ୍ଟିକ ହୋଇ କହିଲା

ଶାଳି ସାହେବା ! ଯଦି ମୁଁ ତମକୁ କେବଳ କିସ କରି ଛାଡିଦେବି

ତା ହେଲେ ତମେ କଣ ଭବିବ ?

ଶାଳି- ମୁ ଭାବିବି ମୋ ପାଗଳ ଭିଣେଇ

ବ୍ୟାଙ୍କକକ ଗଲେ ହେଲେ

କେବଳ ଏୟାରପୋର୍ଟରୁ ଫେରି ଆସିଲେ ।

Leave a Reply

Your email address will not be published. Required fields are marked *