ଭିଡର ଫାଇଦା ଉଠାଇଲେ ଦୁଷ୍ଟ ମାଉସୀ..ଏଭଳି ସ୍ମାଟ ଆକାରରେ କରିଲେ ଚୋରି…ସିସିଟିଭିରେ କ୍ୟାପ୍ଚର ହେଲା ଚୋରଣୀ ମାଉସୀଙ୍କ କଳା କାରନାମା, ଦେଖନ୍ତୁ ଏହି Video

ବନ୍ଧୁଗଣ, ଆପଣ ମାନେ ଚୋରୀ କରିବାର ଅନେକ କୌଶଳ ସମ୍ବନ୍ଧରେ ଦେଖିଥିବେ ମାତ୍ର ଏଭଳି ସ୍ମାର୍ଟ ଚୋରୀ କେବେ ହେଲେ ଦେଖିନଥିବେ । ବର୍ତ୍ତମାନ ଏହି ଭି-ଡି-ଓ ଟି ବହୁଳ ଭାବରେ ଭା-ଇ-ରା-ଲ ହେବାରେ ଲାଗିଛି । ଏହି ଭି-ଡି-ଓ ରେ ଜଣେ ମାଉସୀ ଦୋକାନ କୁ ସାମାନ କିଣିବାକୁ ଆସନ୍ତି । ଏବଂ ଦୋକାନୀ କୁ କିଛି ମାଗନ୍ତି । ଦୋକାନରେ ପୂର୍ବ ରୁ ଗହଳି ଲାଗି ରହିଥାଏ । ଭିଡ ର ଫାଇଦା ଉଠାଇ ଦୁଷ୍ଟ ମାଉସୀ ଜଣକ ଆଉ ଜଣେ ଗ୍ରାହକଙ୍କ ପର୍ସ ରେ ହାତ ପୁରାଇ ମୋବାଇଲ ଚୋରୀ କରିଥିଲେ ।

ଏତେ ଚତୁରତାର ସହିତ ମୋବାଇଲଟିକୁ ଅନ୍ୟ ଜଣଙ୍କ ବ୍ୟାଗ ରୁ କାଢି ନେଇ ନିଜ ପର୍ସ ରେ ରଖି ନିଅନ୍ତି ଯେ ଆପଣ ଦେଖି କହିବେ ନେଇ ଜାଣି ଥୋଇ ପାରିଲେ ଚୋରୀ ବିଦ୍ୟା ମଧ୍ୟ ଭଲ । ତେବେ ଏହି ମାଉସୀ ଜଣଙ୍କ କିଛି ନ ଜାଣି ଦୋକାନୀ କୁ ପଇସା ଦେଇ ସେଠାରୁ ଚାଲି ଜାଆନ୍ତି । ଏହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏହି ଭିଡିଓ ଟି ଇଂଷ୍ଟା ରେ ସେୟାର ହୋଇଥିବା ବେଳେ ୟୁସର ମଧ୍ୟ ମାଉସୀ ଙ୍କ କାମକୁ ଦେଖି ଆଶ୍ଚର୍ଯ୍ୟ ।

ଏହାକୁ ଦେଖି କେତେ ୟୁସର କମେଡି କରୁଥିବା ସମୟରେ କେହି କେହି ଚୋରଣୀ ମାଉସୀ ଙ୍କୁ ଗାଳି ମଧ୍ୟ କରୁଛନ୍ତି । ଏହିସବୁ ଦୃଶ୍ୟ ଦେଖିଲେ ମନେ ହେଉନାହିଁ ଯେ ମାଉସୀ ଏଭଳି ଚୋରୀ ପ୍ରଥମ ଥର କରିଥିବେ । ତାଙ୍କ ଚୋରୀ କରିବାର କୌଶଳ କୁ ଦେଖିଲେ ମନେ ହେଉଛି ଯେମିତି ଅନେକ ଦିନରୁ ସେ ଚୋରୀ କରି ଆସୁଛନ୍ତି ।

ନଚେତ ଏଭଳି କୌଶଳ କ୍ରମେ କିଭଳି ମୋବାଇଲ ଦୋକାନ ରେ ଯାଇ ସେଠାରେ ଜିନିଷ କିଣିବା ବାହାନାରେ ଅନ୍ୟ ଗ୍ରାହକ ଙ୍କୁ ପର୍ସ ରୁ ମୋବାଇଲ ଲୁଚାଇ ଆଣି ନିଜ ପର୍ସ ରେ ରଖିଲେ, ତେବେ ଗୁରୁଜନ ଯଦି ଏଭଳି ଚୋରୀ ବିଦ୍ୟା କୁ ନେଇ ଆଗେଇବେ ତେବେ ଆଗାମୀ ଭବିଷ୍ୟତ କ’ଣ ହେବ ? ଅଜିଭଳି ଦିନରେ ଆମ୍ଭ ସମାଜ ଚୋର, ଡକାୟତ, ମାରପିଟ ଭଳି ନାନା ପ୍ରକାରର ଅପରାଧ ଦ୍ଵାରା ପରିପୂର୍ଣ୍ଣ ହେଉଛି ।

ପ୍ରତ୍ୟକ ଦିନ କିଛି ନ କିଛି ଅପରାଧିକ କାର୍ଯ୍ୟକଳାପ ଦେଖିବାକୁ ମିଳୁଛି । ତେବେ ଏଭଳି ଅପରାଧ ମାନ ନ କରି ବେଳ ଥାଉ ଥାଉ ସୁଧୁରିଯିବା ଉଚିତ କାରଣ ଇଶ୍ଵର ସବୁକିଛି ଦେଖୁଛନ୍ତି । ଯେ ଯେଉଁଭଳି କର୍ମ କରିବ ସେଭଳି ଫଳ ମଧ୍ୟ ତାକୁ ନିଶ୍ଚିତ ମିଳିବ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *