‘ଭାଉଜ ପ୍ରେମ ମିଠା, ସ୍ତ୍ରୀ ହେଲା ଆଳୁ ଭର୍ତ୍ତା, ମତେ ସେ…’ ସ୍ତ୍ରୀକୁ ଛାଡି ଭାଉଜ ସହ ସ୍ଵାମୀ କରୁଛି ଖେଳ, ସ୍ତ୍ରୀ ଯାହା କହିଲେ ଶୁଣିଲେ ଆପଣ କାବା ହେବେ, ଦେଖନ୍ତୁ Video

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ପୁଣିଥରେ ସାମ୍ନା କୁ ଆସିଲା ଆଉ ଏକ ଭାଉଜ ପ୍ରେମ । ୧୭ ବର୍ଷ ର ଭାଉଜ ପ୍ରେମ । ସ୍ତ୍ରୀ ପାଇଁ ବାହା ହୋଇ ନଥିଲେ କେବଳ ପିଲା ପାଇଁ ବାହା ହୋଇଥିଲେ । ବର୍ତ୍ତମାନ ପିଲା ହୋଇ ସାରିବା ପରେ ବାହାର କରିଦେବା ପାଇଁ ଟାର୍ଗେଟ ରଖିଛନ୍ତି । ତେବେ ଆପଣ ମାନଙ୍କୁ କହିବାକୁ ଚାହିଁବୁ ଯେ, ବିଦ୍ୟୁତପ୍ରଭା ସେଠୀ ନାମକ ଜଣେ ମହିଳା ତାଙ୍କ ସ୍ବାମୀ ଙ୍କ ପାଇଁ ଅଭିଯୋଗ ଆଣିଛନ୍ତି ।

ତାଙ୍କର କହିବାନୁଯାୟୀ ତାଙ୍କ ସ୍ୱାମୀ ତାଙ୍କୁ କେବଳ ପିଲା ପାଇଁ ବିବାହ କରିଥିଲେ । ଏବେ ପିଲା ହେବା ପରେ ତାଙ୍କ ସହିତ ରହିବାକୁ ଚାହୁଁ ନାହାନ୍ତି । ତେବେ କଣ ରହିଛି ସମ୍ପୂର୍ଣ୍ଣ କଥା ଆସନ୍ତୁ ସେହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା । ତେବେ ଅଭିଯୋଗକାରିଣୀ ବିଦ୍ୟୁତପ୍ରଭା ସେଠି ମିଡିଆ ସାମ୍ନା ରେ ଏହା କହିଛନ୍ତି ଯେ, ତାଙ୍କ ବିବାହ ର ଛଅ ମାସ ବହୁତ ଭଲ ରେ କଟିଥିଲା ।

କିନ୍ତୁ ତାଙ୍କ ସ୍ୱାମୀ ନିଜ ଭାଉଜ ଙ୍କ ସହିତ ସମ୍ପର୍କ ରଖିବା ଆରମ୍ଭ କରି ଦେଇଥିଲେ । ପରେ ଯେତେବେଳେ ସେ ଏହି ସମ୍ବନ୍ଧରେ ଜାଣିବାକୁ ପାଇଲେ ସେତେବେଳେ ତାଙ୍କ ଶାଶୁ ଓ ଶ୍ବଶୁର ମଧ୍ୟ ତାଙ୍କ ସ୍ବାମୀ ଙ୍କୁ ସପୋର୍ଟ କରିଲେ ଏବଂ ତାଙ୍କୁ ମାରପିଟ କରିଥିଲେ । ସେ ପୋଲିସ ଷ୍ଟେସନ ରେ ଅଭିଯୋଗ ଦେବା ପରେ ବି ତାଙ୍କୁ କୌଣସି ପ୍ରକାର ନ୍ୟାୟ ମିଳିନାହିଁ ।

ଏହା ସହିତ ସେ କହିଛନ୍ତି ଯେ, ତାଙ୍କ ସ୍ୱାମୀ ଚଳିବାକୁ ପଇସା ଦେଉ ନାହାନ୍ତି କି ଛୁଆ ଙ୍କ ମଧ୍ୟ ଧ୍ୟାନ ରଖୁ ନାହାନ୍ତି । ତାଙ୍କ ବିବାହ କୁ ୭ ବର୍ଷ ହୋଇ ସାରିଲାଣି । ତାଙ୍କ ଭାଉଜ ୧୦ ବର୍ଷ ହେବ ବିବାହ କରିଥିଲେ । ସଂକ୍ଷିପ୍ତ ରେ ଯଦି କହିବା ତେବେ ଦିଅର ଓ ଭାଉଜ ଙ୍କ ପ୍ରେମ ଦୀର୍ଘ ୧୭ ବର୍ଷ ହେବ ଚାଲିଥିଲା । ବିଦ୍ୟୁତପ୍ରଭା ଙ୍କ କହିବାନୁଯାୟୀ ତାଙ୍କ ସ୍ୱାମୀ ତାଙ୍କର ଦୁଇ ଛୁଆ ଙ୍କୁ ଛାଡ଼ି ଘରୁ ପଳାଇବାକୁ କହୁଛନ୍ତି ।

ପିଲା ମାନଙ୍କ ଆଗରେ ମଦ ପିଇବା ସହିତ ଅଶ୍ଳୀଳ ଭାଷା ର ପ୍ରୟୋଗ ମଧ୍ୟ କରୁଛନ୍ତି । ତାଙ୍କୁ ବିଭିନ୍ନ ପ୍ରକାର ହଇରାଣ ମଧ୍ୟ କରୁଛନ୍ତି । ଘରେ ତାଲା ମଧ୍ୟ ପକାଇ ଦେଉଛନ୍ତି ବୋଲି ସେ କହିଛନ୍ତି । ଏହା ସହିତ ସେ କହିଛନ୍ତି ଯେ, ତାଙ୍କ ସ୍ୱାମୀ କହୁଛନ୍ତି, ‘ମୋର ଭାଉଜ ପ୍ରେମ ମିଠା, ସ୍ତ୍ରୀ ହେଉଛି ଆଳୁ ଭର୍ତ୍ତା’ ।

ତେବେ ଶେଷରେ ମିଡିଆ ସାମ୍ନା ରେ ବିଦ୍ୟୁତପ୍ରଭା କହିଛନ୍ତି ଯେ, ତାଙ୍କ ପାରିବାରିକ ଜୀବନ ରେ ଭାଉଜ ଯେପରି ଦଖଲ ନ ଦିଅନ୍ତୁ ଏଥିପ୍ରତି ତାଙ୍କୁ ନ୍ୟାୟ ଦରକାର । ତେବେ ଏହି ସମ୍ବନ୍ଧରେ ଆପଣ ମାନେ ନିଜର କଣ ମତାମତ ରଖିବେ ତାହା ଆମକୁ ନିଶ୍ଚିତ ଭାବରେ ଜଣାଇବେ ।

Leave a Reply

Your email address will not be published. Required fields are marked *