ଦର୍ଶକ ବନ୍ଧୁ ଆପଣ ମାନେ ସମସ୍ତେ ଆମ ଭାରତୀୟ କ୍ରିକେଟ ଟିମରେ ଖେଳୁ ଥିବା ସମସ୍ତ ଖେଳାଳି ମାନଙ୍କୁ ନିଶ୍ଚୟ ଜାଣିଥିବେ । ଏହି ଖେଳାଳି ମାନେ ନିଜ ଦମଦାର ଖେଳ ଓ ନିଜ ଲାଇଫ ଷ୍ଟାଇଲ ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ତେବେ ଆଜି ଆମେ ଆପଣ ମାନଙ୍କୁ ଆମ ଭାରତୀୟ କ୍ରିକେଟ ଟିମରେ ଖେଳୁ ଥିବା କିଛି ଖେଳାଳି ମାନଙ୍କ ମହଙ୍ଗା ଘର ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ସବୁ ଖେଳାଳିଙ୍କ ମହଙ୍ଗା ଘର ବିଷୟରେ ।
୧. ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛି ଭାରତୀୟ କ୍ରିକେଟ ଟିମର ଦିଗଜ ଖେଳାଳି ହାର୍ଦିକ ପାଣ୍ଡିଆଙ୍କ ଘର । ହାର୍ଦିକ ଏକ ଫ୍ଲାଟରେ ରୁହନ୍ତି ତାଙ୍କ ଫ୍ଲାଟ ବହୁତ ବଡ । ସେ ତାଙ୍କ ଫ୍ଲାଟ ଭିତରେ କ୍ରିକେଟ ବି ଖେଳନ୍ତି । ହାର୍ଦିକଙ୍କ ଘରେ ଏକ ଜିମ ଅଛି ଆଉ ଏହି ଘରର ଦାମ ୧୫ କୋଟି ଟଙ୍କା ଅଟେ ।
୨. ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛନ୍ତି ଭାରତୀୟ କ୍ରିକେଟ ଟିମର ହିଟ ମ୍ୟାନ ରୋହିତ ଶର୍ମା । ରୋହିତ ଯେଉଁ ଆପାର୍ଟମେଣ୍ଟରେ ରୁହନ୍ତି ତାହା ମୁମ୍ବାଇର ସବୁଠାରୁ ବଡ ଏବଂ ମହଙ୍ଗା ଆପାର୍ଟମେଣ୍ଟ । ରୋହିତଙ୍କ ଘର ବହୁତ ସୁନ୍ଦର ଅଟେ । ରୋହିତଙ୍କ ଏହି ଆପାର୍ଟମେଣ୍ଟ ୧୦ ବିଏଚକେର ଅଟେ ଆଉ ଏହାର ଦାମ ୩୦ କୋଟି ଟଙ୍କା ଅଟେ ।
୩. ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ଭାରତୀୟ ଟିମର ପୂର୍ବତ୍ତମ କ୍ୟାପଟେନ ବିରାଟ କୋହିଲି । କୋହିଲିଙ୍କ ଘରେ ସମସ୍ତ ପ୍ରକାରର ସୁବିଧା ରହିଛି ଆଉ ତାଙ୍କ ଘର ଦେଖିବା ପାଇଁ ବି ବହୁତ ସୁନ୍ଦର । ମିଡିଆ ରିପୋର୍ଟସ ଅନୁସାରେ ବିରାଟଙ୍କ ଘରର ଦାମ ୪୦ କୋଟି ଟଙ୍କା ଅଛି । ବେଳେବେଳେ ବିରାଟଙ୍କ ଘର ଦେଖିବା ପାଇଁ ଫ୍ୟାନ୍ସ ମାନଙ୍କର ଭିଡ ଜମି ଯାଏ ।
୪. ବନ୍ଧୁଗଣ ଆମ ଲିଷ୍ଟର ଚତୁର୍ଥ ସ୍ଥାନରେ ଅଛନ୍ତି ସଚିନ ତେନ୍ଦୁଲକର । ସଚିନଙ୍କୁ କ୍ରିକେଟର ଭଗବାନ ବୋଲି ମାନା ଯାଏ । ସଚିନଙ୍କ ଘର ମୁମ୍ବାଇରେ ଅଛି ଆଉ ତାଙ୍କ ଘର ବହୁତ ସୁନ୍ଦର ନଜର ଆସେ । ତାଙ୍କ ଘରର ଦାମ ହେଉଛି ୮୫ କୋଟି ଟଙ୍କା । ସଚିନଙ୍କ ଘରେ ଏକ ବଢିଆ ସ୍ପେଶିଆଲ ରୁମ୍ ଅଛି ଯେଉଁଠି ସେମାନେ ଟିଭି ଦେଖନ୍ତି । ସଚିନଙ୍କ ଘରେ ସମସ୍ତ ସୁଖ ସୁବିଧା ଅଛି ।
୫. ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ମହେନ୍ଦ୍ର ସିଂହ ଧୋନୀ । ମହେନ୍ଦ୍ର ସିଂହ କ୍ରିକେଟରେ ସୁନାମ ଅର୍ଜନ କରିଛନ୍ତି ଆଉ ତାଙ୍କ ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି । ମହେନ୍ଦ୍ରଙ୍କ ଘର ଆପଣ ଦେଖି ପାରୁଥିବେ । ତାଙ୍କର ବହୁତ ବଡ ଆଉ ସୁନ୍ଦର ଘର ଅଛି । ମହେନ୍ଦ୍ରଙ୍କ ଘର କୌଣସି ରାଜ ମହଲ ଠାରୁ କମ ନୁହେଁ । ଏହା ସହ ତାଙ୍କ ଫାର୍ମ ହାଉସ ବି ବହୁତ ସୁନ୍ଦର ନଜର ଆସେ । ତେବେ ମହେନ୍ଦ୍ରଙ୍କ ଘରର ଦାମ ୭୦ କୋଟି ଟଙ୍କା ଅଟେ ।