ଏମାନେ ହେଲେ ଭାରତର Top 5 ସବୁଠୁ ସୁନ୍ଦରୀ ରାଜନେତା, ନମ୍ବର 1 ଙ୍କ ସୁନ୍ଦରତାରେ ତ ପୁରା ଦେଶ ଦିବାନା !

ନମସ୍କାର ବନ୍ଧୁଗଣ ତେବେ ଭାରତ ସୌନ୍ଦର୍ଯ୍ୟ ଓ ଗ୍ଲାମର କ୍ଷେତ୍ରରେ ଅନ୍ତରାଷ୍ଟ୍ରୀୟ ସ୍ଥରରେ ନିଜର ପରିଚୟ ସୃଷ୍ଟି କରିଛି । ଭାରତ ଅନେକଥର ମିସ ୟୁନିଭର୍ସ ଓ ମିସ ୱାର୍ଲଡ ସମ୍ମାନ ଲାଭ କରିସାରିଛି । ଆମ ଦେଶର ମହିଳାଙ୍କ ସୌନ୍ଦର୍ଯ୍ୟ କେବଳ ଏହିସବୁ ଆୱାର୍ଡରେ ସୀମିତ ନୁହେଁ । ରାଜନୀତି କ୍ଷେତ୍ରରେ ମଧ୍ୟ ଭାରତୀୟ ମହିଳାଙ୍କ ଅବଦାନ ରହିଛି । ଦେଶର କିଛି ଗ୍ଲାମରସ ମହିଳା ରାଜନେତ୍ରୀଙ୍କ ବିଷୟରେ ଜାଣିବା ।

୧- ପ୍ରଥମ ରେ ହେଉଛନ୍ତି ନୁସରତ ଜହାଁ  ନୁସରତ ଜହାଁ ଜଣେ ଗ୍ଲାମରସ ଭାରତୀୟ ଫିଲ୍ମ ଅଭିନେତ୍ରୀ ଓ ରାଜନେତା ମଧ୍ୟ । ବଙ୍ଗଳା ସିନେମାରେ ତାଙ୍କର ଏକ ବିଶେଷ ସ୍ଥାନ ରହିଛି । ସେ ୧୯୯୦ ଜାନୁଆରୀ ୮ ତାରିଖରେ କୋଲକାତାରେ ଜନ୍ମ ହୋଇଥିଲେ । ଭବାନୀପୁର ଏଜୁକେସନ ସୋସାଇଟି କଲେଜରୁ ସେ ସ୍ନାତକ କରିଛନ୍ତି ।

୨୦୧୯ ରେ ସେ ସକ୍ରିୟ ରାଜନୀତିରେ ଏଣ୍ଟ୍ରି କରିଥିଲେ । ସେହି ବର୍ଷ ସେ ତୃଣମୂଳ କଂଗ୍ରେସ ଟିକେଟରୁ ବଶିରପୁରରୁ ନିର୍ବାଚନ ଲଢ଼ିଥିଲେ । ୨୦୧୧ରେ ସେ ରାଜ ଚକ୍ରବର୍ତ୍ତୀଙ୍କ ଫିଲ୍ମ ‘ଶୋଟ୍ରୁ’ରୁ ଡେବ୍ୟୁ କରିଥିଲେ । ୨୦୧୯ ରେ ସେ ନିଖିଳ ଜୈନଙ୍କୁ ବିବାହ କରିଥିଲେ ।


୨- ଦ୍ଵିତୀୟ ରେ ହେଉଛନ୍ତି ଦିବ୍ୟା ସ୍ପନ୍ଦନା  । ତେବେ ସୁନ୍ଦରୀ ଦିବ୍ୟା ସ୍ପନ୍ଦନା ଫିଲ୍ମ ଜଗତରେ ରାମ୍ୟା ନାମରେ ଜଣାଶୁଣା । ସେ ଦକ୍ଷିଣ ଭାରତର ଜଣେ ଲୋକପ୍ରିୟ ଅଭିନେତ୍ରୀ । ସେ କନ୍ନଡ଼ ଫିଲ୍ମ ସହ ତାମିଲ ଓ ତେଲୁଗୁ ଫିଲ୍ମରେ ମଧ୍ୟ ଅଭିନୟ କରିଛନ୍ତି । ସେ ୧୯୮୨ ନଭେମ୍ବର ୨୯ ରେ ବେଙ୍ଗାଲୁରୁରେ ଜନ୍ମ ହୋଇଥିଲେ । ତାଙ୍କର ପ୍ରଥମ ଫିଲ୍ମ ୨୦୦୮ ରେ ରିଲିଜ ହୋଇଥିଲା । ଫିଲ୍ମଟି ହିଟ ହୋଇଥିଲା । ରାମ୍ୟା ୨୦୧୩ ରେ କଂଗ୍ରେସ ସଦସ୍ୟ ଭାବେ କର୍ଣ୍ଣାଟକ ମାଣ୍ଡ୍ୟା ନିର୍ବାଚନ ମଣ୍ଡଳୀରୁ ଉପନିର୍ବାଚନ ଜିତି ରାଜନୀତିରେ ପାଦ ରଖିଥିଲେ ।

୩- ତୃତୀୟ ରେ ହେଉଛନ୍ତି ଅଳକା ଲାମ୍ବା । ଅଳକା ଲାମ୍ବା ରାଜନୀତି ଛଡା ନିଜ ସୌନ୍ଦର୍ଯ୍ୟ ପାଇଁ ମଧ୍ୟ ବେଶ ଜଣାଶୁଣା । ୧୯ ବର୍ଷ ବୟସରେ ସେ କଂଗ୍ରେସର ଛାତ୍ର ସଂଘ NSUI ରେ ସାମିଲ ହୋଇଥିଲେ । ଯୁବପିଢ଼ିକୁ ସଶକ୍ତ କରିବା ଉଦ୍ଦେଶ୍ୟରେ ସେ ଏକ ଏନଜିଓ ‘ଗୋ ଇଣ୍ଡିଆ ଫାଉଣ୍ଡେସନ’ ଆରମ୍ଭ କରିଥିଲେ । କଂଗ୍ରେସରେ ୨୦ ରୁ ଅଧିକ ବର୍ଷ ଯାଏଁ ରହିବା ପରେ ସେ ଆମ ଆଦମୀ ପାର୍ଟିରେ ସାମିଲ ହୋଇଛନ୍ତି । ୨୦୧୫ ଫେବୃଆରୀରେ ଦିଲ୍ଲୀ ଚାନ୍ଦନୀ ଚୌକ ବିଧାନସଭା ନିର୍ବାଚନ ଲଢ଼ିଥିଲେ ଓ ଜିତିଥିଲେ ।


୪- ଚତୁର୍ଥ ରେ ହେଉଛନ୍ତି ଡିମ୍ପଲ ଯାଦବ  । ଡିମ୍ପଲ ଦେଖିବାକୁ ବହୁତ ସୁନ୍ଦର । ତାଙ୍କୁ ସବୁବେଳେ ଶାଢ଼ୀରେ ଦେଖିବାକୁ ମିଳେ । ସେ ଜଣେ ସୁନ୍ଦର ଗ୍ଲାମରସ ରାଜନେତା । ସେ କନ୍ନୌଜରୁ ଦୁଇଥର ସମାଜବାଦୀ ପାର୍ଟି ସାଂସଦ ହୋଇଛନ୍ତି । ତାଙ୍କର ସମ୍ବନ୍ଧ ରାଜନୈତିକ ପରିବାର ସହ ରହିଛି । ତାଙ୍କ ସ୍ୱାମୀ ଅଖିଲେଶ ଯାଦବ ଓ ଶ୍ୱଶୁର ମୁଲାୟମ ସିଂହ ଯାଦବ ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ।


୫- ପଞ୍ଚମ ରେ ହେଉଛନ୍ତି ଗୁଲ ପନାଗ । ଗୁଲ ପନାଗ ପୂର୍ବତନ ବ୍ୟୁଟି କ୍ୱିନ, ଭାରତୀୟ ଅଭିନେତ୍ରୀ ଓ ରାଜନେତ୍ରୀ । ୨୦୦୩ ରେ ସେ ଫିଲ୍ମ ‘ଧୂପ’ ଜରିଆରେ ବଲିଉଡରେ ଏଣ୍ଟ୍ରି କରିଥିଲେ । ସେ ଅନେକ ଫିଲ୍ମ ଓ ଟିଭି ସିରିଏଲରେ କାମ କରିଛନ୍ତି । ୨୦୧୪ ରେ ସେ ଚଣ୍ଡୀଗଡ଼ରୁ ଆମ ଆଦମୀ ପାର୍ଟି ଟିକେଟରୁ ଲୋକସଭା ନିର୍ବାଚନ ଲଢ଼ିଥିଲେ କିନ୍ତୁ ହାରିଯାଇଥିଲେ । ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *