ଭାରତର Top 10 ଧନୀ Cricketer, ନଂ 1 ନାମ ଆଉ ସମ୍ପତି ଜାଣିଲେ ଆପଣ ଚମକି ପଡିବେ

ନମସ୍କାର ବନ୍ଧୁଗଣ ତେବେ ଦୁନିଆରେ ଫୁଟବଲ ପରେ ଯେଉଁ ଖେଳକୁ ପସନ୍ଦ କରାଯାଏ ତାହା ହେଉଛି କ୍ରିକେଟ ଯାହା ପ୍ରଥମ ଥର ଇଂଲଣ୍ଡରେ ଆରମ୍ଭ ହୋଇଥିଲା । ଏହା ଅପରେ ପୁରା ଦେଶରେ ଖେଳି ଯାଇଥିଲା । ଆଜିକା ଡେଟରେ ଭାରତରେ କ୍ରିକେଟର ବିଶେଷ ମହତ୍ଵ ରହିଛି । ଭାରତରେ କ୍ରିକେଟକୁ ଧର୍ମ ଭାବେ ଦେଖାଯାଏ । କ୍ରିକେଟ ଦେଖିବାକୁ ଫ୍ୟାନ୍ସ ମାନେ ଅଧିକ ଆଗ୍ରହ ହୋଇଥାନ୍ତି ।

ଆଜ୍ୟ ଆମେ ଆପଣ ମାନଙ୍କୁ ଭାରତୀୟ କ୍ରିକେଟର ୧୦ ଜଣ ଧନୀ କ୍ରିକେଟର ମାନଙ୍କ ବିଷୟରେ କହିବାକୁ ଯାଉଛୁ । ତେବେ ଆସନ୍ତୁ ଜାଣିନେବା ସେମାନଙ୍କ ବିଷୟରେ । ୧- ପ୍ରଥମ ରେ ହେଉଛନ୍ତି ଗୌତମ ଗମ୍ଭୀର” । ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଗୌତମ ଗମ୍ଭୀର ଭାରତର ଧନୀ ବ୍ୟକ୍ତି ଭାବେ ପରିଚିତ ଅଟନ୍ତି । ସେ କ୍ରିକେଟ ଦୁନିଆରୁ ବିଦାୟ ନେଇ ରାଜନୀତିରେ ପାଦ ଦେଇହକଛନ୍ତି । ତାଙ୍କର ୧୪୭ କୋଟି ତାଙ୍କର ସମ୍ପତି ରହିଛି ।

୨- ଦ୍ଵିତୀୟ ରେ ହେଉଛନ୍ତି ରୋହିତ ଶର୍ମା” । ହିଟମ୍ୟାନ ନାମରେ ମସୁର ରୋହିତ ଶର୍ମା ଭାରତର ସଫଳ ବଲେବାଜ ଅଟନ୍ତି । ସେ ଭାରତର ଜଣେ ଧନୀ କ୍ରିକେଟର ସହ ଲୋକପ୍ରିୟ କ୍ରିକେଟର ମଧ୍ୟ ଅଟନ୍ତି । ତାଙ୍କର ୧୬୦ କୋଟି ତାଙ୍କର ସମ୍ପତି ରହିଛି ।


୩- ତୃତୀୟ ରେ ହେଉଛନ୍ତି ରାହୁଲ ଦ୍ରାବିଡ” । ଭାରତର ଲୋକପ୍ରିୟ ଏବଂ ଧନୀ କ୍ରିକେଟର ଭାବେ ରାହୁଲ ଦ୍ରାବିଡ ପରିଚିତ ଅଟନ୍ତି । ଭାରତର ସଫଳ ବଲେବାଜ ଭାବେ ରାହୁଲଙ୍କର ୧୭୨ କୋଟି ତାଙ୍କର ସମ୍ପତି ରହିଛି । ରାହୁଲଙ୍କୁ କୌଣସି ମ୍ଯାଚରେ ଆଉଟ କରିବା ଅନ୍ୟ ପକ୍ଷର ଟିମ ପାଇଁ ସହଜ ହୋଇ ନ ଥାଏ ।

୪-ଚତୁର୍ଥ ରେ ଅଛନ୍ତି ସୁରେଶ ରେନା” । ଏହି ଲିସ୍ଟରେ ଅନ୍ତରାଷ୍ଟ୍ରୀୟ କ୍ରିକେଟରୁ ବିଦାୟ ନେଇଥିବା ସୁରେଶ ରେନାଙ୍କ ନାଁ ମଧ୍ୟ ସାମିଲ ଅଛି । ତାଙ୍କର ସମୁଦାୟ ୧୮୫ କୋଟି ତାଙ୍କର ସମ୍ପତି ରହିଛି । ତେବେ ସେ ଜଣେ ଲୋକପ୍ରିୟ କ୍ରିକେଟର ଭାବରେ ମଧ୍ୟ ପରିଚିତ ।

୫- ପଞ୍ଚମ ରେ ହେଉଛନ୍ତି ଯୁବରାଜ ସିଂ” । ତେବେ ଭାରତର ପୂର୍ବତନ ଅଲରାଉଣ୍ଡର ଯୁବରାଜ ସିଂ ନିଜର ଭଲ ପ୍ରଦର୍ଶନ ଯୋଗୁ ଅନେକ ମ୍ଯାଚ ଜିତିଛନ୍ତି । ସେ ୨୦୦୭ରେ ଟି-୨୦ ୱାର୍ଲ୍ଡକପ ଓ ୨୦୧୧ରେ ୱାର୍ଲ୍ଡକପ ଜିତିବାରେ ମୁଖ୍ୟ ଭୂମିକାରେ ଥିଲେ । ତାଙ୍କର ୨୫୫ କୋଟି ଟଙ୍କାର ସମ୍ପତି ରହିଛି ।


୬- ଷଷ୍ଠ ରେ ହେଉଛନ୍ତି ବିରେନ୍ଦ୍ର ସେହବାଗ” । ଭାରତର ମସୁର ପୂର୍ବ ସଲାମୀ ବଲେବାଜ ବିରେନ୍ଦ୍ର ସେହବଗ ଭାରତର ଲୋକପ୍ରିୟ ସହ ଧନୀ ମଧ୍ୟ ଅଟନ୍ତି । ମିଡିଆ ରିପୋର୍ଟ ଅନୁଯାୟୀ ତାଙ୍କର ୨୮୬ କୋଟି ତାଙ୍କର ସମ୍ପତି ରହିଛି ।

୭- ସପ୍ତମ ରେ ହେଉଛନ୍ତି ସୌରଭ ଗାଙ୍ଗୁଲି” । ଭାରତର ପୂର୍ବତମ କପ୍ତାନ ଓ ମହାନ ବଲେବାଜ ସୌରଭ ଗାଙ୍ଗୁଲି ଭାରତର ଜଣେ ଧନୀ କ୍ରିକେଟର ଅଟନ୍ତି । ସେ ବିସିସିଆଇ ରେ ଅଧ୍ୟକ୍ଷ ଭାବେ ନିଯୁକ୍ତ ଅଛନ୍ତି । ତାଙ୍କର ୪୧୬ କୋଟି ତାଙ୍କର ସମ୍ପତି ରହିଛି ।

୮- ଅଷ୍ଟମ ରେ ହେଉଛନ୍ତି ବିରାଟ କୋହଲି” । ଆଜିକା ଡେଟରେ ବିରାଟ କୋହଲି ବିଶ୍ଵ କ୍ରିକେଟରେ ରାଜ କରୁଛନ୍ତି । ଭାରତୀୟ କ୍ରିକେଟ ଟିମର କପ୍ତାନ ବିରାଟ ଭାରତର ଧନୀ କ୍ରିକେଟର ଅଟନ୍ତି । ତାଙ୍କୁ ବର୍ତ୍ତମାନ ୩୨ ବର୍ଷ ହୋଇଥିଲେ ମଧ୍ୟ ସେ ୭୭୦ କୋଟି ତାଙ୍କର ମାଲିକ ଅଟନ୍ତି ।


୯-ନବମ ରେ ହେଉଛନ୍ତି ମହେନ୍ଦ୍ର ସିଂ ଧୋନୀ” । ଆମ ଲିଷ୍ଟର ନବମ ସ୍ଥାନରେ ଅଛନ୍ତି ମହେନ୍ଦ୍ର ସିଂ ଧୋନୀ ଯିଏ ନିଜ କମ୍ପାନୀରେ ଭାରତକୁ ୩ଟି ଆଇସିସି ଖିତାବ ଦେବାରେ ସଫଳ ହୋଇଛନ୍ତି । ୨୦୨୦ରେ ଅନ୍ତରାଷ୍ଟ୍ରୀୟ କ୍ରିକେଟରୁ ବିଦାୟ ନେଇଥିବା ଧୋନୀଙ୍କର ୭୮୫ କୋଟି ତାଙ୍କର ସମ୍ପତି ରହିଛି ।


୧୦- ଦଶମ ରେ ହେଉଛନ୍ତି ସଚିନ ତେନ୍ଦୁଲକର” । ଭାରତରେ କ୍ରିକେଟକୁ ଧର୍ମର ଆଖ୍ୟା ଦିଆଯାଇ ଥିବା ବେଳେ ଭାରତୀୟ ଟିମର କ୍ରିକେଟର ସଚିନ ତେନ୍ଦୁଲରଙ୍କୁ ଭଗବାନ ବୋଲି କୁହାଯାଏ । ସେ ଭାରତର ସବୁଠାରୁ ଧନୀ କ୍ରିକେଟର ଅଟନ୍ତି । ମାଷ୍ଟର ବ୍ଳାଷ୍ଟର ସଚିନଙ୍କର ସମ୍ପତି ହେଉଛି ୧୧୧୦ କୋଟି ଟଙ୍କା । ସେ ମୁମ୍ବାଇରେ ୮୦ କୋଟି ତାଙ୍କର ଘରେ ରୁହନ୍ତି ।

ତେବେ ଏହି ଲେଖା ଟି ପସନ୍ଦ ଆସିଲେ ନିଜର ମତାମତ ନିଶ୍ଚିତ ଭାବରେ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *