ବନ୍ଧୁଗଣ ଆପଣ ମାନେ ସମସ୍ତେ ବିଶ୍ଵରେ ଅନ୍ତଃ ରାଷ୍ଟ୍ରୀୟ ସ୍ତରରେ ଖେଳୁ ଥିବା ସମସ୍ତ ଖେଳାଳି ମାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ସମସ୍ତ ଖେଳାଳି ନିଜ ଦମଦାର ଖେଳ ପଦର୍ଶନ ହେଉ ବା ନିଜ ପର୍ଶନାଲ ଲାଇଫ ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଯେଉଁ ଖେଳାଳି ଜଣକଙ୍କ ବିଷୟରେ କହିବାକୁ ଯାଉଛୁ ସେ କ୍ରିକେଟ ଖେଳରେ ସୁନାମ ଅର୍ଜନ କରିଛନ୍ତି । ଏହି ଖେଳାଳି ଜଣକ ଆଉ କେହି ନୁହେଁ ଏ ହେଉଛନ୍ତି ମାକ୍ସୱେଲ ।
ବନ୍ଧୁଗଣ ଆପଣ ମାନେ ସମସ୍ତେ ଅଷ୍ଟ୍ରେଲିଆ ଟିମର ଦିଗଜ ଖେଳାଳି ମାକ୍ସୱେଲଙ୍କୁ ବେସ ଭଲ ଭାବରେ ଜାଣିଥିବେ । ମାକ୍ସୱେଲ ନିଜ ଦମଦାର ଖେଳ ପଦର୍ଶନ ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ମାକ୍ସୱେଲଙ୍କ ଫ୍ୟାନ୍ସ କେବଳ ଅଷ୍ଟ୍ରେଲିଆରେ ନୁହେଁ ଆମ ଭାରତରେ ବି ଅଛନ୍ତି କାରଣ ଗୋଟେ ଖେଳାଳିର ଦେଶ ଦେଖି ତାକୁ ଲୋକ ପସନ୍ଦ କରି ନଥାନ୍ତି ତାର ଖେଳ ଦେଖି ପସନ୍ଦ କରନ୍ତି ।
ତେବେ ବନ୍ଧୁଗଣ ଗତ କିଛି ସମୟ ମାକ୍ସୱେଲଙ୍କ ସହ ଜଡିତ ଏକ ବଡ ଖବର ସାମ୍ନାକୁ ଆସୁଛି । ଏହି ଖବର ବିଷୟରେ ଜାଣିଲେ ଆପଣ ମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ ଓ ଖୁସି ମଧ୍ୟ ହେବେ । ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ ତା ହେଲେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ । ବନ୍ଧୁଗଣ ମାର୍ଚ୍ଚ ମାସରେ ମାକ୍ସୱେଲ ବିବାହ କରିବାକୁ ଯାଉଛନ୍ତି ତାମିଲ ଝିଅକୁ ବାହା ହେବେ ମାକ୍ସୱେଲ ।
ସରିଛି ନିର୍ବନ୍ଧ ଓ କାର୍ଡ ଛପା । ଇଣ୍ଡିଆ ଜ୍ଵାଇଁ ହେବାକୁ ଯାଉଛନ୍ତି ଗ୍ଲେନ ମାକ୍ସୱେଲ । ଭାରତୀୟ ବଂଶ ଉଦ୍ଭବ ବିନି ରମନଙ୍କ ସହ ମାକ୍ସୱେଲ ମାର୍ଚ୍ଚ ମାସ ୨୭ ତାରିଖରେ ବିବାହ କରିବାକୁ ଯାଉଛନ୍ତି । ୨୦୨୦ରୁ ମେଲଭନରେ ଉଭୟଙ୍କ ନିର୍ବନ୍ଧ ସରିଥିବା ବେଳେ କରୋନା କାରଣରୁ ସ୍ଥଗିତ ହୋଇଥିଲା ବିବାହ । ଆସନ୍ତା ମାର୍ଚ୍ଚ ୨୭ରେ ଭାରତୀୟ ପରମ୍ପରାରେ ବିବାହକୁ ନେଇ ଘୋଷଣା କରିଛନ୍ତି ମାକ୍ସୱେଲ ।
ବିନି ରମନ ତାମିଲ ବ୍ରାହ୍ମଣ ପରିବାରରୁ ହୋଇଥିବାରୁ ତାମିଲ ଭାଷାରେ ବିବାହ କାର୍ଡ ଛପା ଯାଇଥିବାର ଦେଖିବାକୁ ମିଳିଛି । ଅଷ୍ଟ୍ରେଲିଆର ମେଲଭନରେ ଏହି ବିବାହ ହେବ । ତେବେ ବିନି ରମନ ତାମିଲ ଝିଅ ହୋଇଥିଲେ ମଧ୍ୟ ସେ ମେଲଭନରେ ଜନ୍ମ ଗ୍ରହଣ କରିଥିଲେ । ସେ ଜନ୍ମ ହେବା ପୂର୍ବରୁ ତାଙ୍କ ପରିବାର ଲୋକ ଅଷ୍ଟ୍ରେଲିଆରେ ରହୁଥିଲେ ତେଣୁ ବିବାହ ପରେ ଯଦି ବିନି ଅଷ୍ଟ୍ରେଲିଆ ଯାନ୍ତି ତା ହେଲେ ସେ ବହୁତ ଖୁସିରେ ରହିବେ କାରଣ ତାଙ୍କ ପାଇଁ ଅଷ୍ଟ୍ରେଲିଆ ନୂଆ ନୁହେଁ ।
ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।