Breaking News- ମାର୍ଚ୍ଚ 28 ଓ 29 ରେ ଭାରତ ବନ୍ଦ, ଜାଣନ୍ତୁ କଣ ରହିବ ଖୋଲା ଓ କଣ ବନ୍ଦ…

ବନ୍ଧୁଗଣ, କେନ୍ଦ୍ରୀୟ ଡ୍ରେଡ ସନ୍ଧୋ ୨୮ ଏବଂ ୨୯ ମାର୍ଚ କୁ ଭାରତ ବନ୍ଦ ର ଆହ୍ଵାନ ଦେଇଛନ୍ତି । ଏହି ଭାରତ ବନ୍ଦ ସରକାର ଙ୍କ ନୀତି ଗୁଡିକ ବିପକ୍ଷ ରେ କରାଯିବ । ବ୍ୟାଙ୍କିଙ୍ଗ, ବୀମା ଏବଂ ବିକ୍ରିୟ କ୍ଷେତ୍ରରେ ଏହି ଆହ୍ଵାନ ର ହିସା ହେବ । କେନ୍ଦ୍ରୀୟ ଟ୍ରେଡ ସନ୍ଧୋ ରେ ଏକ ଫର୍ମ ରେ ୨୮ ମାର୍ଚ ଏବଂ ୨୯ ମାର୍ଚ କୁ ଭାରତ ବନ୍ଦ ର ଆହ୍ଵାନ ଦେଇଛନ୍ତି । ଏହି ଭାରତ ବନ୍ଦ ମୋଦୀ ସରକାର ଙ୍କ ଏହି ନୀତି ଗୁଡ଼ିକକୁ ଆଧାର କରାଯାଇଅଛି, ଯାହା କି କର୍ମଚାରୀ, କୃଷକ, ଏବଂ ସାଧାରଣ ଲୋକ ଙ୍କ ଉପରେ ଖରାପ ପ୍ରଭାବ ପକାଉଛି ।

ଏହାକୁ ଅସଫଳ ବନାଇବା ନିମନ୍ତେ ରାଜ୍ୟ ସରକାର ରୋକ ଲଗାଇ ପାରନ୍ତି । ବିଜୁଳି ବିଭାଗ କର୍ମଚାରୀ ତଥା ରୋଡବ୍ରିଜ ଏବଂ ଟ୍ରାନ୍ସପୋର୍ଟ ମଧ୍ୟ ଏହି ଭାରତ ବନ୍ଦ ଡାକରା କୁ ସମର୍ଥନ କରିଛନ୍ତି । କୁହାଯାଉଅଛି ଯେ ବ୍ୟାଙ୍କିଙ୍ଗ, ବିଜୁଳି ତଥା ବିକ୍ରିୟ ବିଭାଗ ର କର୍ମଚାରୀ ମଧ୍ୟ ଏହି ହରତାଳ ର ହିସା ହେବେ ।

ଟ୍ରେଡ ସନ୍ଧୋ କୋଇଲା, ପୋଷ୍ଟଲ, ଆୟକର, ବ୍ୟାଙ୍କ ଏବଂ ବୀମା କ୍ଷେତ୍ରରେ ଏହି ହରତାଲ ର ସୂଚନା ଦେବାଭଳି ନୋଟିସ ପଠା ଯାଇଅଛି । ଦାବି କରାଯାଉଅଛି ଯେ କେନ୍ଦ୍ର ର ବିଜେପି ସରକାର ନିଜ ନୀତି ରେ କାମଗାର ବର୍ଗ ଲୋକ ଙ୍କୁ ହଇରାଣ କରୁଛନ୍ତି । ଏହି ଭାରତ ବନ୍ଦ କାରଣରୁ ଅନେକ କାମ କାର୍ଯ୍ୟ ବନ୍ଦ ରହିବାର ଅନୁମାନ ଲଗାଯାଉଅଛି ।

ସବୁଠାରୁ ବଡ ଆସର ବ୍ୟାଙ୍କ ଉପରେ ଦେଖିବାକୁ ମିଳିପାରେ । ଏବଂ ଆଶା କରାଯାଉଛି ଯେ ୨୮ ଏବଂ ୨୯ ମାର୍ଚ କୁ ବ୍ୟାଙ୍କ ର କାମ ବହୁତ ପ୍ରଭାବିତ ହେବ । ଏହାର ବହୁତ ଅଧିକ ଅସର ଟ୍ରାନ୍ସପୋର୍ଟ ବ୍ୟବସ୍ଥା ଉପରେ ମଧ୍ୟ ପଡିପାରେ । ସାଧାରଣ ଜନତା ମଧ୍ୟ ଏଥିରେ ବହୁତ ପ୍ରଭାବିତ ହେବେ ବୋଲି ଆଶା କରାଯାଉଅଛି । କାରଣ ଭାରତ ବନ୍ଦ ରେ ଜନସାଧାରଣ ଅନେକ ସ୍ଥାନ କୁ ଯାତାୟାତ କରି ପାରିବେ ନାହିଁ ।

କିନ୍ତୁ ଜରୁରୀ କାଳୀନ ପରିସ୍ଥିତି ରେ ହସ୍ପିଟାଲ କୁ ଯାତାୟାତ କରିବାରେ ପ୍ରତିବନ୍ଧକ ନାହିଁ ବୋଲି କୁହାଯାଇଅଛି । ତେବେ ବନ୍ଧୁଗଣ ଏହି ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *