Vastu Tips- ଭଲ ସମୟ ଆସିବା ପୂର୍ବରୁ ଭଗବାନ ଦେଇଥାନ୍ତି ଏହି 8 ଟି ଜିନିଷ, କଣ ଆପଣଙ୍କୁ ମିଳୁଛି ଏମିତି ଜିନିଷ

ନମସ୍କାର ବନ୍ଧୁଗଣ ତେବେ ଜୀବନରେ ସମସ୍ତେ ସଫଳତା ପାଇବାକୁ ଚାହାଁନ୍ତି । ସେଥିପାଇଁ କଠିନ ପରିଶ୍ରମ ମଧ୍ୟ କରନ୍ତି । ତେବେ ଯଦି ଆଜି କାହାର ଖରାପ ସମୟ ଚାଲିଛି କାଲି ତାର ଭଲ ସମୟ ଚାଲିବ । ମଣିଷ ଜୀବନରେ ଯେତେବେଳେ ବି ଭଲ ଦିନ ଆସିବାକୁ ଥାଏ ବା କିଛି ସଫଳତା ମିଳିବାକୁ ଥାଏ, ତାହାର ସଂକେତ ଭଗବାନ ପୂର୍ବରୁ ହିଁ ଦେଇ ଦେଇଥାନ୍ତି । ଏହି ସଂକେତ ଗୁଡ଼ିକୁ ଆମେ ସହଜରେ ଜାଣିପାରୁନା ।

ତେବେ ଯେବେ ନାରଦ ମୁନି ବୈକୁଣ୍ଠ ଧାମରେ ପହଁଚି ଶ୍ରୀହରି ବିଷ୍ଣୁଙ୍କୁ ଏହି ସଂକେତ ବିଷୟରେ ପଚାରିଥିଲେ ତ ଶ୍ରୀହରି ବିଷ୍ଣୁ ସ୍ୱୟଂ କହିଥିଲେ ମନୁଷ୍ୟଙ୍କ ପାଖକୁ ଏମିତି ସଂକେତ ପହଂଚାଇ ଥାନ୍ତି ଯାହା ମଣିଷ ତାର ଆଗକୁ ଆସୁଥିବା ସମୟ ବିଷୟରେ ଜାଣିପାରିବେ । ଏହି ସଂକେତ ପ୍ରକୃତି ଦ୍ୱାରା ପଶୁପକ୍ଷୀ ଦ୍ୱାରା ଏବଂ ମୋର ଭକ୍ତ ଦ୍ୱାରା ମଧ୍ୟ ହୋଇପାରେ କେବଳ ମନୁଷ୍ୟଙ୍କୁ ତାହା ବୁଝିବାର ଜାଣିବାର ଆବଶ୍ୟକତା ଅଛି । ବତେବେ ଆସନ୍ତୁ ଜାଣିବା ସେହି ସଂକେତ ଗୁଡିକ ବିଷୟରେ ।

୧- ପ୍ରଥମ ରେ ଯଦି ଗାଈ ଆପଣଙ୍କର ଅଗଣାକୁ ବାରମ୍ବାର କିଛି ଖାଇବାକୁ ଆସିଯାଉଥାଏ ମାଙ୍କଡ଼ କିଛି ଜିନିଷ ଉଠେଇ କରି ନେଇଯାଏ ବିଲେଇ ଆପଣଙ୍କର ଘରେ ଛୁଆ ଜନ୍ମ କରେ ଏବଂ ପକ୍ଷୀ ଘର ଅଗଣାରେ ତାର ବସା ବାନ୍ଧିଥାଏ ଏହିପରି କିଛି ସଂକେତ ଦର୍ଶାଇଥାଏ କି ଆପଣଙ୍କର ଆଗକୁ ଆସୁଥିବା ସମୟ ଆପଣଙ୍କୁ ବଳବାନ ବନେଇବୁ ଯାହା ଦ୍ୱାରା ଆପଣ ଆପଣଙ୍କର ଜୀବନରେ ଗୋଟିଏ ଯୋଗ୍ୟ ପଦବୀରେ ପିହଁଚିବାକୁ ଯାଉଛନ୍ତି ।


୨- ଦ୍ଵିତୀୟ ରେ ତେବେ ଆପଣ ଜାଣିଥିବେ କି ଶିଶୁ ଙ୍କ ଦେହ ରେ ସ୍ୱୟଂ ଈଶ୍ୱର ବାସ କରନ୍ତି । ତେବେ ଯଦି ଛୋଟ ଝିଅ ବା ଶିଶୁ ଆପଣଙ୍କୁ ଦେଖିକି ବାରମ୍ବାର ହସୁଥାଏ କିମ୍ବା ଆପଣଙ୍କର ଘରେ ତାଙ୍କର ଆଗମନ ହୋଇଥାଏ ଏବଂ ଆପଣଙ୍କର ଘରେ ଖୁସିରେ ଖେଳିଥାଏ ତ ଏହାକୁ ବହୁତ ଶୁଭ ସଂକେତ ମାନାଯାଇଥାଏ । ଆପଣଙ୍କ ଜୀବନରେ ଖୁସି ଆସିବାକୁ ଯାଉଛି ଏବଂ ନୂଆ ସମ୍ପର୍କ ଆପଣଙ୍କ ଜୀବନରେ ଯୋଡି ହେବାକୁ ଯାଉଛି । ଏହିପରି ସଂକେତ ଆପଣଙ୍କୁ ଇଶ୍ୱରଙ୍କ କୃପା ଦ୍ୱାରା ହିଁ ପ୍ରାପ୍ତ ହୋଇଥାଏ ।


୩- ତୃତୀୟ ରେ ଯଦି ସନ୍ଧ୍ୟା ସମୟରେ ଯଦି ଆପଣଙ୍କୁ କ୍ଷୀର ପୁର୍ଣ ପାତ୍ର କିମ୍ବା ଜଳ ପୁର୍ଣ ପାତ୍ର କାହା ଦ୍ୱାରା ପ୍ରାପ୍ତ ହୋଇଯାଏ କିମ୍ବା କୌଣସି ମିଠା ଦ୍ରବ୍ୟ ଆପଣଙ୍କୁ ପ୍ରାପ୍ତ ହୋଇଯାଏ ତ ଏହି ସଂକେତ ଆପଣଙ୍କ ଜୀବନରେ ଶୁଭ ସମୟ ଆରମ୍ଭ ହେବାର ସଂକେତ ଦେଇଥାଏ ।

୪- ଚତୁର୍ଥ ରେ ଘରକୁ ପ୍ରିୟ ଅତିଥୀଙ୍କର ଆଗମନ ହେବା ସୁନା ଏବଂ ଚାନ୍ଦି ପ୍ରାପ୍ତ ହେବାର ସଂକେତ ଦେଇଥାଏ । ମହିଳା ମାନଙ୍କ ବାମ ପଟ ଅଙ୍ଗ ଏବଂ ପୁରୁଷଙ୍କ ଡାହାଣ ପଟ ଅଙ୍ଗ ଡେଇଁବା ବହୁତ ଶୁଭ ମାନାଯାଏ । ଏହିସବୁ ସଂକେତ ଆପଣଙ୍କ ଜୀବନରେ ଆଗକୁ ଆସୁଥିବା ସମୟ ବିଷୟରେ ସୂଚନା ଦେଇଥାଏ ।

୫- ପଞ୍ଚମ ରେ ତେବେ ବେଳେ ବେଳେ ଆପଣଙ୍କର ମନ ବିନା କାରଣରେ କେତେଥର ପ୍ରସନ୍ନ ହୋଇଥିବ ଆପଣଙ୍କର ଚେହେରା ଖୁସିପୁର୍ଣ ରହିଥାଏ ଆପଣ କ୍ରୋଧ ଠାରୁ ଦୂରେଇ ଯାଇଥାନ୍ତି ଏହି ସଂକେତ ଦର୍ଶାଇଥାଏ କି ଆପଣଙ୍କ ଜୀବନରେ ଖୁସିରେ ଆଗମନ ହେବାକୁ ଯାଉଛି । ଯାହା ଦ୍ୱାରା ଆପଣ ସବୁବେଳେ ଖୁସି ରହିବେ । ଯାହା ଆମେ କେବେ ଭାବି ନଥାଉ ସେହି ସମୟରେ ଆମକୁ ଖୁସି ଖବର ମିଳିଯାଇଥାଏ । ଆମ ଭିତରେ ଇଶ୍ଵର ବାସ କରିଥାନ୍ତି ସେଥିପାଇଁ ମନ ଖୁସି ରହିବା ସବୁଠାରୁ ବଡ଼ ଶୁଭ ସଂକେତ ମାନାଯାଇଥାଏ ।


୬- ଷଷ୍ଠ ରେ ଯଦି ଆପଣଙ୍କର ଆଖି ବ୍ରହ୍ମ ମୁହୂର୍ତ୍ତରେ ଖୋଲି ଯାଉଥାଏ ଏବଂ ଆପଣଙ୍କୁ ଇଶ୍ୱରଙ୍କର ସ୍ମରଣ ହୋଇଯାଏ କିମ୍ବା ଆପଣଙ୍କୁ ଏପରି ଲାଗେ କି ଆପଣଙ୍କୁ ଯେମିତି କିଏ କୌଣସି ଦିଗ ଆଡ଼କୁ ନେଇଯାଉଛି ତ ବୁଝି ଯାଆନ୍ତୁ ଆପଣ ଜୀବନରେ ସଫଳତାର ନୂଆ ରାସ୍ତା ଖୋଲିଯାଇଛି । ସ୍ଵୟଂ ଭଗବାନ ଆପଣଙ୍କୁ ସମର୍ଥନ

୭- ସପ୍ତମ ରେ ଅନେକ ସମୟରୁ ଚାଲି ଆସୁଥିବା ଖର୍ଚ୍ଚ ଏବଂ ଆସୁଥିବା ସଙ୍କଟ ଟଳିବାକୁ ଲାଗିଥାଏ ଏବଂ ଧନର ନୂତନ ସ୍ରୋତ ଖୋଲିବାକୁ ଲାଗିଯାଏ ତ ଏହି ସଂକେତରୁ ବୁଝି ଯାଆନ୍ତୁ ଯେ ଆପଣଙ୍କର ଖରାପ ସମୟ ଏବେ ସମାପ୍ତ ହେବାକୁ ଯାଉଛି । ଏବଂ ମା ଲକ୍ଷ୍ମୀଙ୍କର ଆପଣଙ୍କ ଘରକୁ ଆଗମନ ହେବାକୁ ଯାଉଛି । ଘରକୁ ଧନର ଆଗମନ ହେବାକୁ ଯାଉଛି ।


୮- ଅଷ୍ଟମ ରେ ଯଦି ଆପଣ ସକାକୁ ସକାଳୁ ଆପଣ ଘରୁ କିଛି ଶୁଭ କାର୍ଯ୍ୟ ପାଇଁ ବାହାରିଥାଆନ୍ତି ଏବଂ ଆପଣଙ୍କୁ ଗୋମାତାଙ୍କର ଦର୍ଶନ ହୋଇଯାଏ କିମ୍ବା ଆପଣଙ୍କୁ ରାସ୍ତାରେ କୌଣସି ସାଧୁ ସନ୍ଥ ଆଶୀର୍ବାଦ କରିଥାନ୍ତି ତ ଏହାକୁ ବହୁତ ଶୁଭ ସଂକେତ ମାନାଯାଇଥାଏ । ଏହାର ଅର୍ଥ ଏହା ହୋଇଥାଏ କି ଆପଣଙ୍କର ସେହି କାର୍ଯ୍ୟ ନିଶ୍ଚୟ ସଫଳ ହେବ ।

ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *