ଭଲ ସମୟ ଆସିବା ପୂର୍ବରୁ ଭଗବାନ ଦେଇଥାନ୍ତି ଏହି 10 ସଙ୍କେତ, କଣ ଆପଣଙ୍କୁ ମିଳୁଛି ଏମିତି ସଙ୍କେତ ?

ନମସ୍କାର ବନ୍ଧୁଗଣ ତେବେ ଆସନ୍ତୁ ଜାଣିବା ସେହି ସଙ୍କେତ ବିଷୟରେ ଯଦି ଆପଣଙ୍କୁ ମିଳୁଛି ଏହ ସଙ୍କେତ ତେବେ ଖୁବ୍ ଶୀଘ୍ର ଆପଣ କୋଟିପତି ହେବାକୁ ଯାଉଛନ୍ତି ଏବଂ ଆପଣଙ୍କ ସମୟ ଭଲ ହେବାକୁ ଯାଉଛି । କିଛି ଲୋକ ମାନିଥାନ୍ତି ସବୁ କିଛି ପରିଶ୍ରମ କରିବା ଦ୍ୱାରା ମିଳିଥାଏ କିନ୍ତୁ ଏମିତି କିଛି ଜିନିଷ ଥାଏ ଯାହା ଜୀବନରେ ଭାଗ୍ୟର ବଳବାନ ହିସାବରେ ମିଳିଥାଏ । ଭାରତୀୟ ହେବା ଦ୍ଵାରା ଆମେ ନିଜର ଶାସ୍ତ୍ର ଉପରେ ଅଧିକ ବିଶ୍ୱାସ କରିଥାନ୍ତି ।

ଆଜି ଆସନ୍ତୁ ଶାସ୍ତ୍ରରେ ବର୍ଣ୍ଣିତ କିଛି ସଙ୍କେତ ବିଷୟରେ ଜାଣିବା ଏବଂ ଯଦି ଏହି ସଙ୍କେତ ଆପଣଙ୍କୁ ମିଳୁଛି ତାହେଲେ ନିକଟ ଭବିଷ୍ୟତରେ ଆପଣ ଧନବାନ ହେବାକୁ ଯାଉଛନ୍ତି । ତେବେ ଆସନ୍ତୁ ଜାଣିନେବା । ୧- ଆମ ସମସ୍ତଙ୍କ ଜୀବନରେ କେବେନା କେବେ ଶୁଭଦିନ ହୋଇଥାଏ ଏବଂ ଯଦି ସେହି ସମୟରେ ଆପଣକୁ କେଉଁଠୁ ଧନ ପ୍ରାପ୍ତି ହୋଇଥାଏ ତାହେଲେ ଜାଣି ନିଅନ୍ତୁ ଆପଣଙ୍କ ଉପରେ ମା ଲକ୍ଷ୍ମୀ ସନ୍ତୁଷ୍ଟ ହୋଇଛନ୍ତି ଏବଂ ଆହୁରି ଧନ ଆସିବ ଆପଣଙ୍କ ଜୀବନରେ ।

୨- ଦ୍ଵିତୀୟ ରେ ସକାଳୁ ଉଠିବା ସମୟରେ ଆପଣ ନିଜ ଆଖପାଖରେ ଯଦି କିଛି ମନ୍ଦିରର ଶବ୍ଦ ଯେପରିକି ଶଙ୍ଖ, ଘାଣ୍ଟି କିମ୍ବା କିଛି ମଧୁର ଭଜନ ଶୁଣନ୍ତି ତାହେଲେ ଏହା ଶାସ୍ତ୍ରରେ ଆସୁଥିବା ଭଲ ମାର୍ଗର ସଙ୍କେତ ବୋଲି କୁହାଯାଇଥାଏ ।

୩- ତୃତୀୟ ରେ ଝିଣ୍ଟିକା । ତେବେ ଝିଣ୍ଟିକା ନାମ ଶୁଣିଲେ ହସ ଲାଗୁଥିବ କିନ୍ତୁ ଟିକେ ରହିଯାନ୍ତୁ ଝିଣ୍ଟିକାର ଶବ୍ଦ ଶୁଣିବା ଆଉ ତାକୁ ଦେଖିବାର ମାନେ ଆପଣଙ୍କ ଖରାପ ଦିନ ଶେଷ ହେବାର ସଙ୍କେତ ବୋଲି ଶାସ୍ତ୍ରରେ ବର୍ଣ୍ଣିତ ଅଛି ।

୪- ଚତୁର୍ଥ ରେ ଘୁଷୁରୀ । ତେବେ ଘୁଷୁରୀକୁ ଦୁନିଆ ସାରା ଭଲ ଭାଗ୍ୟ ଆଣିଥାଏ ବୋଲି ମାନ୍ୟତା ରହିଥାଏ ସେଥିପାଇଁ ଶାସ୍ତ୍ରରେ ଘୁଷୁରୀକୁ ଶୁଭ ବିଚାର କରାଯାଇଥାଏ ।


୫- ପଞ୍ଚମ ରେ ଡ଼ଲଫିନ । ତେବେ ଡ଼ଲଫିନ ମଣିଷର ଭଲ ବନ୍ଧୁ ବୋଲି ବିଚାର କରାଯାଇଥାଏ ଏବଂ ଏହି ବନ୍ଧୁ ସତରେ ଭଲ ହୋଇଥାଏ । ଡ଼ଲଫିନ କୁ ମଧ୍ୟ ଭଲ ଭାଗ୍ୟ ଆସିବାର ଶାସ୍ତ୍ରରେ ବର୍ଣ୍ଣିତ ରହିଛି ।

୬- ଷଷ୍ଠ ରେ କଇଁଛ । ତେବେ ଏହାକୁ ପୁରା ଦୁନିଆରେ ଭଲ ଭାଗ୍ୟର ପ୍ରତୀକ ମାନିଥାନ୍ତି । ଏହାକୁ କିଛିବି ରୂପରେ ଦେଖିବା ଅତ୍ୟନ୍ତ ଶୁଭ ଏବଂ ଭଲ ଖବର ଆସିବାର ସଙ୍କେତ ମିଳିଥାଏ ।

୭- ସପ୍ତମ ରେ ହାତ କୁଣ୍ଡାଇ ହେବା । ତେବେ ଏହା ତ ଆପଣ ଜାଣିଥିବେ ଯଦି ଆପଣଙ୍କର ହାତ କୁଣ୍ଡାଇ ହେଉଛି ଆପଣଙ୍କୁ ମା ଲକ୍ଷ୍ମୀଙ୍କ କୃପା ମିଳିଥାଏ ଏବଂ ଧନ ନିହାତି କିଛି ଦିନ ଭିତରେ ମିଳିଯିବ ବୋଲି ମାନ୍ୟତା ରହିଥାଏ ।


୮- ଅଷ୍ଟମ ରେ ଭୁଲ୍ ରେ ପୋଷାକ ଓଲଟା ପିନ୍ଧିବା । ଯେବେ ଆମେ କେଉଁଠିକି ଯିବା ପାଇଁ ଜଲ୍ଡିରେ ଥାଆନ୍ତି ଆମେ ଭୁଲ୍ ରେ କପଡ଼ା ଓଲଟା ମଧ୍ୟ ପିନ୍ଧିଥାନ୍ତି ଏବଂ ଯେତେବେଳେ ଦେଖନ୍ତି ରାଗ ଲାଗିଥାଏ କିନ୍ତୁ ଭବିଷ୍ୟତରେ ଯଦି ପୁଣି ଥରେ ଏପରି ହୋଇଥାଏ ତାହେଲେ ବୁଝି ନିଅନ୍ତୁ ଆପଣଙ୍କୁ କିଛି ଆସୁଥିବା ସୁଖ ସମୃଦ୍ଧିର ସୂଚନା ମିଳୁଛି ।

୯- ନବମ ରେ ଧଳା ଗାଈ । ଯଦି କେବେ ଆପଣଙ୍କ ଜମି କିମ୍ବା ବଗିଚାରେ ଗାଈ ଆସି ଚରନ୍ତି ତାହେଲେ ବୁଝିଯିବେ କି ସ୍ଵୟଂ ମା ଲକ୍ଷ୍ମୀ ସନ୍ଦେଶ ପଠାଇଛନ୍ତି ।

୧୦- ଦଶମ ରେ କେବେବି ଯାତ୍ରା କରିଥିବା ସମୟରେ ଆପଣକୁ ନିଜର ଡାହାଣ ପେଟ ମାଙ୍କଡ, କୁକୁର ଏବଂ ସାପ ଦେଖନ୍ତି ତ ବୁଝି ଯାଆନ୍ତୁ ଆପଣଙ୍କ ପାଖକୁ ଆସୁଥିବା ଧନର ସଙ୍କେତ ଅଟେ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *