TV ର ଏହି 4 ଫେମସ Actress ଭଲ ପାଇଲେ ଜଣଙ୍କୁ କିନ୍ତୁ ବିବାହ କରିନେଲେ ଆଉ କାହାକୁ, 1 ନଂ ଯୋଡିଟି ଘରେ ଘରେ ଥିଲା ଲୋକପ୍ରିୟ

ନମସ୍କାର ବନ୍ଧୁଗଣ ତେଣୁ ବର୍ତ୍ତମାନ ଘରେ ଘରେ ସମସ୍ତେ ଛୋଟ ପରଦାରେ ପ୍ରସାରିତ ହେଉଥିବା ଧାରବାହିକ କୁ ଦେଖିବା କୁ ବେଶୀ ପସନ୍ଦ କରୁଛନ୍ତି ସିନେମା ଅପେକ୍ଷା । ଏବଂ ନିଜର ସମସ୍ତ କାର୍ଯ୍ୟ କଳାପ କୁ ଶେଷ କରି ବସି ଯାଉଛନ୍ତି ଟିଭି ଆଗରେ ସେହି ଧାରାବାହିକ ଗୁଡିକ କୁ ଦେଖିବା ପାଇଁ । ପ୍ରସାରିତ ହେଉଥିବା ଧାରାବାହିକ ଏବେ ଘରେ ଘରେ ପରିଚିତ । ଏବଂ ସେଥିରେ ଅଭିନୟ କରୁଥିଲେ ଅଭିନେତା ଏବଂ ଅଭିନେତ୍ରୀ ମଧ୍ୟ ବହୁତ ଲୋକପ୍ରିୟତା ପାଉଛନ୍ତି ।

ଧାରବାହିକ ରେ ଥିବା ନାୟକ ନାୟିକା ଙ୍କ ଯୋଡି କୁ ମଧ୍ୟ ଦର୍ଶକ ମାନେ ଭଲ ପାଇବା ପ୍ରଦାନ କରୁଛନ୍ତି । ଏବଂ ନିଜର ପସନ୍ଦ ର ଅଭିନେତା ଏବଂ ଅଭିନେତ୍ରୀ ଙ୍କ ବିଷୟରେ ଜାଣିବାକୁ ଆଗ୍ରହ ମଧ୍ୟ ରଖୁଛନ୍ତି । ସେମାନଙ୍କ ବାସ୍ତବ ଜୀବନରେ ଘଟୁଥିବା ସମସ୍ତ ଘଟଣା କୁ ସେମାନେ ଜାଣିବାକୁ ଚାହିଁ ଥାନ୍ତି । ସେମାନଙ୍କ ଜୀଵନ ଶୈଳୀ ସେମାନଙ୍କ ର କାର୍ଯ୍ୟ କଳାପ ଆଦି । ତେବେ ଆଜି ଆମେ ଛୋଟ ପରଦାର କିଛି ଏପରି ଅଭିନେତ୍ରୀ ମାନଙ୍କ ବିଷୟରେ ଆଲୋଚନା କରିବା ଯେଉଁ ମାନେ ପ୍ରେମ କରିଥିଲେ ଜଣଙ୍କୁ କିନ୍ତୁ ବିବାହ କଲେ ଆଉ ଜଣଙ୍କୁ ।

୧- ପ୍ରଥମ ରେ ହେଉଛନ୍ତି ଦିବ୍ୟଙ୍କା ତ୍ରିପାଠୀ । ତେବେ ଦିବ୍ୟଙ୍କା ଛୋଟ ପରଦାର ଏକ ଲୋକପ୍ରିୟ ନାମ ସେ ଅନେକ ଧାରାବାହିକ ରେ ନିଜର ସୁନ୍ଦର ଅଭିନୟ ଜରିଆରେ ଲୋମ ମାନଙ୍କ ହୃଦୟ ଜିଣି ପାରିଛନ୍ତି । ତେବେ ସେ ଅଭିନେତା ଶରଦ ଙ୍କ ସହ ବହୁତ ଲମ୍ବା ସମୟ ପର୍ଯ୍ୟନ୍ତ ରିଲେସନ ରେ ଥିଲେ । ଦୁହିଁଙ୍କ ଭେଟ ବନୁ ମେ ତେରି ଦୁଲହନ ରୁ ହୋଇଥିଲା ଏବଂ ପରେ ଦୁହିଁଙ୍କ ବ୍ରେକଅପ ହୋଇ ଯାଇଥିଲା ଏବଂ ଦିବ୍ୟଙ୍କା ନିଜର କୋଆକ୍ଟର ବିବେକ ଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇ ଯାଇଥିଲେ ଏବଂ ବର୍ତ୍ତମାନ ବହୁତ ଖୁସିରେ ମଧ୍ୟ ଅଛନ୍ତି ।


୨- ଦ୍ଵିତୀୟ ରେ ହେଉଛନ୍ତି ରୁବିନା ଦିଲାଇକ ଏବଂ ଅଭିନାଶ ସଚଦେବ । ତେବେ ଏହି ଦୁଇ ଜଣ ଜି ଟିଭି ର ଲୋକପ୍ରିୟ ଧାରାବାହିକ ଛୋଟୀ ବୋହୁ ରେ ନଜର ଆସିଥିଲେ ଏବଂ ଦୁହେଁ ବହୁତ ଲମ୍ବା ସମୟ ପର୍ଯ୍ୟନ୍ତ ରିଲେସନ ରେ ମଧ୍ୟ ଥିଲେ କିନ୍ତୁ ଦୁହିଁଙ୍କ ର ବ୍ରେକଅପ ହୋଇ ଯାଇଥିଲା ଏହା ପରେ ରୁବିନା ଅଭିନବ ଶୁକ୍ଳା ଙ୍କ ସହ ବିବାହ କରି ନେଇଥିଲେ ।


୩- ତୃତୀୟ ରେ ହେଉଛନ୍ତି କାମୟା ପଞ୍ଜାବୀ । ତେବେ ଆପଣ କାମୟା ଙ୍କୁ ତ ନିଶ୍ଚୟ ଜାଣିଥିବେ ସେ ଅନେକ ଧାରାବାହିକ ରେ ନେଗେଟିଭ ଏବଂ ପିଜେଟିଭ ଉଭୟ ରୋଲ ମଧ୍ୟ କରିଛନ୍ତି ତେବେ ସେ ବିଗବସ୍ ରେ ମଧ୍ୟ ନଜର ଆସିଥିଲେ । କାମୟା ଏବଂ ଅଭିନେତା କରନ ପଟେଲ ଙ୍କ ପ୍ରେମ ର କାହାଣୀ ତ ସବୁ ଜାଣିଥିବେ କିନ୍ତୁ ହଠାତ ଦୁହେଁ ଅଲଗା ହୋଇଗଲେ ଏବଂ ପରେ କାମୟା ବ୍ୟବସାୟୀ ସଲବ ଦାଙ୍କ ଙ୍କ ସହ ବିବାହ କରି ବହୁତ ଖୁସିରେ ଅଛନ୍ତି ।


୪- ଚତୁର୍ଥ ରେ ହେଉଛନ୍ତି ଅନିତା ହସନଦାନି । ତେବେ ଅଭିନେତ୍ରୀ ଅନିତା ଙ୍କୁ କିଏ ନ ଜାଣେ ସେ ଟିଭି ଜଗତର ବହୁତ ପୁରୁଣା ଅଭିନେତ୍ରୀ ଏବଂ ସେ ନିଜର ସୁନ୍ଦର ଅଭିନୟ ରେ ଲୋକ ମାନଙ୍କ ହୃଦୟ ରେ ନିଜର ଘର କରି ପାରିଥିଲେ ତେବେ ସେ କିଛି ସିନେମା ରେ ମଧ୍ୟ ନଜର ଆସିଛନ୍ତି ତେବେ ସେ ଅଭିନେତା ଏଯାଜ ଙ୍କ ସହ ବହୁତ ସମୟ ଧରି ରିଲେସନ ରେ ରହିଥିଲେ କିନ୍ତୁ ଦୁହିଁଙ୍କ ଭିତରେ କୌଣସି କାରଣକୁ ନେଇ ବ୍ରେକଅପ ହୋଇ ଯାଇଥିଲା ତେବେ ପରେ ଅନିତା ବ୍ୟବସାୟୀ ରୋହିତ ରେଡ୍ଡୀ ଙ୍କୁ ବିବାହ କରି ବହୁତ ଖୁସିରେ ଅଛନ୍ତି ।

ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *