Chanakya Niti- ମହିଳାଙ୍କର ଏହି ଅଙ୍ଗ ବଡ ହୋଇଥିଲେ ସେମାନେ ହୋଇଥାନ୍ତି ଅତ୍ୟନ୍ତ ଭାଗ୍ୟଶାଳୀ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆପଣ ମାନେ ମହାନ ଜ୍ଞାନୀ ଚାଣକ୍ୟ ଙ୍କୁ ତ ନିଶ୍ଚିତ ଭାବରେ ଜାଣିଥିବେ । ଚାଣକ୍ୟ ଙ୍କ ବୁଦ୍ଧି ଅତ୍ୟନ୍ତ ପ୍ରଖର ଅଟେ । ସେ ନିଜର ବୁଦ୍ଧି ଓ ଜ୍ଞାନ ବଳ ରେ ଚନ୍ଦ୍ରଗୁପ୍ତ ମୌର୍ଯ୍ୟ ଙ୍କୁ ରାଜଗାଦିରେ ବସାଇ ଥିଲେ । ଚାଣକ୍ୟ ଙ୍କ ଗ୍ରନ୍ଥ ରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସମ୍ବନ୍ଧରେ ବର୍ଣ୍ଣନା କରାଯାଇଛି । ତାଙ୍କ ଦ୍ୱାରା ଲିଖିତ ପ୍ରତ୍ୟକ କଥା ମନୁଷ୍ୟ ଜୀବନ ରେ ପ୍ରତିଫଳିତ ହୋଇଥାଏ । ତାଙ୍କ ନୀତି ଗ୍ରନ୍ଥ ରେ ମହିଳା ମାନଙ୍କ ସମ୍ବନ୍ଧରେ ମଧ୍ୟ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ରହିଛି ।

ଚାଣକ୍ୟ ଙ୍କ ଅନୁସାରେ ମହିଳା ମାନଙ୍କ ଶରୀରର ଏଭଳି କିଛି ଅଙ୍ଗ ରହିଛି ଯାହା ସେମାନଙ୍କୁ ଭାଗ୍ୟଶାଳୀ କରାଇଥାଏ । ଆଜି ଆମେ ଆପଣ ମାନଙ୍କୁ ସେହି ସମ୍ବନ୍ଧରେ କହିବୁ । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା । ୧. ବନ୍ଧଗଣ ଯେଉଁ ମହିଳା ମାନଙ୍କ ବେକ ଲମ୍ବା ହୋଇଥାଏ ସେମାନେ ଅତ୍ୟନ୍ତ ଭାଗ୍ୟଶାଳୀ ହୋଇଥାନ୍ତି ।

ଏଭଳି ମାନା ଯାଇଥାଏ ଯେ, ଯେଉଁ ମହିଳା ମାନଙ୍କ ବେକ ଲମ୍ବା ହୋଇଥାଏ ସେହି ମହିଳା ମାନେ ନିଜ ଜୀବନ ରେ ଧନ ଓ ଐଶ୍ଚର୍ଯ୍ୟ ଭୋଗ କରିଥାନ୍ତି । ଏହା ସହିତ ଯେଉଁ ମହିଳା ମାନଙ୍କ କାନ ସାମନ୍ୟ ଆକାର ରୁ ଲମ୍ବା ହୋଇଥାଏ ସେମାନେ ମଧ୍ୟ ଖୁବ ଭାଗ୍ୟଶାଳୀ ଅଟନ୍ତି ଏବଂ ସେମାନେ ଦୀର୍ଘ ଆୟୁଷ ପ୍ରାପ୍ତ କରିଥାନ୍ତି ।

୨. ଯେଉଁ ମହିଳା ମାନଙ୍କ କେଶ ଘନ ଓ ଲମ୍ବା ହୋଇଥାଏ ସେମାନେ ଭାଗ୍ୟବତୀ ଅଟନ୍ତି । ଏହି ମହିଳା ଖୁବ ସୁନ୍ଦର ହୋଇଥାନ୍ତି । ହିନ୍ଦୁ ଧର୍ମ ରେ ଦେବୀ ଙ୍କ କେଶ ମଧ୍ୟ ଲମ୍ବା ହୋଇଥାଏ । କାରଣ ମହିଳା ମାନଙ୍କ ଲମ୍ବା ଓ ଘନ କେଶ ଶୁଭତା ଏବଂ ଭାଗ୍ୟଶାଳୀ ହେବାର ସଙ୍କେତ ଅଟେ ।

୩. ଶାସ୍ତ୍ର ଅନୁସାରେ ଯେଉଁ ମହିଳା ମାନଙ୍କ ଜଙ୍ଘ ମଜବୁତ ଏବଂ ମାଂସଳ ଯୁକ୍ତ ହୋଇଥାଏ ସେମାନେ ଖୁବ ଭାଗ୍ୟଶାଳୀ ହୋଇଥାନ୍ତି ଏବଂ ଏହାସହିତ ଯେଉଁ ମହିଳା ମାନଙ୍କ ମୁଣ୍ଡ ସାମନ୍ୟ ରୁ ଅଳ୍ପ ବଡ଼ ହୋଇଥାଏ ସେମାନେ ନିଜ ପରିବାର ପାଇଁ ଶୁଭ ସାବ୍ୟସ୍ତ ହୋଇଥାନ୍ତି ।

୪. ଯେଉଁ ମହିଳା ମାନଙ୍କ ପାଦ ଅପେକ୍ଷାକୃତ ଲମ୍ବା ଓ ସୁନ୍ଦର ହୋଇଥାଏ ସେହି ମହିଳା ମାନେ ସାକ୍ଷାତ ମାତାଲକ୍ଷ୍ମୀ ଙ୍କ ସ୍ୱରୂପ ଅଟନ୍ତି । ଏଭଳି ମହିଳା ନିଜ ପତି ଙ୍କ ପାଇଁ ଶୁଭଦାୟକ ଅଟନ୍ତି । ଏହାସହିତ ଯେଉଁ ମହିଳା ମାନଙ୍କ ନାଭି ଗଭୀର ହୋଇଥାଏ ସେମାନେ ଗୁଣବତୀ ଏବଂ ଭାଗ୍ୟଶାଳୀ ହୋଇଥାନ୍ତି । ଏଭଳି ମହିଳା ନିଜ ପତି ଓ ପରିବାର ପାଇଁ ଐଶ୍ଚର୍ଯ୍ୟ ର ପ୍ରତୀକ ଅଟନ୍ତି ।

ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *